Browsing Category

Lokal news

ଭତ୍ତା ଓ ରାସନ କାର୍ଡ ବଣ୍ଟନ କଲେ ବିଧାୟକ

ଭଞ୍ଜନଗର, : ଭଞ୍ଜନଗର ବ୍ଳକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନୂତନ ରାସନ କାର୍ଡ ଓ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୪୦୧ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ଓ ୨୨୦ ପରିବାରକୁ ରାସନ…

ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ସୋରଡ଼ା ପୋଲିସ

ସୋରଡ଼ା: ଗଞ୍ଜେଇ ଚୋରା ଚାଲାଣ ବୋଲେରୋ ସହ 164 କିଲୋ ଗଞ୍ଜେଇ ଜବତ | ଗତକାଲି ଅର୍ଥାତ ଗୁରୁବାର ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଛା ଛକ ଠାରେ ନାକାବନ୍ଦି କରି ଯାଞ କରୁଥିବା ବେଳେ ଏସ୍ ଆଇ କୈଳାଶ ଚନ୍ଦ୍ର ସାହୁ ଓ ଥାନାଧିକାରୀ ସୁନୀଲ…

ବିଓବି ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, : ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟ, ଭୁବନେଶ୍ୱର କ୍ଷେତ୍ରର ମହାପ୍ରବନ୍ଧକ ତଥା…

ଟ୍ରମ୍ପଙ୍କ ଟାରିଫ୍ ଧମକର ପ୍ରଭାବ; ତଳ ମୁହାଁ ଷ୍ଟକ୍ ମାର୍କେଟ

ମୁମ୍ବାଇ,: ଭାରତୀୟ ଷ୍ଟକ୍ ମାର୍କେଟ୍ ଶୁକ୍ରବାର ଦିନ ପ୍ରାରମ୍ଭିକ ବ୍ୟବସାୟରେ ବୃହତ୍‌ ହ୍ରାସ ପରିଲକ୍ଷିତ ହୋଇଛି । ଏସ୍‌ଏଣ୍ଡପି ବିଏସ୍‌ଇ ସେନସେକ୍ସ ୪୯୬.୨୧ ପଏଣ୍ଟ ହ୍ରାସ ପାଇ ୮୦,୧୨୭.୦୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍ଟି ୫୦ ୧୫୧.୬୦ ପଏଣ୍ଟ ହ୍ରାସ ପାଇ ୨୪,୪୪୪.୫୫ରେ ପହଞ୍ଚିଛି…

ଟ୍ରମ୍ପଙ୍କ ଶୁଳ୍କ ଚଡ଼କ: ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦ପ୍ରତିଶତ କମିବ

ଭୁବନେଶ୍ୱର, : ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ । ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ । ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା…

ଧର୍ମଗଡ ବିଧାୟକ ଙ୍କ ଜନ ସମ୍ପର୍କ ଯାତ୍ରା ଗାଁ ର ସମସ୍ୟା ଶୁଣିଲେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ଧର୍ମଗଡ : ଓଡିଶା ରାଜ୍ୟ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିରନ୍ତର ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଶୁକ୍ରବାର ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକ ଆମପାଣି ଯୋନ ର ଡୁଡୁକାଠେଙ୍ଗା ଓ ମହିମା  ପଞ୍ଚାୟତ ର…

ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ, ପ୍ରବନ୍ଧ,

ଛତ୍ରପୁର ତା.୦୮.୦୮.୨୦୨୫ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ  ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ, ଓଡିଆ ବକ୍ତୃତା,ଇଂରାଜୀ ବକ୍ତୃତା,  ଦେଶାତ୍ମବୋଧ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି  । ମଙ୍ଗଳବାର ଦିନ…

ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର, : ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଗୁରୁବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ…

ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, : ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବସମ୍ବଳକୁ ଆଧାର କରି ଜୈବ- ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର…

ମହିଳା ପରିଚାଳିତ ଏମ୍‌ଏସ୍‌ଏମ୍‌ଇ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, : ତ୍ତଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା ଉତ୍ସାହଜନକ ନାହିଁ । ଏହି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛିୟ । ତେଣୁ ରାଜ୍ୟରେ ଅଧିକ ମହିଳା ଉଦ୍ୟୋଗୀ…