Browsing Category

main stories

୩୦ରେ ଲଞ୍ଚ୍ ହେବ ପୃଥିବୀ ରକ୍ଷକ \”ନିସାର\’

ନୂଆଦିଲ୍ଲୀ, : ଆସନ୍ତା ୩୦ ତାରିଖରେ ଲଞ୍ଚ ହେବ ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍ ‘ନିସାର’ । ୩୦ ତାରିଖ ସନ୍ଧ୍ୟା ୫.୪୦ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍‌ ସେଣ୍ଟରରୁ ଏହାର ଉତ୍‌କ୍ଷେପଣ ହେବ । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ମିଳିତ…

ଆସୁଛି ଆଉ ଏକ ଲଘୁଚାପ, ବର୍ଷା ନେଇ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାର

ଭୁବନେଶ୍ୱର, : ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ (ବାତ୍ୟା ୱିଫାର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ପ୍ରବେଶ କରିବାର ସମ୍ଭାବନା ରହିଛି) ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର…

ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୨୨ା୭: ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ରାଜ୍ୟର ସାମଗ୍ରିକ ବିକାଶ ସଂପର୍କରେ ଆଲୋଚନା…

ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ

ନୂଆଦିଲ୍ଲୀ,: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଉପାଧ୍ୟକ୍ଷଙ୍କ ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା…

ସୁଭଦ୍ରା ସମୀକ୍ଷାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଂଚି ମା ଓ ଭଉଣୀମାନଙ୍କର ଆର୍ôଥକ ଆବଶ୍ୟକତାକୁ ପୂରଣ କରୁଛି ଏବଂ ସେମାନଙ୍କ ଇଛା ତଥା ସ୍ୱପ୍ନକୁ ନୂଆ ରୂପ ପ୍ରଦାନ କରୁଛି । ରାଜ୍ୟର ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ ସୁଭଦ୍ରା ଯୋଜନା ଆରମ୍ଭର ମୂଳ ଲକ୍ଷ୍ୟ । ସୁଭଦ୍ରା ସହାୟତା…

ସୋସିଆଲ ମିଡିଆ ରେ ଜାତିଆଣ ଆକ୍ଷେପ,ୟୁଟୁବର ବିରୋଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ଏସଟି,ଏସସି…

ଧର୍ମଗଡ : ୟୁଟୁବ କ୍ରେଜି ବୟ ଦେବ ଅଫିସିଆଲ ନାମରେ ଚେନାଲ ଖୋଲି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇର ପଦର ଅଞ୍ଚଳ ର ଜଣେ ୟୁଟୁବର ଦେବ କୁମାର ଆଚାର୍ଯ୍ୟ ପଶ୍ଚିମ ଓଡିଶାରଲୋକପ୍ରିୟ କଳାକାର ରୁକୁ ସୁନା ଙ୍କ ନାମରେ ଗତ ୧୭/୦୭ ରେ ନିଜ ୟୁଟୁବ ମିଡିଆ ରେ ଜାତିଆଣ ଆକ୍ଷେପ କରିଥିବା ଓ…

ଅଭିନେତ୍ରୀ ଶ୍ରୁତି ଚୌହାନଙ୍କୁ ଡେଟ୍ କରୁଛନ୍ତି ଆହାନ

ମୁମ୍ବାଇ, : ମୋହିତ ସୁରିଙ୍କ ନିର୍ଦ୍ଦେଶିତ \"ସାୟାରା\' ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି । ସାୟାରାକୁ ନେଇ ସବୁଠି ଆଲୋଚନା ହେଉଛି । ଫିଲ୍ମଟି ସକାରାତ୍ମକ ସମୀକ୍ଷା ପାଇଛି । ଏହି ସମୟରେ, ଆହାନ ପାଣ୍ଡେଙ୍କ ପ୍ରେମ ଜୀବନ…

ଗୋଚର ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ

ସାଲେପୁର, : ସାଲେପୁର, ବ୍ଲକ ଅନ୍ତର୍ଗତ ମୂର୍କୁଣ୍ଡି ଗ୍ରାମରେ ଥିବା ଗୋଚର ଜମିରେ ହୋଇଥିବା ବେଆଇନ ଜବରଦଖଲକୁ କିଶନନଗର ତହସିଲ ପ୍ରଶାସନ ପକ୍ଷରୁ ଆଂଶିକ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ ସାଲେପୁର ବ୍ଲକ ଅନ୍ତର୍ଗତ କିଶନଗର ତହସିଲ ଅଧିନ ମୂର୍କୁଣ୍ଡି ମୌଜାର ଖାତା ନଂ୫୦୭…

ନାବାଳିକା ପିଡିତା ପରିବାର କୁ ଭେଟିଲେ ଭାଜପା ପ୍ରତିନିଧି ଦଳ

ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ କୁଟ୍ରୁ ଗ୍ରାମ ର ଜଣେ ଆଦିବାସୀ ନାବାଳିକା କୁ ଦୁଷ୍କର୍ମ ହୋଇଥିବା ନେଇ ଆମପାଣି ଥାନା ରେ ପିଡିତା ପକ୍ଷରୁ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକ ନକୁଳ ବେହେରା କୁ ଗିରଫ କରି ଏହି ଘଟଣା ରେ…

ଆଧାର ନାହିଁ, କୌଣସି ସରକାରୀ ସୁବିଧା ମିଳିବ ନାହିଁ

ଉମରକୋଟ,: ଆଧାର କାର୍ଡ ନ ଥିଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବେ । ସରକାରଙ୍କ ଅଜୀବ ନିୟମ! ଜଣେ ଦିବ୍ୟାଙ୍ଗ ବାଳକର ଆଧାର କାର୍ଡ ବନି ପାରୁନଥିବାରୁ ତାକୁ ଭତ୍ତାରୁ\ ବଞ୍ଚିତ କରାଯାଇଛି । ଏପରିକି ଦିବ୍ୟାଙ୍ଗ ବାଳକର ପିତାଙ୍କ ଆଧାର କାର୍ଡରେ ବୟସ କମ ଥିବାରୁ ସେ ବୃଦ୍ଧ ଭତ୍ତାରୁ…