Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦେଶଦ୍ରୋହ ଅପରାଧରେ ଗିରଫ ଇଶ୍ୱରଙ୍କୁ ଆଜୀବନ ଜେଲ୍
ବାଲେଶ୍ୱର: ଆଇଏସଆଇ ଲିଙ୍କ୍ ତଥା ଦେଶଦ୍ରୋହ ଅପରାଧରେ ଗିରଫ ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏଥି ସହିତ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ…
ହାତୀକୁ ଗୁଳି କରି ହତ୍ୟା, ଦାନ୍ତ ଲୁଟିନେଲେ
ଢ଼େଙ୍କାନାଳ: ହାତୀକୁ ଗୁଳି କରି ହତ୍ୟା କରିବା ସହ ଏହାର ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ । ଗତ ୯ ତାରିଖରେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ୍ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆ ଠାରେ ଏହି ଘଟଣା ଘଟିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାଡ୍ ଉପରକୁ ମଧ୍ୟ ସେମାନେ ଫାଙ୍କା ଗୁଳିଚାଳନା…
କୁଟୁରା ଶିକାର ଅଭିଯୋଗ: ଜଣେ ଗିରଫ, ଦେଶୀ ବନ୍ଧୁକ ଜବତ
ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବନାଚଂଳ ବେପତଳା ଗାଁରେ କୁଟୁରା ଶିକାର କରି ଆଣିଥିବା ସ୍ୱାମୀ ବିରୋଧରେ ମହିଳାଙ୍କ ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ…
ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଥରାପଲ୍ଲୀ - ଅର୍ଜ୍ଜୁନପଲ୍ଲୀ ଗ୍ରାମ ମଧ୍ୟରେ ଥିବା କାଜୁ ଜଙ୍ଗଲରୁ ଗତକାଲି ରାତିରେ ଜଣେ ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି । ଏଯାବତ୍ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି…
ହୋଟେଲ ମାଲିକଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା
ରାଉରକେଲା: ଶାନ୍ତ ସହର ରାଉରକେଲା ଏବେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ପୋଲିସ ପାଟ୍ରୋଲିଂ ଏକ ପ୍ରକାର ବନ୍ଦ ହୋଇସାରିଛି । ତେଣୁ ରାତି ୧୦ଟା ୧୧ଟାରେ ଅପରାଧୀ ବିଚ୍ ରାସ୍ତାରେ ଓ ଘରେ ପଶି ଲୋକଙ୍କୁ ହତ୍ୟା କରୁଛନ୍ତି । ବିଗତ ଡିସେମ୍ବରରୁ ଜାନୁଆରୀ ମାସ ଭିତରେ ଏହିଭଳି ଅନେକ…
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ପଡ଼ୋଶୀଙ୍କ ଆକ୍ରମଣରେ ଯୁବକ ମୃତ
ଧର୍ମଗଡ଼: ସାମାନ୍ୟ ବଚସାକୁ କେନ୍ଦ୍ର କରି ଘଟିଯାଇଛି ହତ୍ୟାକାଣ୍ଡ । ପଡ଼ୋଶୀ ଘର ଲୋକଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଖଇରପଦର ପଚାଂୟତ ଅନ୍ତର୍ଗତ ଖଇରପଦର ଗାଁରେ ଘଟିଯାଇଛି ଏଭଳି ଏକ ନୃସଂଶ ହତ୍ୟାକାଣ୍ଡ । ଖବର ପାଇ ଧର୍ମଗଡ଼ ଥାନା ପୋଲିସ…
କୂଅ ଭିତରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର
ଗଞ୍ଜାମ: ଭୋଜି ଖାଇବାକୁ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଘଟଣାଟି ଘଟିଛି ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ଏକ ପରିତ୍ୟକ୍ତ କୂଅରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଜଳି ସାହି ର ଶଙ୍କର ମହାନ୍ତି ।…
ଭୋଜିକୁ ଯାଇ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
ବଲାଙ୍ଗିର: ଭୋଜିକୁ ଯାଇ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଠାବ କରାଯାଇଛି । ମୃତକଙ୍କ ନାମ ଗଣ୍ଡପତି ବଚ୍ଛା । ତାଙ୍କ ଘର ଭାଲୁମୁଣ୍ଡା ପଚାଂୟତ ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ । ଭାଲୁମୁଣ୍ଡା-ବେଲପଡ଼ା ରାସ୍ତାରେ ଏକ ଗଛ ନିକଟରେ ତାଙ୍କ ମୃତଦେହ ଠାବ କରାଯାଇଛି ।
ସୂଚନା…
ଯୁବତୀଙ୍କୁ ସଲପ ତାଡ଼ି ପିଆଇ ଗଣଦୁଷ୍କର୍ମ ଅଭିଯୋଗ: ଦୁଇ ଗିରଫ
କନ୍ଧମାଳରୀ: ଯୁବତୀଙ୍କୁ ସଲପ ତାଡ଼ି (ନିଶା ପାନୀୟ) ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ପଚାଂୟତର ପିଦୁଡ଼ିମିଲା ଗ୍ରାମରେ । କୋଟଗଡ଼ ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ପରେ ପୋଲିସ ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ…
ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ : ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା, ସନ୍ଦେହଘେରରେ
କଟକ/ଟାଙ୍ଗି: କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତ ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୋଲିସ…