Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଯୁବକଙ୍କୁ ମାରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଚାରିଭାଇ ଗିରଫ
ମାଲକାନଗିରି : ଉଦ୍ଧାର ଟଙ୍କା ନ ଦେବାରୁ ଜଣେ ବ୍ୟକ୍ତି ଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ । ସୂଚନା ଅନୁଯାଇ…
ଯୁବକଙ୍କୁ ବ୍ଲେଡ୍ ରେ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଧିନସ୍ଥ ଯୋଗିଆ ନୂଆପଲ୍ଲୀ ଗ୍ରାମର ଗଣେଷ ପାତ୍ର ନାମକ ଜଣେ ଯୁବକଙ୍କୁ ଦୁଇ ଦିନ ତଳେ ମରଣାନ୍ତକ ଆକ୍ରମଣ ହୋଇଥିଲା । ପାଳିଗାଁ ଅଂଚଳର ରଜନୀକାନ୍ତ ମହାନ୍ତି ତାଙ୍କୁ ଗାଳି ଗୁଲଜ କରିବା ସହ ଏକ ଧାରୁଆ ବ୍ଲେଡ୍ ସାହାଯ୍ୟରେ ଆକ୍ରମଣ କରିଥିଲା ।…
ଜୟପୁର ଘାଟିରୁ ୧ ଟନ୍ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଘାଟିରୁ ୧ ଟନ୍ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ପଟାଙ୍ଗିରୁ ଜୟପୁର ଦେଇ ଅନ୍ୟ ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଜୟପୁର ଘାଟିରେ ସଦର ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଏହି ଗଞ୍ଜେଇ…
ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ…
ମାଲକାନଗିରି : ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ରାତିଦିନ କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ ବିଦେଶରେ ବିଭିନ୍ନ ସୂଚନା ଦେଉଛନ୍ତି !…
ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ, ଡିଏଫ୍ଓଙ୍କୁ କ୍ଲିନଚିଟ୍ ଘଟଣାର ୧୩ ଦିନ ପରେବି ଅସ୍ପଷ୍ଟ ହତ୍ୟା…
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ୧୩ ଦିନ ପୁରିଲା । ତଥାପି ଏନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ଘଟଣାର୧୩ ଦିନ ପରେ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା…
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ପୋଲିସ ପକ୍ଷରୁ ଡ଼ିଏଫଓଙ୍କୁ ଜେରା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ପଚରାଉଚରା କରୁଛି ପୋଲିସ । ନିଜ କାର୍ଯ୍ୟାଳୟରେ ଡ଼ିଏଫଓଙ୍କୁ ପଚରାଉଚରା କରୁଛି ପୋଲିସ । ମାମଲାର ତଦନ୍ତକାରୀ ଅଧିକାରୀ ଓ ଏସଡ଼ିପିଓ ତାଙ୍କୁ ଜେରା କରୁଛନ୍ତି ।…
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
-ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ସରଜମିନ ତଦନ୍ତ କଲେ ଦକ୍ଷିଣାଚଂଳ ଡ଼ିଆଇଜି
-ସୌମ୍ୟଙ୍କ ସରକାରୀ ବାସଭବନ ହିଁ କ୍ରାଇମ୍ ସ୍ପଟ୍ - ଦକ୍ଷିଣାଚଂଳ ଡ଼ିଆଇଜି
-ଘର ଭିତରେ ପୋଡା ଦାଗ ରହିଛି - କ୍ରାଇମବ୍ରାଂଚ ଡିଏସପି
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ…
୨୫୮ କେଜି ଗଞ୍ଜେଇ ଜବତ : ଜଣେ ଗିରଫ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଖଲିଗୁଡ଼ାରୁ ୨୫୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
-ସୌମ୍ୟଙ୍କ ସରକାରୀ ବାସଭବନନ ଯାଂଚ୍ କଲା କ୍ରାଇମବ୍ରାଂଚ ଟିମ୍
-ଘର ଭିତରେ ପୋଡା ଦାଗ ରହିଛି - କ୍ରାଇମବ୍ରାଂଚ ଡିଏସପି
-ଆଜି ଡ଼ିଏଫଓଙ୍କୁ ପଚରାଉଚରା କରିବ ପୋଲିସ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ…
ପାରଳାଖେମୁଣ୍ଡି ଏସିଏଫଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା
-ଖଇରାରେ ପୋଲିସ ଟିମ୍ ର ତଦନ୍ତ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ତଦନ୍ତ ପାଇଁ ବାଲେଶ୍ୱର ଖଇରାରେ ପହଂଚିଛି ପୋଲିସ ଟିମ୍ । ତଦନ୍ତକାରୀ ଟିମ୍ ସେଠାରେ ପହଂଚି ସୌମ୍ୟଙ୍କ ମା ଓ ମାମୁଁ ମାଇଁଙ୍କୁ ପଚରାଉଚରା କରିଛି ।
ସେହିପରି ସୌମ୍ୟଙ୍କ ଘରେ…