Browsing Category

ଦେଶ- ବିଦେଶ

ଜିଏସ୍‌ଟି ହ୍ରାସ ପରେ ବିଶେଷଜ୍ଞଙ୍କ ଆକଳନ: ୨ ଲକ୍ଷ କୋଟି ରାଜସ୍ୱ ହରାଇବେ ସରକାର

ନୂଆଦିଲ୍ଲୀ, : ଜିଏସ୍‌ଟି ହ୍ରାସ ଫଳରେ ସରକାରଙ୍କୁ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ପୂର୍ବରୁ ଆକଳନ କରିଛି । କିନ୍ତୁ ଅନେକ ଅର୍ଥନୀତିଜ୍ଞ ଓ ଗବେଷଣା ଫାର୍ମ ଏଥିରେ ସହମତ ନାହାନ୍ତି । ସେମାନଙ୍କ ମତରେ ଏ ବାବଦ କ୍ଷତି ପରିମାଣ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ…

‘ମେରେ ରହୋ’ରେ ଜୁନୈଦ-ସାଈ ଯୋଡି

ନୂଆଦିଲ୍ଲୀ, : ଆମିର ଖାନ୍ ପ୍ରଡକ୍ସନ୍ସର ଅପ୍କମିଙ୍ଗ ରୋମାଣ୍ଟିକ୍ ଡ୍ରାମାକୁ ମିଳିଛି ଟାଇଟଲ । ଫିଲ୍ମର ନାଁ ‘ମେରେ ରହୋ’ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜୁନୈଦ ଖାନ୍ ଓ ସାଉଥ୍ ନାୟିକା ସାଈ ପଲ୍ଲବୀ । ଆସନ୍ତା ଡିସେମ୍ବର ୧୨ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହି ଘୋଷଣା ସହିତ…

ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଲେ ଧୋନି…

ମୁମ୍ବାଇ,: ଭାରତୀୟ କ୍ରିକେଟହ ମହେନ୍ଦ୍ର ସିଂହ ଧୋନି ପୁଣି ଚର୍ଚ୍ଚାକୁ ଫେରିଛନ୍ତି । ପଡ଼ିଆରେ ନିଜର ଚଉକାଛକାକୁ ନେଇ ଖବରର ଶୀର୍ଷକ ପାଲଟୁଥିବା ଧୋନି ଏବେ ବ୍ୟାଟ୍ ଛାଡ଼ି ବନ୍ଧୁକ ଧରିଛନ୍ତି । ଦେହରେ ଜର୍ସି ବଦଳରେ ରହିଛି କମାଣ୍ଡୋ ୟୁନିଫର୍ମ । ହଠାତ୍ ଧୋନିଙ୍କୁ ବନ୍ଧୁକର ଆବଶ୍ୟକତା…

ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ପର୍କିତ ଆଲୋଚନଚକ

ଭୁବନେଶ୍ୱର, : ବିଶ୍ୱର ସର୍ବବୃହତ ଗଣତନ୍ତ୍ର ହେଉଛି ଭାରତ । ମାତ୍ର ଏଠାରେ ନିରନ୍ତର ଚାଲୁଥିବା ନିର୍ବାଚନ ପ୍ରକ୍ରିୟା ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ବଦଳାଇ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନର କରି ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହା…

୧୧୪ ନୂଆ ରାଫେଲ କିଣିବା ପାଇଁ ଭାରତ ସରକାରଙ୍କୁ ବାୟୁସେନାର ପ୍ରସ୍ତାବ

ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି । ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଏସୟୁ-୫୭ ଉପରେ ନଜର ରଖିଛି । ଏକ ରୁଷୀୟ ଦଳ ଖୁବ୍ ଶୀଘ୍ର…

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ

ନୂଆଦିଲ୍ଲୀ, : ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ…

ସ୍ଥିର ରହିଛି ସୁନା ଏବଂ ରୁପା ଦର

ନୂଆଦିଲ୍ଲୀ, : ଆଜି ସ୍ଥିର ରହିଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ…

ବିହାର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି

ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଗତ ସପ୍ତାହରେ ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ଦଳର ନେତାମାନଙ୍କ ସହ ଏକ ଲମ୍ବା ବୈଠକ କରିଥିଲେ । ବିଧାନସଭାଭିତ୍ତିକ ରଣନୀତି ଏବଂ ପ୍ରସଙ୍ଗଗୁଡ଼ିକ ସ୍ଥିର କରାଯାଇଛି । ସହଯୋଗୀ ଦଳଗୁଡ଼ିକ ସହିତ ଭୂମି ସ୍ତରରେ ସମନ୍ୱୟ…

ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଆଜି ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କୁ ଭେଟିଥିବା ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି । ଏକ୍ସ ପୋଷ୍ଟରେ ମୁଖ୍ୟମନ୍ତ୍ରୀ…

ମୋଦିଙ୍କ ଜନ୍ମଦିନ ୧୭ରୁ ଅକ୍ଟୋବର ୨ ବିଜେପି ପାଳନ କରିବ ସେବା ପକ୍ଷ

ନୂଆଦିଲ୍ଲୀ, - ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବ । ଏହି ସମୟରେ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛତା ଅଭିଯାନ, ମାରାଥନ ଆୟୋଜନ କରାଯିବ । ଗୁରୁବାର ବିଜେପି ମୁଖ୍ୟାଳୟରେ…