Browsing Category

ଅପରାଧ

ପ୍ରେମିକା ପିଠିରେ ୨୦ ଛୁରୀ, ହତ୍ୟା ଘଟଣାର ସିନ୍ ରିକ୍ରିଏସନ କଲା ପୋଲିସ

ବ୍ରହ୍ମପୁର ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ କଲା ସିନ୍ ରିକ୍ରିଏସନ । ବ୍ରହ୍ମପୁର ଗେଷ୍ଟ ହାଉସରେ ପ୍ରେମିକା ପ୍ରିୟାଙ୍କୁ ପୁରୁଷ ବନ୍ଧୁ ଅଭୟ ୧୬ ଥର ଛୁରି ଭୁସି ହତ୍ୟା କରିଥିଲେ। ହତ୍ୟା ଘଟଣାରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମପୁର ପୋଲିସ ।କିଭଳି…

ବ୍ରହ୍ମପୁର ପ୍ରେମିକାକୁ ଛୁରି ଭୂଷି ହତ୍ୟା କଲା ପ୍ରେମିକ

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସ ଜଣେ ଯୁବତୀଙ୍କୁ ହତ୍ୟା ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପୁଲିସ କବଜାରେ ଅଭିଯୁକ୍ତ ରହିଥିବା ଜଣାପଡିଛି ।…

ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ଭୁବନେଶ୍ୱର, : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ…

କୁନି ରଥ ରେ ଦର୍ଶନ ଦେଲେ ତିନି ଠାକୁର, ରଥାରୂଢ ଠାକୁର ଙ୍କ ରଥ ଟାଣିଲେ କୁନି ଶ୍ରଦ୍ଧାଳୁ

ଧର୍ମଗଡ଼, :  ଆଜି ଜଗତ ର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା,ରଥଯାତ୍ରା ପାଇଁ ଆଜି ଚଳ ଚଞ୍ଚଳ ଶ୍ରୀ ଜଗନ୍ନାଥ କ୍ଷେତ୍ର, ଓଡିଶା ର ସହର ଠୁ ପୁରପଲ୍ଲୀରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା କୁ ଶ୍ରଦ୍ଧାଳୁ ମାନେ ବର୍ଷ ସାରା ଚାତକ ପରି ରଥାରୂଢ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ର…

ସମିତି ସଭ୍ୟ ଙ୍କ ମୃତ୍ୟୁ ଘଟଣା, ନିରପେକ୍ଷ ତଦନ୍ତ ଅଭିଯୁକ୍ତ କୁ ଗିରଫ ଦାବି କଲା ବ୍ଲକ ଆଦିବାସୀ ସଂଘ,ନଚେତ ଥାନା…

ଧର୍ମଗଡ଼,: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ର ସମିତି ସଭ୍ୟ ଥିବା ପିପଳପଡା ଗ୍ରାମ ର ଦେବେନ୍ଦ୍ର ଧରୁଆ (୪୨) ଙ୍କ ଝୁଲନ୍ତା ଦେହ ଘର ମଧ୍ୟରୁ ଉଦ୍ଧାର କରି ପରିବାର ଲୋକେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…

ପହଲଗାମ ଆକ୍ରମଣ: ୨ ଗିରଫ, ମିଳିଲା ୩ ଆତଙ୍କବାଦୀଙ୍କ ପରିଚୟ

ଜମ୍ମୁ ଓ କଶ୍ମୀର, : ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ଦୁଇ ମାସ ପୂରିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ଯେଉଁମାନେ ଆକ୍ରମଣକାରୀଙ୍କ ପାଇଁ ଆଶ୍ରୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇଥିବା ନେଇ ଅଭିଯୋଗ…

ହାଇକୋର୍ଟ ଗଲେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିବା ଆଇଏଏସ ଧୀମନ ଚକମା

ଭୁବନେଶ୍ୱର, : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୨୦୨୧ ବ୍ୟାଚ୍ ଆଇଏଏସ ଅଫିସର ଧୀମନ ଚକମା । ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚକମା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲା ବେଳେ…

କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଂ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ

ଭୁବନେଶ୍ୱର, : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଂ ୨୦୨୬ ଆଜି ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ…

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଅଞ୍ଚଳ ବୁଲି ଦେଖିଲେ ଖଣିମନ୍ତ୍ରୀ

ବ୍ରହ୍ମପୁର ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାସ୍ଥଳ ବୁଲି ଦେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି…

ଆଶା କର୍ମି ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ଏସ ପି ଙ୍କୁ ଭେଟିଲେ ଭାରତୀୟ ହ୍ୟୁମାନ ରାଇଟ କାଉନ୍ସିଲ ଓ ଆଶା ସଙ୍ଘ ନେତ୍ରୀ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶା କର୍ମି ଙ୍କୁ ଗତ ୨ ତାରିଖରେ ଡାକ୍ତରଖାନା ମହିଳା ଶୌଚାଳୟ ରେ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱିପର ଥିବା କର୍ମଚାରୀ ର ପୁଅ କୁଶ ନାଏକ (ସାନ) ଆଶା କର୍ମି ଙ୍କୁ ଏକୁଟିଆ ଦେଖି ଶୌଚାଳୟ ରେ…