Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ୬ ଜଣଙ୍କ ଜୀବନ
କୋରାପୁଟ, : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ମେଡିକାଲ କଲେଜରେ ଚିକିତ୍ସା କମ ରୋଗୀ ମୃତ୍ୟୁହାର ଅଧିକ । ଯାହାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଉପରେ ରୋଗୀଙ୍କ ଭରଷା…
କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିଵସ ପାଲିତ୍
ଆଜି ସାରା ବିଶ୍ୱ ରେ ଗୋଟିଏ ହିଁ ଚର୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ସୁନୀଲ୍ କୁମାର ପାତ୍ରଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି।…
ଆମୋନିଆ ଗ୍ୟାସ୍ ଟାଙ୍କୀ ଫାଟି ଚାରି ଅସୁସ୍ଥ
ପାରାଦୀପ :-ଫାଟିଲା ଆମୋନିଆ ଗ୍ୟାସ ଟାଙ୍କୀ , ଲିକ୍ ହେଲା ଗ୍ୟାସ , ଚାରି ଅସୁସ୍ଥ, ଲିକେଜ୍ ଗ୍ୟାସ କୁ ଆୟତ କରିବା ପାଇଁ ନିୟୋଜିତ ଅଗ୍ନିଶମ ବାହିନୀ। ଘଟଣା ସ୍ଥଳରେ ଅନୁଧ୍ୟାନ କଲେ ପ୍ରଶାସନ। ଘଟଣା ଘଟିଛି ପାରାଦୀପ ଗଡ ଇଣ୍ଡରଷ୍ଟିଆଲ୍ ଏରିଆରେ। ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ।…
କଲେଜର ମୁଖ୍ଯ ଫାଟକ ଆଗରେ ଧାରଣା କଥା ନ ମାନିଲେ ତାଙ୍କୁ ଫେଲ୍ କରାଇବା ଏବଂ ଅଧ୍ୟକ୍ଷ ଙ୍କୁ ଦାବି ଜଣାଇଲେ ଛାତ୍ରଛାତ୍ରୀ
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର କୁକୁଡ଼ାଖଣ୍ଡି ଅନ୍ତର୍ଗତ K.A.T.S Ayurvedic ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ରେ ବ୍ୟାପକ ଅନିୟମିତତା ଓ ଛାତ୍ର ଛାତ୍ରୀ ଙ୍କୁ ମାନସିକ ନିର୍ଯ୍ୟାତନା ଯୋଗୁଁ କଲେଜ ଅଧ୍ୟକ୍ଷ ଏବଂ ଦୁଇଜଣ ଅଧ୍ୟାପକ ଅଧ୍ୟାପିକା ବିରୁଦ୍ଧ ରେ ଛାତ୍ରଛାତ୍ରୀ ଙ୍କୁ ନେଇ…
ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ଭିଜିଲାନ୍ସ ଜାଲରେ ମହିଳା
ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ପୋଲିସ ଅଧିକାରୀ । ଘରୋଇ ମାମଲାର ସମାଧାନ ପାଇଁ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । କେ.ନୂଆଗାଁ ଥାନା ଅନ୍ତର୍ଗତ…
ସତ ମାନିଲା ପାକିସ୍ତାନ : ଭାରତ ୨୦ ନୁହେଁ, ୨୮ଟି ସ୍ଥାନକୁ ଟାର୍ଗେଟ କରିଥିଲା
ନୂଆଦିଲ୍ଲୀ,: ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ ବାୟୁସେନା…
ଚାରି ଦଶନ୍ଧିରେ ବଦଳିଛି ଭାରତୀୟ ବିମାନ ଶିଳ୍ପ
ନୂଆଦିଲ୍ଲୀ,: ଦୀର୍ଘ ୪୦ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ)ର ବାର୍ଷିକ ସାଧାରଣ ବେଠକ ଆୟୋଜନ କରାଯାଇଛି । ଏହାପୂର୍ବରୁ ୧୯୮୩ରେ ଶେଷ ଥର ପାଇଁ ଏହି କାର୍ଯ୍ୟକ୍ରମ ଭାରତରେ ଆୟୋଜନ କରାଯାଇଥିଲା । ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ…
ଇଫକୋ ପାରାଦୀପ ୟୁନିଟ ରେ ୧୨ତମ ଆନ୍ତଃ ଶାଖା ସାଂସ୍କୃତିକ ମହୋତ୍ସବ
ପାରାଦୀପ - ଇଫକୋ ପାରାଦୀପ ୟୁନିଟ ରେ ୧୨ତମ ଆନ୍ତଃ ଶାଖା ସାଂସ୍କୃତିକ ମହୋତ୍ସବ ୨o୨୫ ଜୁନ ୨ ତାରିଖ ଠାରୁ ମହା ସମାରୋହ ରେ ଆରମ୍ଭ ହୋଇଛି l ସାତଦିନ ବ୍ୟାପି ଏହି ମହୋତ୍ସବ ପ୍ରଥମ ଥର ପାଇଁ ପାରାଦୀପ ଠାରେ ଆୟୋଜିତ ହେଉଅଛି l ଏହି ସାଂସ୍କୃତିକ ମହୋତ୍ସବ କୁ ଇଫକୋ ଅଧ୍ୟକ୍ଷ ଦିଲୀପ ସାଙ୍ଘାନୀ…
କବାଡିରୁ ଅବସର ନେଲେ କିମ୍ବଦନ୍ତୀ ପ୍ରଦୀପ ନରୱାଲ
ନୂଆଦିଲ୍ଲୀ, ୩ା୬: ଡୁବକି କିଙ୍ଗ ଭାବେ ପରିଚିତ ଷ୍ଟାର କବାଡି ଖେଳାଳି ପ୍ରଦୀପ ନରୱାଲ ବେଶ ଭାବବିହ୍ୱଳ ଢଙ୍ଗରେ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ଏକାଧିକ ବିଶ୍ୱକପ ଓ ଏସିଆନ ଗେମ୍ସ ଖେଳିଥିବା ପ୍ରଦୀପ ପ୍ରୋ କବାଡି ଲିଗର ଅନ୍ୟତମ ଷ୍ଟାର ଖେଳାଳି । ସେ ଏକାକୀ ନିଜ ଟିମକୁ ଜିତାଇବାରେ…
କର୍ଣ୍ଣାଟକରେ ରିଲିଜ୍ ହେବନି ‘ଠଗ୍ ଲାଇଫ୍’
ହାଇଦ୍ରାବାଦ, ୩ା୬ : ମୁଁ କ୍ଷମା ମାଗିବି ନାହିଁ । ତାମିଲ-କନ୍ନଡ ଭାଷା ବିବାଦ ମଧ୍ୟରେ କ୍ଷମା ମାଗିବାକୁ ମନା କଲେ ଦକ୍ଷିଣ ତାରକା କମଲ ହାସନ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ କ୍ଷମା ମାଗିବେ ନାହିଁ । ଏପରି ସ୍ଥିତିରେ, ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍' ଏବେ କର୍ଣ୍ଣାଟକରେ ରିଲିଜ୍ ହେବ…