Sign in
Sign in
Recover your password.
A password will be e-mailed to you.
Browsing Category
main stories
ଝିଅର ହତ୍ୟା ଅଭିଯୋଗ ଆଣିଲେ ମାଆ ; ସ୍ୱାମୀ ଏବଂ ଦୁଇ ସଉତୁଣୀ କୋର୍ଟଚାଲାଣ
ବେଲଗୁଣ୍ଠା, , ନିଜ ଝିଅକୁ ଝିଅର ସ୍ୱାମୀ ଏବଂ ରକ୍ଷିତା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ I ଅଭିଯୋଗ କାରିଣୀ ହେଉଛନ୍ତି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗଦ ନାଇକଙ୍କ ସ୍ତ୍ରୀ ଶାନ୍ତି ନାଇକ (୬୦) I ଶାନ୍ତିଙ୍କ ଅଭିଯୋଗ ପ୍ରକାରେ ଗତ ସୋମବାର…
ଭତ୍ତା ଓ ରାସନ କାର୍ଡ ବଣ୍ଟନ କଲେ ବିଧାୟକ
ଭଞ୍ଜନଗର, : ଭଞ୍ଜନଗର ବ୍ଳକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନୂତନ ରାସନ କାର୍ଡ ଓ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୪୦୧ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ଓ ୨୨୦ ପରିବାରକୁ ରାସନ…
ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ସୋରଡ଼ା ପୋଲିସ
ସୋରଡ଼ା: ଗଞ୍ଜେଇ ଚୋରା ଚାଲାଣ ବୋଲେରୋ ସହ 164 କିଲୋ ଗଞ୍ଜେଇ ଜବତ | ଗତକାଲି ଅର୍ଥାତ ଗୁରୁବାର ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଛା ଛକ ଠାରେ ନାକାବନ୍ଦି କରି ଯାଞ କରୁଥିବା ବେଳେ ଏସ୍ ଆଇ କୈଳାଶ ଚନ୍ଦ୍ର ସାହୁ ଓ ଥାନାଧିକାରୀ ସୁନୀଲ…
ପିଏମ ମୋଦିଙ୍କ ମାସିକ କାର୍ଯ୍ୟକ୍ରମ \”ମନ୍ କି ବାତ\’ରୁ ଆୟ ୩୪ କୋଟି ଟପିଲା
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ \"ମନ୍ କି ବାତ’ କାର୍ଯ୍ୟକ୍ରମ ସାରା ଦେଶରେ ଘଟୁଥିବା ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରିବା ଏବଂ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ନାଗରିକମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅନନ୍ୟ ମଞ୍ଚ ଭାବେ…
ବିଓବି ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର, : ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟ, ଭୁବନେଶ୍ୱର କ୍ଷେତ୍ରର ମହାପ୍ରବନ୍ଧକ ତଥା…
ଟ୍ରମ୍ପଙ୍କ ଟାରିଫ୍ ଧମକର ପ୍ରଭାବ; ତଳ ମୁହାଁ ଷ୍ଟକ୍ ମାର୍କେଟ
ମୁମ୍ବାଇ,: ଭାରତୀୟ ଷ୍ଟକ୍ ମାର୍କେଟ୍ ଶୁକ୍ରବାର ଦିନ ପ୍ରାରମ୍ଭିକ ବ୍ୟବସାୟରେ ବୃହତ୍ ହ୍ରାସ ପରିଲକ୍ଷିତ ହୋଇଛି । ଏସ୍ଏଣ୍ଡପି ବିଏସ୍ଇ ସେନସେକ୍ସ ୪୯୬.୨୧ ପଏଣ୍ଟ ହ୍ରାସ ପାଇ ୮୦,୧୨୭.୦୫ରେ ପହଞ୍ଚିଥିବା ବେଳେ ଏନ୍ଏସ୍ଇ ନିଫ୍ଟି ୫୦ ୧୫୧.୬୦ ପଏଣ୍ଟ ହ୍ରାସ ପାଇ
୨୪,୪୪୪.୫୫ରେ ପହଞ୍ଚିଛି…
ଟ୍ରମ୍ପଙ୍କ ଶୁଳ୍କ ଚଡ଼କ: ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦ପ୍ରତିଶତ କମିବ
ଭୁବନେଶ୍ୱର, : ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ । ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ । ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା…
ଧର୍ମଗଡ ବିଧାୟକ ଙ୍କ ଜନ ସମ୍ପର୍କ ଯାତ୍ରା ଗାଁ ର ସମସ୍ୟା ଶୁଣିଲେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ
ଧର୍ମଗଡ : ଓଡିଶା ରାଜ୍ୟ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିରନ୍ତର ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଶୁକ୍ରବାର ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକ ଆମପାଣି ଯୋନ ର ଡୁଡୁକାଠେଙ୍ଗା ଓ ମହିମା ପଞ୍ଚାୟତ ର…
ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ, ପ୍ରବନ୍ଧ,
ଛତ୍ରପୁର ତା.୦୮.୦୮.୨୦୨୫ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ, ଓଡିଆ ବକ୍ତୃତା,ଇଂରାଜୀ ବକ୍ତୃତା, ଦେଶାତ୍ମବୋଧ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ…
ସିଏସକେ ସହ ନିଜର ଭବିଷ୍ୟତକୁ ନେଇ ସୂଚନା ଦେଲେ ଧୋନି
ନୂଆଦିଲ୍ଲୀ, : ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଚାଲିଛି । ଆଗାମୀ ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ କି ନାହିଁ, ତା\'କୁ ନେଇ ସସପେନ୍ସ ଲାଗି ରହିଛି । ୨୦୨୫ ଆଇପିଏଲରେ ସିଏସକେର ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ହେବାରୁ…