Browsing Category

ଅପରାଧ

ପାନୀୟ ଜଳ ପାଇଁ ଡହକବିକଳ ଗ୍ରାମବାସୀ – ପ୍ରଶାସନ ନିରବଦ୍ରଷ୍ଟା

ଧର୍ମଗଡ : ଗ୍ରାମାଞ୍ଚଳ ର ଲୋକ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବରେ ଗ୍ରାମଞ୍ଚଳ ରେ ଏହି ଯୋଜନା ସବୁ ବାଟ ବଣା ହୋଇଛି । ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଅନେକ ଲୋକଙ୍କ ମୃତ୍ୟୁ ପରେ ନଦୀରୁ ପାନୀୟ ଜଳ ଯୋଗାଣ ହେଲା…

ପୁଣି ୧୨କୋଟି ଟଙ୍କାର ଗଞ୍ଜେଇ ଚାଷକୁ ପୋଡାଗଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଆର.ଉଦୟଗିରି ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ୧୨କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟକରି ଦିଆଯାଇଛି । ଘଟଣାରୁ ପ୍ରକାଶ ଆର.ଉଦୟଗିରି ବ୍ଲକର ଅନୁଗୁର ପଞ୍ଚାୟତର ଉମା ଗ୍ରାମ ନିକଟରେ ଥିବା ପାହାଡିଆ ଜମିରେ…

ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନ ଗିରଫ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏସ କର୍ଣ୍ଣନ ଗିରଫ ହୋଇଛନ୍ତି । ସେ ଗୋଟିଏ ଭିଡିଓ ଜାରି କରି ଦେଶର ବିଚାରପତି ଓ କୋର୍ଟର ଷ୍ଟାଫମାନଙ୍କୁ ଅସଭ୍ୟ ଭାଷାରେ ସମାଲୋଚନା କରିଥିଲେ । ଏହି କାରଣରୁ ଆଜି ତାଙ୍କୁ ଚେନ୍ନାଇରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଜଷ୍ଟିସ…

ଚୋରା ଚାଲାଣ ବଝୋଇ ଟ୍ରାକ୍ଟର ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ଥାନା ପୋଲିସ ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଟ୍ରାକ୍ଟର ନଂ ଓଡି ୨୦ ଏ ୯୭୫୫ ନମ୍ବର ଟ୍ରାକ୍ଟର ଯେଗେ ଜିରାଙ୍ଗ ସ୍ଥିତ ମହେନ୍ଦ୍ରତନୟା ନଦୀରୁ ଅବାସିଂ…

୪୩ ଶ୍ରମିକଙ୍କୁ ନିର୍ମମ ହତ୍ୟା

ଅବୁଜା: ନାଇଜେରିଆରେ ଘଟିଛି ବଡ଼ ନରସଂହାର । ଯେଉଁଠାରେ ଆତଙ୍କୀ ସଂଗଠନ ବୋକୋ ହରାମର ସେନା କ୍ଷେତରେ କାମ କରୁଥିବା ୪୩ ଜଣ ଶ୍ରମିକଙ୍କୁ ର୍ନିମମ ହତ୍ୟା କରିଛନ୍ତି । ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଶନିବାର ନାଇଜେରିଆର ମୈଦୁଗୁରୀରେ ଏହି ଘଟଣା ଘଟିଥିବା ଜିହାଦ ବିରୋଧୀ ମିଲିସିଆ ସୂଚନା…

ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର

ବାରଙ୍ଗ - ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ମାର୍ଥାପୁର ଷ୍ଟେସନ ନିକଟବର୍ତ୍ତି ରେଳଧାରଣାରୁ ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ଗ୍ରାମର ସୁଶାନ୍ତ ସ୍ୱାଇଁ(୩୮) । ବାରଙ୍ଗ ରେଳବାଇ ପୋଲିସ ଘଟଣା ସ୍ଥଳରୁ ଶବଟିକୁ ଉଦ୍ଧ୍ାରକରି କଟକ…

ପରୀ ଘଟଣାରେ ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା

ଭୁବନେଶ୍ୱର : ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ରାଜ୍ୟ ସରକାର। SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ। ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ASP ଆର୍‌.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା…

ନର୍ଲା ନାବାଳକ ମୃତ୍ୟୁ ଘଟଣା: ସିଡିଏମଓ ପାଖରେ ଫେରାଦ ହେଲା ଛାତ୍ର ବିଜେଡି

ନର୍ଲା : ଗତ ୨୬ତାରିଖରେ ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ବର୍ଷ ର ପୁଅ ମନୋଜ ସେନାପତି ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ । ସେହି ଘଟଣାକୁ ନେଇ…

ବିଜାଡିହି ଠାରେ ସଡକ ଦୁର୍ଘଟଣାରେ ଯୁବତୀ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହି ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଫୁଡ୍ କର୍ପୋରେସନ ଇଣ୍ଡିଆରେ (ଏଫ.ସି.ଆଇ)କାର୍ଯ୍ୟରତ ସୀମା ଲାଠି ନିଜ ସ୍କୁଟି ଯୋଗେ କାମାକ୍ଷାନଗରରୁ ଢେଙ୍କାନାଳ…