Sign in
Sign in
Recover your password.
A password will be e-mailed to you.
Browsing Category
Aducation
ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ: ଧର୍ମେନ୍ଦ୍ର ପ୍ରଧାନ
କଟକ/ଭୁବନେଶ୍ୱର, 15/7: ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ…
କେନ୍ଦ୍ରୀୟ ବିଦ୍ୟାଳୟ ଦକ୍ଷ ଓ ଭବିଷ୍ୟତଗାମୀ ଛାତ୍ରଛାତ୍ରୀ ତିଆରି କରିବ: ଧର୍ମେନ୍ଦ୍ର ପ୍ରଧାନ
ଖୋର୍ଦ୍ଧା/ଭୁବନେଶ୍ୱର, : କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ ବୋଲି ସୋମବାର ଖୋର୍ଦ୍ଧା ସ୍ଥିତ ଆଇଟିବିପି…
ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ଶିଶୁ ସେବିକା
ଭୁବନେଶ୍ୱର, : ରାଜ୍ୟର ଶିଶୁବାଟିକା ଗୁଡ଼ିକରେ \"ଶିଶୁ ସେବିକା\' ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା…
ଶିଶୁ ଯୌନ ଅପରାଧ ସୁରକ୍ଷା ଓ ନାବାଳକ ନ୍ୟାୟ କୁ ନେଇ ସଚେତନତା କାର୍ଯ୍ୟକ୍ରମ
ଆଠମଲ୍ଲିକ : ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ଶିଶୁ ଯୌନ ଅପରାଧ ସୁରକ୍ଷା ଓ ନାବାଳକ ନ୍ୟାୟ ବିଷୟରେ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଠମଲ୍ଲିକ ଜିଲ୍ଲା ଓ ଦୌରାଜଜ…
ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ପାଠଚକ୍ର ଓ ଅଧ୍ୟାପକ ସମ୍ମେଳନର ନୂଆ କର୍ମକର୍ତ୍ତା ମନୋନୟନ
ଭୁବନେଶ୍ୱର, : ରବିବାର ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନର ଅଷ୍ଟାଦଶ ବାର୍ଷିକ ଉତ୍ସବ ଓ ‘ଜାତୀୟ ଶିକ୍ଷା ନୀତି ୨୦୨୦: ଓଡ଼ିଆ ଓ ଆଦିବାସୀ ଭାଷା -ସାହିତ୍ୟ\' ବିଷୟରେ ଏକ ଜାତୀୟ ପାଠଚକ୍ର କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନୂତନ ଶିକ୍ଷାନୀତି ଓଡ଼ିଆ ଓ ଅନ୍ୟାନ୍ୟ…
କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଂ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ
ଭୁବନେଶ୍ୱର, : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଂ ୨୦୨୬ ଆଜି ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ…
ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର
ନୂଆଦିଲ୍ଲୀ, : ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର । ଏହି ଛାତ୍ରୀଛାତ୍ରମାନେ ଉର୍ମିଆ ମେଡିକାଲ ବିଶ୍ୱବିଦ୍ୟାଳୟର । ଛାତ୍ରୀମାନେ ବୁଧବାର ବିଳମ୍ବିତ…
ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ କନ୍ତିଆର ବାଳକ
ଯାଜପୁର, : ଦୁଇ ବର୍ଷର ବାଳକ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହି ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ କଲେ ଲିପିବଦ୍ଧ । ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ବିକାଶ ରଞ୍ଜନ ପ୍ରଧାନ ଓ ରାଜଲକ୍ଷ୍ମୀ ଧଳଙ୍କ ପୁଅ । କସିତ ନିଜର ବିସ୍ମୟ କର ସ୍ମରଣ ଶକ୍ତିର…
ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ
ଭୁବନେଶ୍ୱର, : ସରି ଆସୁଛି ଖରାଛୁଟି । ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ôଚବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ…
ସବୁ ବିଦ୍ୟାଳୟରେ ହେବ ଯୋଗ ଦିବସ
ଭୁବନେଶ୍ୱର, : ଆସନ୍ତା ୨୧ ତାରିଖରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ଚଳିତବର୍ଷର ବିଷୟବସ୍ତୁ ରହିଛି \"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ\' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ…