Browsing Category

Health

ବ୍ରହ୍ମପୁର ବଡ଼ ମେଡିକାଲରେ ବଡ଼ ନିୟମ,

ବ୍ରହ୍ମପୁର--- ବ୍ରହ୍ମପୁର ବଡ଼ ମେଡିକାଲରେ ବଡ଼ ନିୟମ. ଏଣିକି ଏମ କେ ସି ଜି ଭିତରକୁ ଆମ୍ବୁଲାନ୍ସ ଇନକମିଙ୍ଗ ଫ୍ରି ହେଲେ ଆଉଟ ଗୋଇଙ୍ଗ ବ୍ଲକ. ଏମିତି କଡା ନିର୍ଦେଶନାମା ଜାରୀ କରିଛନ୍ତି ମେଡିକାଲ କତୃପକ୍ଷ. ଏହାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି. ଆସନ୍ତୁ ନଜର…

ଦିଲ୍ଲୀରେ ଏମ୍ସ ବଳଙ୍ଗା ପୀଡ଼ିତା: ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା

ନୂଆଦିଲ୍ଲୀ/ଭୁବନେଶ୍ୱର, : ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା ଏମ୍ସ ଦିଲ୍ଲୀରେ ଭର୍ତ୍ତି ନେଇ ସୂଚନା ଜାରି ହୋଇଛି । ବଳଙ୍ଗା ପୀଡ଼ିତାଙ୍କୁ ଆଜି ଅପରାହ୍ନ ୪ଟା ୨୦ରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି । ତାଙ୍କର ୭୫% ଶରୀର ପୋଡ଼ିଯାଇଥିବା ସୂଚନା ରହିଛି । ତେଣୁ ପୀଡ଼ିତାଙ୍କର ଅବସ୍ଥା ଗୁରୁତର…

କୋରୋନା ଭ୍ୟାକ୍‌ସିନ ଓ ହାର୍ଟ ଆଟାକ୍ ଯୋଗୁ ହେଉଥିବା ମୃତ୍ୟୁ ମଧ୍ୟରେ ନାହିଁ ସଂପର୍କ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ,: ଦେଶରେ ଗତ କିଛି ଦିନ ହେବ ହାର୍ଟ ଆଟାକ କାରଣରୁ ହଠାତ୍ ମୃତ୍ୟୁର ଅନେକ ଘଟଣା ଦେଖିବାକୁ ମିଳୁଛି । ଏହାପରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଏହାର ସଂପର୍କ କୋଭିଡ୍ ଟିକା ସହ ଅଛି କି? ଏହି ପରିସ୍ଥିତିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍‌-୧୯ ଟୀକାକରଣ ସଂପର୍କରେ…

ଝାଡାବାନ୍ତି ପାଇଁ ସତର୍କ ସୂଚନା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ

ପାରାଦୀପ, : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡାଇରିଆ ବ୍ୟାପିବାକୁ ନେଇ ଜନସାଧାରଣ ଭୟଭୀତ ହୋଇପଡିଥିବା ବେଳେ ପାରାଦୀପ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଯାହାଜୁ ନେଉ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ପାରାଦୀପ ର ବିଭିନ୍ନ ଫୁଟପାଥ ଖାଦ୍ୟ ସାମଗ୍ରୀ ଷ୍ଟଲ ଏବଂ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯିବା…

ମନ୍ତ୍ରୀଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା

ଯାଜପୁର, : ଗୁରୁବାର ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଡାଇରିଆ ରୋଗୀଙ୍କୁ ରେଟି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ…

ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ: ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ

ଭୁବନେଶ୍ୱର, : ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ । ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍ । ଫିଲ୍ଡ ଭିଜିଟ୍‌ ବେଳେ ପାଣିରୁ ଡାଇରିଆ ବ୍ୟାପୁଥିବା ନେଇ କେନ୍ଦ୍ରୀୟ ଟିମ୍ ଜାଣିବାକୁ ପାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନେଇ ଲୋକସେବା…

ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ: ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ: ସରକାର

ଭୁବନେଶ୍ୱର, : ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ରୀୟ ଟିମ୍ ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ଥିବାବେଳେ ଏବେ ରାଜ୍ୟ ସରକାର ନିଜର ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ…

ସରକାରୀ ଡାକ୍ତରଖାନା ଚାରିପାଖରେ ନୂଆ ନୂଆ ନସିଂହୋମ୍ କେଉଁମାନେ ଏଠାରେ ରୋଗୀ ଦେଖୁଛନ୍ତି

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ଔଷଧରୁ ଆରମ୍ଭକରି ବିଭିନ୍ନ ପରୀକ୍ଷାନିରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି | ହେଲେ ବ୍ରହ୍ମପୁର ସହରରେ ଥିବା ଏମ୍‌ସ୍କେସିଜି ବଡ଼ଡାକ୍ତରଖାନା ଚାରିପାଖରେ ମାଳ ମାଳ ଘରୋଇ ନସିଂହୋମ୍ ଓ କ୍ଲିନିକ୍ ସଂଖ୍ୟା ବଢ଼ିବାରେ…

ବ୍ଲକରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନ: ଗାଁରେ ୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଲାଞ୍ଜିଗଡ, : କିଛିଦିନ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ମଝିରେ ମଝିରେ କାଳବୈଶାଖ ଯୋଗୁଁ ବର୍ଷା ଓ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଗ୍ରୀଷ୍ମପ୍ରବାହ ଓ ବର୍ଷା ବିତ୍ପାତ ଦେଖା ଦେଇଥିବା ବେଳେ ବର୍ତ୍ତମାନ ଏବେ ବ୍ଲକର…

ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ୬ ଜଣଙ୍କ ଜୀବନ

କୋରାପୁଟ, : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ମେଡିକାଲ କଲେଜରେ ଚିକିତ୍ସା କମ ରୋଗୀ ମୃତ୍ୟୁହାର ଅଧିକ । ଯାହାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଉପରେ ରୋଗୀଙ୍କ ଭରଷା…