Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତରେ ପ୍ରଥମ: ପେପର ଲେସ୍ ହେବ ବଜେଟ୍
ନୂଆଦିଲ୍ଲୀ: ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୦୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଚଳିତ ବର୍ଷ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍ ହେବ । ଏହାର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଆଟାଜି କିମ୍ବା ଫାଇଲ ଧରି ବଜେଟ ଉପସ୍ଥାପନ କରିବେ…
ଜେଲରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପ କାରାଗାରରେ କଏଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଡିସେମ୍ବର ୨୭ ତାରିଖରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ପୁଣି ଜଣେ ବିଚାରଧୀନ କଏଦୀ କଏଦୀଙ୍କ ମୃତ୍ୟୁ ଘଟିଛି । ଫଳରେ ଉପ କାରାଗାରରେ ରହୁଥିବା କଏଦୀଙ୍କ ମଧ୍ୟରେ ଆତଙ୍କ…
ଗଞ୍ଜାମ ପୋଲିସର କାର୍ଯ୍ୟାନୁଷ୍ଠାନ : ୫୪ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ : ୧୪୨.୩ ଲିଟର ମଦ ଜବତ : ୫ ଗିରଫ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୧୧ ତାରିଖ ସକାଳ ଠାରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ କାରବାର ଉପରେ ଚଢ଼ଉ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି…
ଜୁଆ ଆଡ୍ଡାରେ ଚଢ଼ଉ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ପୋଲିସ ଉପରେ ଆକ୍ରମଣ । ଜୁଆଖେଳ ଚାଲୁଥିବା ଖବର ପାଇଁ ଏସଡିପିଓଙ୍କ ନେତୃତ୍ୱରେ ଚଢ଼ଉ କରିବାକୁ ଯାଇଥିବା ପୋଲିସ କର୍ମଚାରୀ ମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଥିବାବେଳେ ଏହି ଆକ୍ରମଣରେ ଏସଡିପିଓ ଆହତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,…
ଶ୍ବଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଥାନାସ୍ଥ ଏମଭି- ୯୬ ଗ୍ରାମର ବିପ୍ଳବ ସରକାରଙ୍କ ମୃତଦେହ ଘର ଠାରୁ କିଛି ଦୂରରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଆଜି ସକାଳୁ ମିଳିଛି । ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ
ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମରେ ବେକରେ ରଶି ଲଗାଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବାପଘର ଲୋକ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ ବରଂ ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା…
ବାଇକ୍ ପଛରେ ପିଟିଲା ହାଇୱା : ମହିଳା ମୃତ, ସ୍ୱାମୀ ଗୁରୁତର
ଧର୍ମଶାଳା: ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଭାଲୁଖାଇ ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ତାଙ୍କ ସ୍ୱାମୀ ଗୁରୁତର ହୋଇ ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠି…
କର୍କଟ ରୋଗରେ ପିଡୀତ ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ବୌଦ୍ଧ: ବୌଦ୍ଧ ସହର ନଅ ନମ୍ବର ୱାର୍ଡର ଗେହ୍ଲିରାଣୀ ବେହେରା(୨୬) ଦୀର୍ଘ ତିନି ବର୍ଷ ହେବ କର୍କଟ ରୋଗରେ ପିଡିତ ହୋଇଥିବା ବେଳେ ଏବେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସେ ଅର୍ଜୁନ ବେହେରା ଓ ଜୟନ୍ତୀଙ୍କ ଏକ ମାତ୍ର ଝିଅ ହୋଇଥିବା ବେଳେ ବାପାମା ମାଛ ବ୍ୟବସାୟ କରି ଚଳୁଛନ୍ତି । ଏବେ ଝିଅର…
ସାଇନା ନେହୱାଲ୍ କରୋନା ପଜିଟିଭ୍ : ଖେଳିବେନି ଥାଇଲ୍ୟାଣ୍ଡ ଓପନ୍
ବ୍ୟାଙ୍କକ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ କୋଭିଡ୍ ପଜିଟିଭ୍ । କରୋନା ମହାମାରୀ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ବହୁ ଦିନ ଧରି ପ୍ରଭାବିତ ହୋଇଛି। ସାଇନା ନେହୱାଲ୍ ବର୍ତ୍ତମାନ ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିଲେ। ଏହି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୫୮୪ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୨,୫୮୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୬୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୬୬,୫୯୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…