Browsing Category

ଅପରାଧ

ଅପହୃତା ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ

ଖୋର୍ଦ୍ଧା : ନାବାଳିକାଙ୍କୁ ଫେସବୁକ ଜରିଆରେ ଜନୈକ ଯୁବକ ପ୍ରେମରେ ଫସାଇଥିଲା । ତାପରେ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଜଣଙ୍କୁ ଯୁବକଜଣଙ୍କ ଅପହରଣ କରି ନେଇଯାଇଥିଲା । ଅଭିଯୋଗ ପରେ ସମ୍ପୃକ୍ତ ଯୁବକ ପୋଲିସ ହାତରେ ଧରା ପଡି ବନ୍ଧା ହୋଇଛନ୍ତି । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା…

ଯୁବକଙ୍କୁ ମାରିବା ସହ ଡକାୟତି ମାମଲାରେ ୧୨ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅର୍ନ୍ତଗତ ଏମଭି ୫୯ ଗ୍ରାମର ଜଣେ ଯୁବକଙ୍କୁ ମାଡ଼ମାରିବା ସହ ଡକାୟତି କରିବା ଅଭିଯୋଗରେ ପୋଲିସ ୧୨ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଗତ ୩ ତାରିଖ ସନ୍ଧ୍ୟା ପ୍ରାୟ ୪ଟା ବେଳେ ଏମଭି ୫୯ ଗ୍ରାମର…

୫ ସାଇବର ଠକ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ଏହି ୫ଜଣ ଠକକୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଘାଟିକିଆ ଓ ୨ ଜଣ ବରମୁଣ୍ଡା ଅଂଚଳର ରହିଛନ୍ତି । ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ ପୋଲିସ ।…

ଦୁର୍ବୃତଙ୍କ ଆକ୍ରମଣରେ ଔଷଧ ଦୋକାନୀ ଓ ତାଙ୍କ ପତ୍ନୀ ଗୁରୁତର

ପୁରୀ : ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଦର୍ଜି ପୋଖରୀ ନିକଟ ମେଡ଼ିସିନ ଷ୍ଟୋରରେ ପଶି ଦୁଇ ଦୁର୍ବୃତ ଦୋକାନ ମାଲିକଙ୍କୁ ଆକ୍ରମଣ କରିଛନ୍ତି । ଘଟଣାରେ ଦୋକାନ ମାଲିକ ଓ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦମ୍ପତିଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ…

ଜେଲ୍ ରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଟୁନା ସେଠୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ବଡ଼ଗୁମୁଳା ଗ୍ରାମରେ ସଂଗଠିତ ବହୁ ଚର୍ଚ୍ଚିତ ସୁଶାନ୍ତ ସାହୁ ହତ୍ୟା ମାମଲାରେ ମାଷ୍ଟର ମାଇଣ୍ଡ ବିଜେପି ଯୁବ ନେତା ଲିଣ୍ଡା ହାଇକୋର୍ଟରୁ ଜାମିନ୍ ପାଇ ଜେଲ୍ ରୁ ମୁକୁଳିବା ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟୁନା ସେଠୀ ଜେଲ୍ ରୁ…

ବଣଭୋଜି ଗୋଷ୍ଠୀ ସଂଘର୍ଷ ଘଟଣା, ଫୋରାର ୬ ଅଭିଯୁକ୍ତ ଗିରଫ

ବୁଗୁଡା : ପୋଲସରା ଥାନାଅନ୍ତର୍ଗତ ରାଇମାଳ ମନ୍ଦିର ନିକଟରେ ବଣଭୋଜିକୁ ନେଇ ଗୋଷ୍ଠୀ ସଂଘର୍ଷରେ ପୋଲସରା ଥାନା, ମଧୁପଲ୍ଳୀ ଗ୍ରାମର ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ହତ୍ୟାକାଣ୍ଡ ମାମଲାରେ ୧୧ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଘଟଣା ଦିନ ଠାରୁ ଫେରାର ଥିଲେ ।…

କମିଶନରେଟ୍ ପୋଲିସ୍ ହାତରେ ୭ ଜଣିଆ ସାଇବର ଠକେଇ ଗ୍ୟାଙ୍ଗ୍ : ୧୬ ହଜାର ସିମ୍ ଜବତ

ଭୁବନେଶ୍ୱର : କମିଶନରେଟ୍ ପୋଲିସ୍ ଏକ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରାଯାଇଛି । ୭ ଜଣଙ୍କ ଠାରୁ ୧୬ ହଜାରରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଛି । ସିମ୍ ଆକ୍ଟିଭେଟ୍ ପାଇଁ ବ୍ୟବହୃତ ୧୧୦ରୁ ଅଧିକ ମୋବାଇଲ୍ ଫୋନ୍ ଜବତ ହୋଇଛି ।…

ବନ ବିଭାଗର ପାଟ୍ରୋଲିଂ ବେଳେ ଶିକାରୀ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବନାଚଂଳ ପକ୍ଷରୁ ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଲଙ୍କାଗଡ଼ ଘାଇ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଡୁଙ୍ଗାପଲ୍ଲୀ ଗ୍ରାମର ଶୁକୁଟା ବେହେରା । ଅଭିଯୁକ୍ତ ନିକଟରୁ ପ୍ରାୟ ୨ କେଜି ଓଜନର ଜିଆଇ ତାର, କିଛି…

ସୁନା ଚେନ ଲୁଟେରା ଗିରଫ : ସୁନା ଗହଣା, ମୋବାଇଲ ଓ ବାଇକ୍ ଜବତ

ଧର୍ମଶାଳା : ଯାଜପୁର ଧର୍ମଶାଳା ପୁଲିସକୁ ସଫଳତା । ବିଭିନ୍ନ ସ୍ଥାନରେ ବାଇକ ଚାଳକଙ୍କ ଠାରୁ ସୁନା ଗହଣା, ମୋବାଇଲ ଲୁଟ୍ କରୁଥିବା ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏବଂ ଏହି ଚୋରୀ ସୁନାଗହଣାକୁ ଅଭିଯୁକ୍ତମାନେ ୨ ଜଣ ସୁନା ଦୋକାନୀକୁ ବିକ୍ରୀ କରୁଥିଲେ ।…

୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ : ଜଣେ ଗିରଫ

ଜୟପୁର : ମାଲକାନଗିରି ସୀମାନ୍ତ ଅଂଚଳରୁ ଭୁବନେଶ୍ୱର ଗଂଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ଚଢ଼ାଉ କରି ବିପୁଳ ଗଂଜେଇ ଜବତ କରିଛି । କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ପୋଲିସ ଚାଙ୍ଗୁଡ଼ିପଡ଼ା ଗ୍ରାମ ନିକଟରେ ଚଢ଼ାଉ କରିଥିଲା । ମାଛକୁଣ୍ଡ…