Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆଜି ତାମିଲନାଡୁ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ବୁରେଭି’
କୋଚି: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତରେ ପରିଣତ ହୋଇଛି ଏବଂ ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି। ଏଥିଯୋଗୁଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳର…
୫୦ ଟଙ୍କା ବଢ଼ିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଆଜି ଠାରୁ ଏଲପିଜିର ଦର କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି ପାଇଛି । ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ପକ୍ଷରୁ କୁହାଯାଇଛି । ୫ ମାସ ମଧ୍ୟରେ ପ୍ରଥମଥର ପାଇଁ ଅଣ ସବସିଡି ସିଲିଣ୍ଡର ବୃଦ୍ଧି…
ଜାନୁୟାରୀ ସୁଦ୍ଧା ଦେଶରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି । ଜାନୁଆରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସର ନିର୍ଦେଶକ ଡ଼.ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ…
ଅଭିନେତ୍ରୀ ଏଲେନ୍ ପେଜ୍ ନିଜକୁ ତୃତୀୟ ଲିଙ୍ଗୀ ଘୋଷଣା କଲେ
ନୂଆଦିଲ୍ଲୀ : ‘ଜୁନୋ’,‘ଇନସେପ୍ସନ’ ଏବଂ ‘ଦ ଅମ୍ବରେଲା ଏକାଡେମୀ’ର ଷ୍ଟାର୍ ଏବଂ ଓସ୍କାର ନୋମିନେଟେଡ ଅଭିନେତା ଇଲିୟଟ ପେଜ୍ ସୋସିଆଲ୍ ମିଡିଆ ଜରିଆରେ ମଙ୍ଗଳବାର ଜଣେ ତୃତୀୟ ଲିଙ୍ଗୀ ଭାବେ ଦୁନିଆ ସାମନାକୁ ଆସିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟରେ ନିଜକୁ ଇଲିୟଟ ପେଜ୍…
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି
ନୂଆଦିଲ୍ଲୀ: ୟୁନାଇଟେଡ୍ କିଙ୍ଗସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ମାସରେ ଇଣ୍ଡିଆସ୍ ରିପବ୍ଲିକ୍ ଡେ ପରେଡ ପାଇଁ ମୁଖ୍ୟ ଅତିଥି ହୋଇପାରନ୍ତି ବୋଲି ଜଣାପଡିଛି। ଉଭୟ ପକ୍ଷରୁ କୌଣସି ସରକାରୀ ନିଶ୍ଚିତତା ନଥିବାବେଳେ ଆସନ୍ତା ମାସ ଶେଷରେ ଜନସନଙ୍କ ଗସ୍ତ ପାଇଁ ଦୁଇ ଦେଶ କୂଟନୀତିକ ସ୍ତରରେ…
ଅନଲାଇନରେ ପାଠପଢାକୁ ଗୁରୁତ୍ୱ
ୟୁଟ୍ୟୁବ୍ ଦେଖି ପାଠ ପଢିବେ ଦଶମ ଛାତ୍ରଛାତ୍ରୀ
କଟକ: ଏବେ ରାଜ୍ୟ ସରକାର ଆଉ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ସ୍କୁଲ କେବେ ଖୋଲିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ଅନଲାଇନରେ ପାଠପଢାକୁ ଗୁରୁତ୍ୱ ଦିଆଯାଉଛି । ୟୁଟ୍ୟୁବ୍ରେ ଭିଡିଓ ଦେଖି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ…
ଆଉ ଏକ ବାତ୍ୟା ‘ବୁରେଭି’ ଆସୁଛି
ନୂଆଦିଲ୍ଲୀ : ଦକ୍ଷିଣରେ ବାତ୍ୟା ‘ନିଭାର’ ପରେ ଏବେ ‘ବୁରେଭି’ ଆତଙ୍କ ଖେଳାଇଛି। ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ତାମିଲନାଡ଼ୁ…
ଆସନ୍ତା ସପ୍ତାହରୁ ବ୍ରିଟେନ୍, ରୁଷ୍ରେ ଟିକାକରଣ
ଲଣ୍ଡନ୍: ବିଶ୍ବରେ ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍ରେ ଆସନ୍ତା ସପ୍ତାହରୁ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଫାଇଜର୍ -ବାୟୋଏନ୍ଟେକ୍ ଟିକାର ବ୍ୟବହାରକୁ ବ୍ରିଟେନ୍ ସରକାର ଚୂଡ଼ାନ୍ତ ଅନୁମତି ପ୍ରଦାନ କରିବା ସହିତ ଗଣ ଟିକାକରଣ ପ୍ରକ୍ରିୟା ଆରମ୍ଭ ପାଇଁ ମଧ୍ୟ ମଂଜୁରି ଦେଇଛନ୍ତି।…
ଦେଶରେ ୨୪ ଘଣ୍ଟାରେ ୩୫, ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ…
ଚୀନ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍
ଗଲୱାନ ଘାଟି ଆକ୍ରମଣ ପାଇଁ ଚୀନ୍ ରଚିଥିଲା ବହୁ ପୂର୍ବରୁ ଯୋଜନା
ୱାଶିଂଟନ:ଜୁନ୍ ୧୫-୧୬ରେ ଗାଲୱାନ ଉପତ୍ୟକାରେ ଚାଇନା ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ଆମେରିକାର ଏକ ପ୍ରମୁଖ କମିଟି ଏହି ପର୍ଦ୍ଦାଫାସ୍ କରିଛି । ସେଦିନ ରାତିରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ଚାଇନାର…