Browsing Category

ରାଜ୍ୟ

‘ମେରେ ରହୋ’ରେ ଜୁନୈଦ-ସାଈ ଯୋଡି

ନୂଆଦିଲ୍ଲୀ, : ଆମିର ଖାନ୍ ପ୍ରଡକ୍ସନ୍ସର ଅପ୍କମିଙ୍ଗ ରୋମାଣ୍ଟିକ୍ ଡ୍ରାମାକୁ ମିଳିଛି ଟାଇଟଲ । ଫିଲ୍ମର ନାଁ ‘ମେରେ ରହୋ’ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜୁନୈଦ ଖାନ୍ ଓ ସାଉଥ୍ ନାୟିକା ସାଈ ପଲ୍ଲବୀ । ଆସନ୍ତା ଡିସେମ୍ବର ୧୨ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହି ଘୋଷଣା ସହିତ…

ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଲେ ଧୋନି…

ମୁମ୍ବାଇ,: ଭାରତୀୟ କ୍ରିକେଟହ ମହେନ୍ଦ୍ର ସିଂହ ଧୋନି ପୁଣି ଚର୍ଚ୍ଚାକୁ ଫେରିଛନ୍ତି । ପଡ଼ିଆରେ ନିଜର ଚଉକାଛକାକୁ ନେଇ ଖବରର ଶୀର୍ଷକ ପାଲଟୁଥିବା ଧୋନି ଏବେ ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଛନ୍ତି । ଦେହରେ ଜର୍ସି ବଦଳରେ ରହିଛି କମାଣ୍ଡୋ ୟୁନିଫର୍ମ । ହଠାତ୍ ଧୋନିଙ୍କୁ ବନ୍ଧୁକର ଆବଶ୍ୟକତା…

ସହସ୍ରାକୁମ୍ଭାଭିଷେକ ପରେ ଆରମ୍ଭ ହେଇଛି ଶାରଦୀୟ ଦୁର୍ଗାପୂଜା

କାକଟପୁର, : ଆସିଛି ଆଶ୍ୱିନ ହସୁଛି କାଶତଣ୍ଡି, ପାର୍ବଣର ଆରମ୍ଭରେ ସୁର୍ଯ୍ୟଙ୍କ ପହିଲି କିରଣ ଆଙ୍କି ଦେଇଛି ପ୍ରତ୍ୟେକ ମାତୃ ଭକ୍ତଙ୍କ ମନରେ ଆନନ୍ଦର ଜ୍ୟୋସ୍ନା, ଏହା ପୂର୍ବରୁ ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧା ଅଷ୍ଟମୀରୁ ମା’ ମଙ୍ଗଳାଙ୍କର ଦୁର୍ଗା ଶୟନ ନୀତି ଆରମ୍ଭ ହୋଇଥିଲା । ଆଜି ଆଶ୍ୱିନ…

ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ପର୍କିତ ଆଲୋଚନଚକ

ଭୁବନେଶ୍ୱର, : ବିଶ୍ୱର ସର୍ବବୃହତ ଗଣତନ୍ତ୍ର ହେଉଛି ଭାରତ । ମାତ୍ର ଏଠାରେ ନିରନ୍ତର ଚାଲୁଥିବା ନିର୍ବାଚନ ପ୍ରକ୍ରିୟା ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ବଦଳାଇ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର କରି ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହା…

୧୧୪ ନୂଆ ରାଫେଲ କିଣିବା ପାଇଁ ଭାରତ ସରକାରଙ୍କୁ ବାୟୁସେନାର ପ୍ରସ୍ତାବ

ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏସୟୁ-୫୭ ଉପରେ ନଜର ରଖିଛି । ଏକ ରୁଷୀୟ ଦଳ ଖୁବ୍ ଶୀଘ୍ର…

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ

ନୂଆଦିଲ୍ଲୀ, : ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ…

ସ୍ଥିର ରହିଛି ସୁନା ଏବଂ ରୁପା ଦର

ନୂଆଦିଲ୍ଲୀ, : ଆଜି ସ୍ଥିର ରହିଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ…

ଦୈତାରୀ ଖଣି ଅଞ୍ଚଳରେ ପରିତ୍ୟକ୍ତ ଗୃହରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଘଟଗାଁ, : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣି ପ୍ରଭାବିତ ଅଞ୍ଚଳ ଷେଣ୍ଢବ୍ୟାରେକ ଠାରେ ପରିତ୍ୟକ୍ତ ଗୃହରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର । ଏବେ ନୂତନ ଗୃହ ନିର୍ମାଣ କରାଯିବା ପାଇଁ ଦାବି ଜୋର ଧରିଛି । ଏଠାରେ ଅଙ୍ଗନୱାଡ଼ି ଗୃହ ନଥିବାରୁ ଓଏମସି ର…

କେନ୍ଦୁଝରରେ ଲୋକଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ କେନ୍ଦୁଝର ସର୍କିଟ ହାଉସ ଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କେନ୍ଦୁଝର ସର୍କିଟ ହାଉସ ଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲି ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର, : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମ କେନ୍ଦ୍ରୀୟ ସଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତି ଅଞ୍ଚଳରେ ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସାଢ଼େ ୮ଟା ସମୟରେ ଏକ ଲଘୁଚାପ…