Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଭାରତର ଅର୍ଥନୀତି ଏକ ମୃତ ଅର୍ଥନୀତି: ଟ୍ରମ୍ଫ
ୱାସିଂଟନ, ୩୧ା୭ : ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଧମାକା କରିଛନ୍ତି । ଭାରତ ଏବଂ ରୁଷିଆକୁ ଟାର୍ଗେଟ କରି ସେ କହିଛନ୍ତି, ସେ ରୁଷିଆ ସହିତ ଭାରତର କାରବାରକୁ ଚିନ୍ତା କରନ୍ତି ନାହିଁ ଏବଂ ଉଭୟ ମିଶି ସେମାନଙ୍କର ଡେଡ୍…
ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ଭୋପାଲ, ୩୧ା୭ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଗୁରୁବାର ନୂଆଦିଲ୍ଲୀ ପ୍ରବାସ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କଠାରୁ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି । ଏହି ସମୟରେ ଦୁଇ ନେତା…
ଏକ୍ ପେଡ୍ ମା’ କେ ନାମ୍-୨.୦: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଓଡିଶାରେ ଲଗାଯିବ ୭୫ ଲକ୍ଷ ଗଛ
ଭୁବନେଶ୍ୱର, ୩୧ା୭: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ମା'ମାନଙ୍କ…
ଭୟଙ୍କର ଭୂକମ୍ପ ପରେ ମାଡ଼ି ଆସିଲା ସୁନାମୀ, ବ୍ୟାପକ କ୍ଷୟକ୍ଷତି
ମସ୍କୋ, ୩୦ା୭ : ରୁଷ ଉପକୂଳରେ ଭୟଙ୍କର ଭୂକମ୍ପ ପରେ ଏବେ ସୁନାମୀ ତାଣ୍ଡବ ରଚିବା ଆରମ୍ଭ କରିଛି । ବୁଧବାର ସକାଳୁ ସକାଳୁ ରୁଷର ପୂର୍ବ ପ୍ରାନ୍ତରେ ଥିବା କାମଚଟକାରେ ୮.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଭୂକମ୍ପ ଯୋଗୁ ଏବେ ରୁଷ ସମେତ ଆମେରିକା ଓ…
“ସିନ୍ଦୂରରୁ ନେଇ ସିନ୍ଧୁ ପର୍ଯ୍ୟନ୍ତ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି, କଂଗ୍ରେସ କେବଳ ହୀନ ରାଜନୀତି…
ନୂଆଦିଲ୍ଲୀ, ୨୯ା୭ : ସଂସଦର ମୌସୁମୀ ଅଧିବେଶନରେ "ଅପରେସନ୍ ସିନ୍ଦୂର'କୁ ନେଇ ଜାରି ରହିଛି ଚର୍ଚ୍ଚା । ବିରୋଧି ଦଳ ନେତା ରାହୁଲଙ୍କ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ସଶସ୍ତ୍ରବଳଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇ ଦେଇନାହାନ୍ତି ।…
‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କଲା ଡିଆରଡିଓ
ନୂଆଦିଲ୍ଲୀ, ୨୯ା୭ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ‘ପ୍ରଳୟ’ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି । ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଜୁଲାଇ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଏହି ପରୀକ୍ଷଣ କରାଯାଇଥିଲା ।…
“ଅପରେସନ୍ ମହାଦେବ’ରେ ୩ ପହଲଗାମ୍ ଆତଙ୍କୀ ନିହତ
ଶ୍ରୀନଗର,୨୮ା୭: ପହଲଗାମ୍ ହମଲାର ପ୍ରତିଶୋଧ ନେଲା ଭାରତୀୟ ସେନା । ଅପରେସନ୍ ‘ମହାଦେବ'ରେ ଯବାନଙ୍କ ଗୁଳିରେ ୩ ଟିଆରଏଫ୍ ଆତଙ୍କୀ ସହ ଲସ୍କର କମାଣ୍ଡର ହାସିମ ମୁସା ନିହତ । ଡ୍ରୋନରେ ଆତଙ୍କୀଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇଛି । ଲିଡବାସ୍ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଜମ୍ମୁ କଶ୍ମୀର…
“ଅପରେସନ୍ ସିନ୍ଦୂର’ରେ ନିହତ ହୋଇଛନ୍ତି ୧୦୦ ଆତଙ୍କୀ
ନୂଆଦିଲ୍ଲୀ, ୨୮ା୭ : ଲୋକସଭାରେ ପହଲଗାମ୍ ଆତଙ୍କୀ ହମଲା ଓ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରି ସେନାର ସାହସିକତାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସେନା ୬-୭ ମଇ ରାତିରେ ଏକ ଐତିହାସିକ ଅପରେସନ କରିଥିଲା ।…
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର, 28/7: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ସମୟରେ ସେ ଓଡ଼ିଶାର ସାଂସଦମାନଙ୍କ ସହିତ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି । ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ…
ମାଳଦ୍ୱୀପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୨୧ ତୋପ ସଲାମି
ମାଲେ, ୨୫ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମାଳଦ୍ୱୀପରେ ପହଞ୍ଚି ଦେଶର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଛନ୍ତି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଆମନ୍ତ୍ରଣରେ ମାଲେରେ ପହଞ୍ଚିବା ପରେ ତାଙ୍କୁ ୨୧ ତୋପ ସଲାମି (୨୧-ଗନ୍…