Browsing Category

ଅପରାଧ

ବଣଭୋଜି ପାଲଟିଲା ରଣକ୍ଷେତ୍ର : ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ୍ୟୁ, ୩ ଗୁରୁତର

ବୁଗୁଡା : ବଣଭୋଜି ପାଲଟିଲା ରଣକ୍ଷେତ୍ର । ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଖବର ସୂଚନା ପ୍ରକାରେ ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତର କିଛି ଯୁବକ ଓ…

ବ୍ରାଉନ ସୁଗାର ଜବତ ୨ ଗିରଫ

ପୁରୀ : ପୁରୀ ସହରକୁ ବ୍ରାଉନ ସୁଗାର ଯୋଗାଇବା ଓ ବିକ୍ରିକରିବା ଅଭିଯୋଗ ରେ ତାଳବଣିଆ ପୋଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ବାଲିଘାଟ ଛକରେ ତାଳବଣିଆ ଥାନା ପକ୍ଷରୁ ମାସ୍କ ଚେକିଂ କରାଯାଉଥିଲା । ଏହି ସମୟରେ ଦୁଇ ଜଣ ଯୁବକ ଖସି ପଳାଇବାକୁ…

୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ : କଟକ ଜିଲ୍ଲା କିଶନନଗର ଥାନା ଇସାଣିବରମପୁର ଅଞ୍ଚଳରେ ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ ନାବାଳିକାର ମାଆ। ନାବାଳିକା ଜଣକ ଶୌଚ କରି ପାଇଖାନାକୁ ଯାଇ ଫେରିବା ଡେରିହେବା କାରଣରୁ ମାଆ ପାଇଖାନା ପାଖକୁ ଯାଇଁ ଦେଖିଲା ବେଳକୁ ସେହି ଅଞ୍ଚଳର ଜଣେ ଯୁବକ…

ଖାକିରେ ଦାଗ : ୪ ଅଭିୟୁକ୍ତ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ନିକଟରେ ଗଂଞ୍ଜେଇ ଚୋରା ଚାଲାଣ ସଂମ୍ପୃକ୍ତି ନେଇ ହରଡଘଣାରେ ତିନି ହୋମଗାର୍ଡ । ଅର୍ଥ ଲୋଭରେ ଗଂଞ୍ଜେଇ ଗାଡିକୁ ପାସ୍ କରିବା ପଡିଲା ମହାଙ୍ଗା । ତିନି ହୋମଗାର୍ଡ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି…

ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ

ସାଲେପୁର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ । କିରୋସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ମାରିଲେ ଶାଶୂଘର ଲୋକେ । ବାପଘର ଲୋକେ ଥାନାରେ କଲେ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆତ୍ମଦାହ ଉଦ୍ୟମ ; ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ…

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଦିନବନ୍ଧୁ ମିଶ୍ର ନାମକ ଜନୈକ ବ୍ୟକ୍ତି ଦେହରେ କିରୋସିନି ଢ଼ାଳି ଆତ୍ମଦାହ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ…

ତେଲେଙ୍ଗାନାରୁ ହାଇଦର ଗିରଫ

ଭୁବନେଶ୍ୱର: ପୁଣି ଥରେ ଗିରଫ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । କଟକ ବଡ଼ମେଡିକାଲରୁ ଫେରାରହୋଇଯାଇଥିବା ସେକ୍ ହାଇଦରକୁ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି । ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର…

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚକହରି ଗ୍ରାମର ସୁବର୍ଣ୍ଣରେଖା ନଦୀ ପଠା ଝାଉଁ ବଣରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶିଖରପୁର ପଚାଂୟତ ଚକହରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପତ୍ନୀ କାବେରୀ ଦାସ ବୋଲି ଜଣାପଡିଛି ।…

ମୋବାଇଲ୍ ଛିନତାଇ ଘଟଣା : ୭ ଗିରଫ, ୧୭ ମୋବାଇଲ୍ ଜବତ

ପୁରୀ: ପୁରୀ ଟାଉନ୍ ର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଓ ଭ୍ୟାନିଟ୍ ବ୍ୟାଗ୍ ଛିନତାଇ ଘଟଣାରେ ଟାଉନ୍ ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସମୁଦ୍ରକୂଳ ଥାନା, ଟାଉନ୍ ଥାନା, ବଳିଆପଣ୍ଡା ଥାନା, ସିଂହଦ୍ୱାର ଥାନା ଅଂଚଳରେ ଅଭିଯୁକ୍ତ ମାନେ ମୋବାଇଲ୍ ଓ ଭ୍ୟାନିଟ ବ୍ୟାଗ୍ ପର୍ଯ୍ୟଟକ ମାନଙ୍କ ଠାରୁ…

୭ ହଜାର ଟଙ୍କା ଲାଂଚ ନେଇ ଧରାପଡିଲେ ଫିରିଙ୍ଗିଆ ମେଡ଼ିକାଲ ଅଫିସର

ଗଞ୍ଜାମ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ମେଡ଼ିକାଲ ଅଫିସର ଡ଼ାକ୍ତର ନିଶାନ୍ତ ମାଲୁ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ବିଲ୍ ପାସ୍ କରାଇଦେବା ପାଇଁ ୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ମାନେ ଏ ସମ୍ପର୍କରେ ପୂର୍ବରୁ…