Browsing Category

Busines

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ

ନୂଆଦିଲ୍ଲୀ, : ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ…

ସ୍ଥିର ରହିଛି ସୁନା ଏବଂ ରୁପା ଦର

ନୂଆଦିଲ୍ଲୀ, : ଆଜି ସ୍ଥିର ରହିଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ…

ଲକ୍ଷେ ପାର ହେଲା ୨୨ କ୍ୟାରେଟ୍ ସୁନା, ୨୪ କ୍ୟାରେଟ୍ ୧.୧୨ ଲକ୍ଷ ଟପିଲା

ଭୁବନେଶ୍ୱର,: ଦୌଡୁଛି ସୁନା ବଜାର । ଘରୋଇ ବଜାରରେ ସୁନା ଏବଂ ରୁପା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଜି ସୁନା ବଜାରରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । ବୁଧବାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୨ ଲକ୍ଷ ଟଙ୍କା ଟପି ନୂଆ ରେକର୍ଡ କରିଛି । ହେଲେ ଏଥିରେ ୨୨…

ଜିଏସ୍‌ଟି ହ୍ରାସ : ପାର୍ବଣରେ ବଢ଼ିବ ବଜାର ଚାହିଦା

ନୂଆଦିଲ୍ଲୀ, : ପାର୍ବଣ ବଜାରରେ ଜିଏସ୍‌ଟି ହ୍ରାସ ଉତ୍ସାହ । ସରକାର ନିକଟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ବଡ଼ ହ୍ରାସ କରିଛନ୍ତି । ଏହାଦ୍ୱାରା ବିସ୍ତୃତ ବର୍ଗର ସାମଗ୍ରୀ ଦର ଶସ୍ତା ହେବାକୁ ଯାଉଛି । ଏହା ପାର୍ବଣରେ ବମ୍ପର ସପିଂକୁ ଉତ୍ସାହିତ କରିବ । ବଜାର ଚାହିଦା ବଢ଼ିବ । ଏଥର…

ଜିଏସ୍‌ଟି ହାର ହ୍ରାସର ଲାଭ ଜନସାଧାରଣ ନିକଟରେ ପହଞ୍ଚିବା ଜରୁରୀ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସ୍‌ଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା । ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ ବୀମା ସମେତ…

ଜିଏସ୍‌ଟି ରିହାତି ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେବେ ମୋଦି

ନୂଆଦିଲ୍ଲୀ,: ଦ୍ରବ୍ୟ ଏବଂ ସେବା (ଜିଏସ୍‌ଟି)ର ଏକୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ କେନ୍ଦ୍ର ସରକାର ଏବେ ଆମେରିକାର ୫୦% ଟାରିଫରୁ ପ୍ରଭାବିତ ରପ୍ତାନିକାରୀଙ୍କ ପାଇଁ ରିହାତି ପଦକ୍ଷେପ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

କ୍ରିସିଲ୍ ଆକଳନ: ଚିଙ୍ଗୁଡ଼ି ରପ୍ତାନି ୨୦% କମିବ

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍‌ ଆକଳନ କରିଛି । ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି ।…

ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା: ସୁନା ଉପରେ କୌଣସି ଶୁଳ୍କ ରହିବ ନାହିଁ

ୱାଶିଂଟନ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ । ପୂର୍ବରୁ, କଷ୍ଟମସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ କରାଯାଇପାରିବ । କିନ୍ତୁ ଟ୍ରମ୍ପ୍ ଏ…

ଟ୍ରମ୍ପଙ୍କ ଟାରିଫ୍ ଧମକର ପ୍ରଭାବ; ତଳ ମୁହାଁ ଷ୍ଟକ୍ ମାର୍କେଟ

ମୁମ୍ବାଇ,: ଭାରତୀୟ ଷ୍ଟକ୍ ମାର୍କେଟ୍ ଶୁକ୍ରବାର ଦିନ ପ୍ରାରମ୍ଭିକ ବ୍ୟବସାୟରେ ବୃହତ୍‌ ହ୍ରାସ ପରିଲକ୍ଷିତ ହୋଇଛି । ଏସ୍‌ଏଣ୍ଡପି ବିଏସ୍‌ଇ ସେନସେକ୍ସ ୪୯୬.୨୧ ପଏଣ୍ଟ ହ୍ରାସ ପାଇ ୮୦,୧୨୭.୦୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍ଟି ୫୦ ୧୫୧.୬୦ ପଏଣ୍ଟ ହ୍ରାସ ପାଇ ୨୪,୪୪୪.୫୫ରେ ପହଞ୍ଚିଛି…

ଭାରତରେ ଦ୍ୱିତୀୟ ଶୋ\’ରୁମ୍ ଖୋଲିବ ଟେସଲା

ନୂଆଦିଲ୍ଲୀ,: ଆମେରିକୀୟ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା ଟେସଲା ମୁମ୍ବାଇରେ ପ୍ରଥମ ଶୋରୁମ ଖୋଲିବା ପରେ ଏବେ ଭାରତରେ ନିଜର ଦ୍ୱିତୀୟ ଶୋରୁମ ଦିଲ୍ଲୀର ଏରୋସିଟିରେ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଉଦ୍‌ଘାଟନ କରିବାକୁ ଯାଉଛି । ଏହି ନୂଆ ଶୋରୁମ ଏରୋସିଟିର ପ୍ରେଷ୍ଟିଜିୟସ୍ ୱାର୍ଲ୍ଡମାର୍କ ୩…