Browsing Category

main stories

ଭିସା ପାଇଁ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ, : ସାଧାରଣ ଲୋକଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା । ଜାତୀୟ ସୁରକ୍ଷାକୁ ନେଇ କଠୋର ହେଲା ଆମେରିକା । ଏନେଇ ସଂଯୁକ୍ତ ରାଷ୍ଟ୍ର ଆମେରିକା ନେଇଛି ବଡ଼ ପଦକ୍ଷେପ । ଭିସା ଆବେଦନ କଲେ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ । ବିଦେଶୀ ଛାତ୍ରାଛତ୍ରୀ ଓ ଅନ୍ୟ ମାନଙ୍କ…

ପୁଞ୍ଜି ବ୍ୟୟରେ ଓଡ଼ିଶା ପଞ୍ଚମ ଶ୍ରେଷ୍ଠ

ଭୁବନେଶ୍ୱର, : ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବା ଲାଗି ସରକାର କରୁଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯାଏ, ଯାହାର ଦୀର୍ଘକାଳୀନ ଲାଭ ମିଳିଥାଏ । ସେହି ବ୍ୟୟ କରୁଥିବା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ରିପୋର୍ଟ ଅନୁସାରେ ୨୦୨୫- ୨୬ରେ…

ଜୁଲାଇରୁ ଟ୍ରେନ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ,: ଆପଣ ଟ୍ରେନ୍ରେ ଯାତ୍ରା କରନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବରୟ ଆଗାମୀ ମାସରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିପାରେ । ଭାରତୀୟ ରେଲୱେ କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମ ଥର ଯାତ୍ରୀଙ୍କ ଟ୍ରେନ୍ ଭଡା ବୃଦ୍ଧି କରିବାକୁ ଯାଉଛନ୍ତି । ଭଡାରେ ମାମୁଲି ବୃଦ୍ଧି ୧ ଜୁଲାଇ ୨୦୨୫ ରୁ…

ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ, : ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ବୋମା ଫୋପାଡ଼ନ୍ତୁ ନାହିଁ ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ । ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ ଇରାନ ପୁନର୍ବାର ମିସାଇଲ ଆକ୍ରମଣ…

୬ ଥର ଘୁଞ୍ଚିଲା ପରେ ଆଜି ଆକ୍ସିଓମ୍ ମିଶନ୍ ଲଞ୍ଚିଂ

ନୂଆଦିଲ୍ଲୀ,: ମିଶନ୍ ଲଞ୍ଚ ନେଇ ଗୋଟିଏ ଗୋଟିଏ ତାରିଖ ଫାଇନାଲ ହେଉଥାଏ । ହେଲେ କିଛି ସମସ୍ୟା ପାଇଁ ଲଞ୍ଚକୁ ବାତିଲ କରାଯାଉଥିଲା । ଲାଗାତାର ୬ ଥର ଲଞ୍ଚିଂ ତାରିଖ ବଦଳିବା ପରେ ଏବେ ଆକ୍ସିଓମ୍ ମିଶନର ନୂଆ ତାରିଖ ଜାରି କହିଛି । ଖୁବଶୀଘ୍ର ମହାକାଶକୁ ଉଡ଼ାଣ ଭରିବେ କ୍ୟାପ୍ଟେନ୍ ଶୁଭାଂଶୁ…

ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ

ଭୁବନେଶ୍ୱର, : ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି…

ଶୁଣିଲେନି ପଞ୍ଚାୟତ ଅଧିକାରୀ, ନିଜ ଖର୍ଚ୍ଚ ରେ ଗ୍ରାମ ରାସ୍ତା ମରାମତି କଲେ କାଶିବାହଲ ଗ୍ରାମବାସୀ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଞ୍ଚାୟତ କାଶିବାହଲ ଗ୍ରାମ ତଳପଡା କୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଯୋଗୁଁ ଗାଁ ଦାଣ୍ଡ ର ରାସ୍ତା କାଦୁଅ ହୋଇ ଗାଁ ରାସ୍ତା କର୍ଦ୍ଧମାର୍ଦ୍ଧ ହୋଇ ଗ୍ରାମବାସୀ ଙ୍କ ଯାତାୟାତ ରେ ସମସ୍ୟା ଦେଖା ଦେଇଥିବା ବେଳେ ଗ୍ରାମବାସୀ ମାନେ ଅନେକ…

ହକିରୁ ସନ୍ନ୍ୟାସ ନେଲେ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ

ନୂଆଦିଲ୍ଲୀ, ୨୩ା୬ : ଭାରତୀୟ ହକି ଦଳର ଷ୍ଟାର ପ୍ଲେୟାର ଲଳିତ ଉପାଧ୍ୟାୟ ଅବସର ଘୋଷଣା କରିଛନ୍ତି । ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ ରବିବାର ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି । ବର୍ତ୍ତମାନ ସେ କେବଳ ଘରୋଇ ଓ ଲିଗ୍ ମ୍ୟାଚ ଖେଳିବେ । ଏକ ଦଶକରୁ ଅଧିକ ହକିରେ ଲଳିତଙ୍କର…

ଦିଲଜିତଙ୍କ ଫିଲ୍ମରେ ହାନିଆ ଆମିରଙ୍କୁ ଦେଖି ଦର୍ଶକ ଖପ୍ପା

ମୁମ୍ବାଇ, : ଦିଲଜିତ ଦୋସାଂଝ ତାଙ୍କ ଆଗାମୀ ପଞ୍ଜାବୀ ଚଳଚ୍ଚିତ୍ର "ସର୍ଦ୍ଦାର ଜୀ ୩'ର ଟ୍ରେଲର ରବିବାର ରିଲିଜ୍ କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି । ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ର୍ନିେଦ୍ଦାଷ…

ଆଦିବାସୀ ସମୁଦାୟ ଉପରେ ମନ୍ତବ୍ୟ ଦେଇ ବିବାଦରେ ବିଜୟ

ନୂଆଦିଲ୍ଲୀ, : ସାଉଥ ଅଭିନେତା ବିଜୟ ଦେବରକୋଣ୍ଡା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ପ୍ରଫେସନାଲ ଲାଇଫକୁ ନେଇ । କିନ୍ତୁ, ଗତ କିଛି ଦିନ ଧରି ବିଜୟ ତାଙ୍କର ଏକ ବୟାନ ଯୋଗୁଁ ବିବାଦ ମଧ୍ୟକୁ ଟାଣିହୋଇ ଯାଇଛନ୍ତି । ଆଦିବାସୀ…