Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବଧୂହତ୍ୟା ମାମଲା : ଶାଶୁ, ଶ୍ୱଶୁର, ସ୍ୱାମୀ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ବାଲେଶ୍ୱର: ନବବଧୂକୁ ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଶାଶୁ, ଶ୍ୱଶୁର, ସ୍ୱାମୀ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି ।…
ନାବାଳିକା ଦୁଷ୍କର୍ମ ଘଟଣାରେ ଫେରାର୍ ଅଭିଯୁକ୍ତ ଗିରଫ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ସ୍ଥାନୀୟ ଅଂଚଳର ଜଣେ ଯୁବକ ବାଙ୍ଗାଲୋର ନେଇ ଯାଇ ସେଠାରେ ଦୁଷ୍କର୍ମ କରିବା ସହ ଏକାକୀ ତାଙ୍କୁ ସେଠାରେ ଛାଡି ଚାଲି ଆସିଥିଲା । ଏନେଇ ଆସିକା ପୋଲିସ କେସ୍ ନଂ ୫୪୫ ରେ ମାମଲା ରୁଜ୍ଜୁ କରି ତଦନ୍ତ…
ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା : ୨୨ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଜେଲ୍ ଗଲା । ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ଅଭିଯୁକ୍ତ ବିବନ ଜେଲ୍ ଯାଇଛି । ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ଧରି ବୁଲୁଥିବା ବିବନ । ବହୁ ଚର୍ଚ୍ଚିତ ୧୯୯୯…
ମାଆକୁ ହାଣିଲା ମଦ୍ୟପ ପୁଅ
ବାଲେଶ୍ୱର: ମଦ୍ୟପ ପୁଅର ଖଣ୍ଡା ଚୋଟରେ ମାର ମୃତ୍ୟୁ ଘଟିଛି । ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମୀରପୁର ଖଇରା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ମଦ ପିଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରେ ମା…
କେନାଲରେ ପୋତା ଯାଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ମୋ ଝିଅକୁ ହତ୍ୟା କରାଯାଇଛି, ଏକାଧିକ…
କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡ଼ା ପଚାଂୟତରେ କ୍ଷେତ ପାଖ କେନାଲରେ ପୋତା ଯାଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି ।
ମହିଳାଙ୍କ ନାମ ଅନ୍ନପୂର୍ଣ୍ଣା ମହାପାତ୍ର (୪୪) ।…
୫ ଲୁଟେରା ଗିରଫ: ଅଫୁଟା ହାତବୋମା, ଭୂଜାଲି, ଲୁହାରଡ ଜବତ
ପୁରୀ: ପୁରୀ କୋଣାର୍କ ଜାତୀୟ ରାଜପଥରେ ପର୍ଯ୍ୟଟକମାନଙ୍କୁ ଭୟଭୀତ କରି ଗାଡି ଛଡାଇବା, ବଟି ମାଗିବା, ଚେନ୍ ଲୁଟ କରିବା ଆଦି ଘଟଣାରେ ତାଳବଣିଆ ଥାନା ପୁଲିସ ୨୧/୨୦୨୧ରେ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ…
ଶରଣକୂଳ ବଧୂହତ୍ୟା ଘଟଣାର ପର୍ଦ୍ଦାଫାଶ: ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସୁପାରି ଦେଇଥିଲା – ଏସପି
ନୟାଗଡ଼: ଗତ ୨୯ ରେ ଶରଣକୂଳ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସୁପାରି ଦେଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) । ୨ ଲକ୍ଷ ଟଙ୍କା ସୁପାରି ପାଇଁ ଚୁକ୍ତି ହୋଇଥିଲା ଏବଂ ଅଭିଯୁକ୍ତ ସ୍ୱାମୀ ଏନେଇ ୨୦ ହଜାର ଟଙ୍କା ଅଗ୍ରୀମ…
ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ରାସ୍ତାର ପଳିସିଂହା ଛକ ନିକଟରେ ଆଜି ଭୋରରୁ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦାଣ୍ଡିସାହି ଅଞ୍ଚଳର ସୃତିରଞ୍ଜନ ସ୍ବାଇଁ ବୟସ (୨୮) ବୋଲି ଜଣାପଡ଼ିଛି ।…
ବନ୍ଧୁକ ଦେଖାଇ ଲୋକଙ୍କୁ ହତ୍ୟା ଧମକ, ଭିଡିଓ ଭାଇରାଲ୍: ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍, ଭୟଭୀତ ଅବସ୍ଥାରେ ଜନସାଧାରଣ
ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ବଜାରରେ ୨ ଜଣ ଅସାମାଜିକ ଯୁବକ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବାର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନର ନିରବତା ନେଇ ଜନସାଧାରଣରେ ଭୟ ସୃଷ୍ଟି…
ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ପୋଲିସ୍
-ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା
ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଇଛି କମିଶନରେଟ୍ ପୋଲିସ୍ । ଏଥିସହ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ୍ ।…