Browsing Category

ଅପରାଧ

ନିଖୋଜ ମହିଳାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସମ୍ପୃକ୍ତ ମହିଳା ଗତ ୩୦ ତାରିଖ ଠାରୁ ଘରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଆଜି ମହିଳାଙ୍କ ମୃତଦେହ ପୋଖରୀରେ ଭାସୁଥିବା…

ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ…

ଗଜପତି:ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ,ଦାଦା ଗିରଫ

ପାରଳାଖେମୁଣ୍ଡି: ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ବିଶ୍ୱନାଥ ନାୟକ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖସଡା ଜଳପ୍ରପାତ ନିକଟସ୍ଥ କମଳାପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଛି ।…

ନବଜାତ କନ୍ୟା ସନ୍ତାନର ମୃତ ଶରୀର ଉଦ୍ଧାର

ବୁଗୁଡା: ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମଦେଇ ଯାଇଥିବା ବାଘୁଆ କେନାଲର ସାଇଫନରେ ଏକ ନବଜାତ କନ୍ୟା ସନ୍ତାନର ମୃତ ଶରୀର ପଡିଥିବା ଦେଖିବାକୁ ମିଳିଛି । ଜାନୁଆରୀ ୨୦ ତାରିଖ ଦିନ ଏହି ଅଭାବନୀୟ ଘଟଣା ଦେଖିବାକୁ ପାଇ ଗ୍ରାମବାସୀ ବୁଗୁଡା ପୋଲିସ ଥାନାକୁ ଖବର ଦେଇଥିଲେ। ଖବର ପାଇ…

ଦୁର୍ବୃତଙ୍କ ଗୁଳିମାଡରେ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ଗଞ୍ଜାମ: ଆଜି ସକାଳ ୯ଟା ସମୟରେ ଗୁଳିକାଣ୍ଡରେ ବେଗୁନିଆପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଦୁର୍ବୃତ ଏକ କାର୍ ରେ ଆସି ଶ୍ରୀ ସାହୁ ସୁମଣ୍ଡଳ ବସଷ୍ଟାଣ୍ଡ ଛକରେ ଏକ ଦୋକାନରେ ଚା ପିଉଥିବା ବେଳେ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ସେମାନେ…

ଜୁଆ ଆଡ୍ଡାରେ ଚଢ଼ଉ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ପୋଲିସ ଉପରେ ଆକ୍ରମଣ । ଜୁଆଖେଳ ଚାଲୁଥିବା ଖବର ପାଇଁ ଏସଡିପିଓଙ୍କ ନେତୃତ୍ୱରେ ଚଢ଼ଉ କରିବାକୁ ଯାଇଥିବା ପୋଲିସ କର୍ମଚାରୀ ମାନେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଥିବାବେଳେ ଏହି ଆକ୍ରମଣରେ ଏସଡିପିଓ ଆହତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,…

କାନଫୁଲ ପାଇଁ କାଟି ଦେଇଥିଲା କାନ: ତୁଳସୀ ଦେଈ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ବୟାନ

ଭୁବନେଶ୍ୱର: ୭ ମାସ ପରେ ସାମ୍ନାକୁ ଆସିଲା ସତ । ଲୁଟ୍ କରି ଲଭରକୁ ଦେଉଥିଲା ଗିଫ୍ଟ । ପୋଲିସ ପାରିଲାନି, ହେଲେ ସତ ଓଗାରିଲା ଅଭିଯୁକ୍ତ । କହୁ କହୁ ସାଥି ଅନ୍ତେବାସୀକୁ କହିଦେଲା ଗୁମର । ଜେଲର ·ରିକାନ୍ଥ ଭିତରେ ନିଜ କଳା କାରନାମାର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ତୁଳସୀ ଦେଈ ହତ୍ୟାକାଣ୍ଡର…

ସ୍କାଏ କିଙ୍ଗ ଟଙ୍କା ଜାଲିଆତି ମାମଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବ: ଡିସିପି

ଭୁବନେଶ୍ବର: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ। ଆଜି ରିମାଣ୍ଡର ଶେଷ ଦିନ।ରିମାଣ୍ଡ ସରିବା ପରେ ଆସନ୍ତାକାଲି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା, ସେ…

ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା, ଅପହରଣକାରୀ ଅଟକ

ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ଅପହୃତା ଯୁବତୀଙ୍କୁ କଟକରୁ ଉଦ୍ଧାର କରାଯାଇ ଧର୍ମଶାଳା ନିଆଯାଇଛି । ସେହିପରି ମୁଖ୍ୟ ଅଭିଯୁକ୍ତ ସେକ୍ ଅବଦୁଲ ସେହମତ ଖାଁକୁ ପୋଲିସ ଗିରଫ କରିଛି । ଆଜି ପୋଲିସ ପକ୍ଷରୁ ଯୁବତୀଙ୍କ ବୟାନ ରେକର୍ଡ଼ ଏବଂ…

ଠିକାଦାରଙ୍କ ଜୀବନ ନେଲେ ମାଓବାଦୀ

ମାଲକାନଗିରି: ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ମେସିନ ଓ ଗାଡି ଜାଳି ଦେଇଛନ୍ତି।ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଯନ୍ଦ୍ରାଗୁଡା ନିକଟରେ ଏଭଳି ଘଟଣା…