Browsing Category

ରାଜ୍ୟ

ନିଖୋଜ ମହିଳାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସମ୍ପୃକ୍ତ ମହିଳା ଗତ ୩୦ ତାରିଖ ଠାରୁ ଘରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଆଜି ମହିଳାଙ୍କ ମୃତଦେହ ପୋଖରୀରେ ଭାସୁଥିବା…

ଗଛରେ ଧକ୍କା ଦେଲା କାର୍: ୩ ମୃତ

ବଲାଙ୍ଗିର: ଟିଟିଲାଗଡ଼ ରାସ୍ତାର ସାଗରପାଲି ଠାରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେବା ଫଳରେ ବାପ, ପୁଅଙ୍କ ସହିତ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରୀ…

ଚିଟଫଣ୍ଡ ସଂସ୍ଥା ବାସିଲ ଇଂଟରନେସନାଲର ୫ ଏକର ଜମି ଅକ୍ତିଆର କଲା ଇଡ଼ି

ବାଲେଶ୍ୱର:  ଚିଟଫଣ୍ଡ ସଂସ୍ଥା ବାସିଲ ଇଂଟରନେସନାଲର ୫ ଏକର ଜମି ଅକ୍ତିଆର କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ଭୋଗରାଇ ତହସିଲ ଅଧିନ ସାହାବାଜପୁର ଉଦୟପୁରରେ ଥିବା ଏହି ଜାଗାକୁ ପ୍ରଶାସନ ପକ୍ଷରୁ ଅଧିକୃତ କରାଯାଇଛି । ଇଡିର ଗୌହାଟି ଶାଖା ମୁଖ୍ୟ ଉଦୟପୁରରେ ପହଂଚି ଜମି ଅକ୍ତିଆର…

ଭୟାବହ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା, ୫ ପରିବାର ସର୍ବସ୍ୱାନ୍ତ

ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଲକ ଅଧିନସ୍ଥ କଲେଇ ପଚାଂୟତର ବଳାଜିତପଡ଼ା ସ୍ୱାଇଁ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ସୂଚନା ଅନୁଯାୟୀ, ପରିବାର ସମସ୍ତ…

ଦୁଇ ବାଇକ ଚୋର ଗିରଫ, କୋର୍ଟ ଚାଲାଣ

ବୁଗୁଡା:  ପୋଲସରା ବୁଧବାର ଦିନ ପୋଲସରା ପୋଲିସ ଦୁଇ ବାଇକ ଚୋରକୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗତ ଜାନୁୟାରୀ ୧୬ ତାରିଖ ଦିନ ପୋଲସରା ଷ୍ଟେଟବ୍ୟାଙ୍କ ଛକରୁ ଆଶିଷ ପୃଷ୍ଟିଙ୍କ ହିରୋ ଗ୍ଲୋମେର ବାଇକ ଚୋରି ହୋଇଥିଲା । ଏନେଇ ଶ୍ରୀ ପୃଷ୍ଟିଙ୍କ ଲିଖିତ ଅଭିଯୋଗ…

ବିଡିଓଙ୍କ କାର୍ଯ୍ୟାଳୟରେ ଜିଆରଏସଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ: ଶେଷରେ ନେଲେ ଚରମ ନିଷ୍ପତ୍ତି। ନିଜ ପରିବାର ସହ ବିଡିଓଙ୍କ ଦପ୍ତରରେ ଜିଆରଏସଙ୍କ ଆତ୍ମାହୁତି ଉଦ୍ୟମ । ପରିବାରର ଭରଣପୋଷଣରେ ଅସମର୍ଥ ହୋଇ ଶେଷରେ ନିଜ ଦେହରେ କିରୋସିନି ଢାଳି  ଆତ୍ମାହୁତି ପାଇଁ ବାଛିଥିଲେ ଶେଷ ରାସ୍ତା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା…

ପାଳ କୁଡିଆରେ ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

କଲ୍ୟାଣ ସିଂହପୁର: ରାୟଗଡ଼ା ଜିଲ୍ଲା  କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ପାଳକୁଡିଆରେ ନିଆଁ ଲାଗି ଦୁଇ ଜଣ ଶିଶୁ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୪୦୮ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୨,୪୦୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୧୨୦       ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୦୨,୫୯୧ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କରୋନା ଟିକା ନେଲେ

ଭୁବନେଶ୍ୱର:  ରାଜ୍ୟର ଅତିରିକ୍ତ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଆଜି କରୋନା ଟିକା ନେଇଥିବା ଜଣାଯାଇଛି । ଏହି ଟିକା ନେବା ପରେ ସେ କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ସୁରକ୍ଷିତ । କରୋନା ଭୂତାଣୁ ଦାଉରୁ ସୁରକ୍ଷିତ ରହିବାକୁ ହେଲେ ଉଭୟ ଡୋଜ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟ…

ଶନିବାର ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚକଅଖ ଜାମ୍ ଡାକରା

ଭୁବନେଶ୍ୱର: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ କରିବ । ଏହି କ୍ରମରେ ସଂଗଠନ ଶନିବାର ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ…