Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୋଟୋରୋଲା ପକ୍ଷରୁ ନୂଆ ମୋଟୋ ଜି ୫ଜି ଉନ୍ମୋଚିତ
ଭୁବନେଶ୍ୱର: ମୋଟୋରୋଲା ପକ୍ଷରୁ ଏହାର ନୂଆ ମୋଟୋ ଜି ୫ଜି ସହିତ ଏହାର ନୂତନ ଉତ୍ପାଦର ଶୂଭାରମ୍ଭର ଘୋଷଣା କରାଯାଇଛି । ଏହି ନୂଆ ସ୍ମାର୍ଟଫୋନ ଏକ ଫ୍ୟୁଚରପ୍ରୁଫ୍ ଅଲ୍ଟ୍ରା-ଫାଷ୍ଟ ୫ଜି କ୍ଷମତା ଓ ଏକ ପାୱାରହାଉସ୍ ସ୍ନାପ୍ଡ୍ରାଗନ ୭୫୦ଜି ପ୍ରୋସେସର ସହିତ ପରବର୍ତ୍ତୀ ପିଢିର ଫିଚର ପ୍ରଦାନ କରୁଛି…
ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରତର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମ ନିକଟରେ ଦୁଇ ଗୋଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବାର ଜଣାପଡିଛି ।…
କୋଭିଡ୍-୧୯ ପରିସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ କରିବେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ଦେଶର ବର୍ତ୍ତମାନର କରୋନାଭାଇରସ୍ ପରିସ୍ଥିତିକୁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଏ ନେଇ ହେବ ସର୍ବଦଳୀୟ ବୈଠକ। ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ କରି ପ୍ରଧାନମନ୍ତ୍ରୀ କରୋନା ପରିସ୍ଥିତି ବିଷୟରେ ପଚାରି ବୁଝିବେ ବୋଲି ଜଣା ପଡ଼ିଛି। କରୋନା…
ବାଇକ ଦୁର୍ଘଟଣାରେ ଜଣେ ଗୁରୁତର
ନୂଆପଡ଼ା,୩୦ା୧୧: ସ୍ଥାନୀୟ ଏସବିଆଇ ବ୍ରାଞ୍ଚ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହାତ ହୋଇଛ”ି । ଗୁରୁତର ଜଣକ ହେଲେ ସିନାପାଲି ଥାନା ଗୋଡାଲ ଗାଁର ଅକ୍ଷୟ ପଟେଲ(୨୪) । ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ରାୟପୁର ବଡ ମେଡିକାଲକୁ ସ୍ଥାନା”ର କରାଯାଇଛି । ଆଜି ମଧ୍ୟାହ୍ନରେ ଗୋଡାଲ ଗାଁର…
ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ଯୋଜନା କରୁଛି ଚୀନ୍
ଚୀନ୍ ବ୍ରହ୍ମପୁତ୍ର ନଦୀର ତିବ୍ଦତର ଏକ ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛି । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ () ସହିତ ଭାରତ ସହିତ ସୀମା ଟେନସନ ମଧ୍ୟରେ ଚୀନ୍ ବ୍ରହ୍ମପୁତ୍ର ନଦୀର ତିବ୍ଦତର ଏକ ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପ…
ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ
କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
କୋଣାର୍କ: ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ। ଚଳିତ ବର୍ଷ ଡିସେମ୍ବର ୧ରୁ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ୨୦୨୦ ଆୟୋଜିତ ହେବ। ଏଥିପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ…
ରାଜ୍ୟରେ ଆଉ ୫ ଜଣଙ୍କର କରୋନା ମୃତ୍ୟୁ
ଭୁବନେଶ୍ବର ୩୦।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ରାଜ୍ୟରେ ଆଉ ୪୧୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୨୫ରେ ପହଞ୍ଚିଛି । ଏନେଇ ରାଜ୍ୟ…
ରାଜସ୍ଥାନ ବିଜେପି ବିଧାୟକ କିରଣ ମହେଶ୍ୱରୀଙ୍କ କରୋନାରେ ଦେହାନ୍ତ ହୋଇଛି
ରାଜସ୍ଥାନ: ରାଜସ୍ଥାନର ରାଜସମନ୍ଦ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କର ରବିବାର ରାତିରେ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ରେ ଦେହାନ୍ତ ହୋଇଯାଇଛି। ସେ କରୋନାଭାରସ୍ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଏ ମାସ ପ୍ରାରମ୍ଭରେ ପରୀକ୍ଷାରୁ ଜଣାପଡ଼ିଥିଲା।…