Browsing Category

main stories

ଅଶୋଧିତ ତେଲ ଦରରେ ନିଆଁ: ପେଟ୍ରୋଲ, ଡିଜେଲ ସହ ଖାଦ୍ୟ ଦାମ ବଢ଼ିପାରେ

ନୂଆଦିଲ୍ଲୀ/ଭୁବନେଶ୍ୱର,\ : ଇରାନ- ଇସ୍ରାଏଲ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହଠାତ୍ ନିଆଁ ଲାଗିଯାଇଛି । ଶୁକ୍ରବାର ଅଶୋଧିତ ତେଲ ଦର କାରବାରର କିଛି ସମୟ ମଧ୍ୟରେ ୧୦ ପ୍ରତିଶତ ବଢ଼ିଯାଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦରରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନ୍‌ଏ ମ୍ୟାଚ

ଅହମଦାବାଦ, : ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ନେଇ ରବିବାର ସୂଚନା ଦିଆଯାଇଛି । ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଛି । ରବିବାର ଦିନ ୧୧ଟା ୧୦…

ଖୁସିୟୋଁ କା ସୁପର ବଜାର “ଶୀର୍ଷକ ଆଲୋଚନା ଚକ୍ର

କୋରାପୁଟ : ପାଇବାରେ ଯେଉଁ ଖୁସି ମିଳିଥାଏ ତାହା କ୍ଷଣ ଭଙ୍ଗୁର | ବ୍ୟକ୍ତି, ବସ୍ତୁ, ବୈଭବ, ସାଧାନ ଓ ସଂସାଧନରୁ ଯାହା ଅନୁଭୂତ ହୋଇଥାଏ | ଏପରି ଖୁସିକୁ ମନ ଓ ଶରୀର ଅନୁଭବ କରିଥାଏ | ଦେବାରେ ଯେଉଁ ଖୁସି ପ୍ରାପ୍ତି ହୋଇଥାଏ ତାହା ଆତ୍ମିକ ଉପଲବ୍ଧି ଏବଂ ଚିରସ୍ଥାୟୀ ବୋଲି ଜାତୀୟ ଖ୍ୟାତି…

ଖୁଣ୍ଟିଆ ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ,ଯୋଗଦେଲେ ବିଧାୟକ

ଧର୍ମଗଡ଼ : ବିଜେପି ସରକାର ଙ୍କ ଶାସନ କୁ ୧ ବର୍ଷ ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରତି ପଞ୍ଚାୟତ ସ୍ତରରେ ପ୍ରଶାସନ ପକ୍ଷରୁ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି।…

ରଜରେ ଦୋଳି ଖେଳକୁ ରଜ ପାନର ମଜା

କୋରାପୁଟ : ହାଲ ସୁନାବେଡ ରଜ ପାଇଁ କୋରାପୁଟ ଜିଲ୍ଲା ସୁନାବେଡା ରେ ସହର ବିଭିନ୍ନ ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି। ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ରଜ ପର୍ବ ପାଳନ ହେବାକୁ ଥିବା ବେଳେ ଆଜି ପ୍ରଥମ ଏବଂ ଦ୍ୱତୀୟ ଦିନରେ ସ୍ଥାନୀୟ ମହିଳା ଏବଂ ଯୁବତୀଙ୍କ ସହ ଛୋଟ ଝିଅମାନେ ରଜ ପର୍ବର ମଜା…

ମୋଟେର ମଣ୍ଡଳ ସ୍ତରୀୟ ବିକଶିତ ଭାରତ, ବିକଶିତ ଓଡିଶା ସଂକଲ ସଭା କାର୍ଯ୍ୟକ୍ରମ।

ଧର୍ମଗଡ଼, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ମୋଟେର ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଡାଲଗୁମା ଧାନ ମଣ୍ଡି ଠାରେ ଆୟୋଜିତ ହୋଇଯାଇଛି। ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ

ଭୁବନେଶ୍ୱର, : ଆସନ୍ତା ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳିତ ହେବ । ଏହି କ୍ରମରେ ଶୁକ୍ରବାର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ ହୋଇଯାଇଛି । ଭାରତୀୟ ଯୋଗ ସଂସ୍ଥାନ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ…

ବିମାନ ଦୁର୍ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ, : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସ୍ଥିତିର ସମୀକ୍ଷା ପାଇଁ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦୁର୍ଘଟଣାସ୍ଥଳ ଏବଂ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ…

ଦୀର୍ଘ ପଚାଶ ବର୍ଷ ର ଦାବି, ବ୍ରହ୍ମପୁର ରେଢ଼ାଖୋଲ ରେଳ ଲାଇନ କେବେ

ଭଞ୍ଜନଗର-ଦୀର୍ଘ ପଚାଶ ବର୍ଷ ହେବ ଘୁମୁସର ଓ କନ୍ଧମାଳ କୁ ରେଳପଥ ନିର୍ମାଣ କାର୍ଯ୍ଯ କେବଳ ସର୍ଭେ କାଗଜ ପତ୍ର ରହିଗଲା, ଭଞ୍ଜନଗର ଅଂଚଳ ବାସୀଙ୍କୁ ଅଣଦେଖା ଓ ଅବହେଳା ବାରମ୍ବାର ହୋଇ ଆସୁଛି।ବ୍ରହ୍ମପୁର ଠାରୁ ସମ୍ବଲପୁର କୁ ରେଳ ପଥ ନିର୍ମାଣ ପାଇଁ ବହୁ ସଙ୍ଗଠନ ବାରମ୍ବାର ଧାରଣା, ଅନଶନ ତଥା…