Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ନୋକିଆ ପକ୍ଷରୁ ନୋକିଆ ୨.୪ ଉନ୍ମୋଚିତ
ଭୁବନେଶ୍ୱର: ନୋକିଆ ଫୋନ୍ର ଗୃହ ଭାବେ ପରିଚିତ ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ବ୍ୟାପକ ଭାବେ ସଫଳତା ହାସଲ କରିଥିବା ନୋକିଆ ୨-ସିରିଜ୍ରେ ସଦ୍ୟତମ ଯୋଗଦାନ ଭାବେ ନୋକିଆ ୨.୪କୁ ଉନ୍ମୋଚନ କରାଯାଇଛି ।
ପରବର୍ତି ପିଢ଼ିର ନୋକିଆ ୨ରେ ରହିଛି ଆଧୁନିକ ଏଆଇ ଇମେଜିଂ ସୁବିଧା ସହ ନାଇଟ ମୋଡ ଓ…
ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର। ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର। ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ…
ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର୍ ମାରାଡୋନା ଆଉ ନାହାନ୍ତି
ବୋଏନସ୍ ଆଏରସ୍ : ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲର୍, ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି। ଫିଫା ବିଶ୍ବକପ୍ରେ ଦୁଇ ଦୁଇ ଥର ବିଂଶ ଶତାବ୍ଦୀର ଶ୍ରେଷ୍ଠ ଫୁଟବଲର୍ ପୁରସ୍କାର ବିଜେତା ମହାନ୍ ମାରାଡୋନାଙ୍କ ବୁଧବାର ରାତିରେ ୬୦ ବର୍ଷ ବୟସରେ…
ସୋନୁ ସୁଦଙ୍କୁ ବଡ ଉପହାର, ପ୍ରବାସୀ ରୋଜଗାରରେ ୨୫୦ କୋଟି ଟଙ୍କା ନିବେଶ କରିବ ସିଙ୍ଗାପୁର କମ୍ପାନୀ ଟେମାସେକ୍
ନୂଆଦିଲ୍ଲୀ,୨୬|୧୧: ସିଙ୍ଗାପୁରର କମ୍ପାନୀ ଗୁଡ୍ ଓ୍ୱାର୍କର୍ ବଲିଉଡ୍ ଅଭିନେତା ସୋନୁ ସୁଦ ଓ ଧନ୍ଦାମୂଳକ ଶିକ୍ଷା ପ୍ରଦାନକାରୀ ସଂସ୍ଥା ସ୍କୁଲ୍ ନେଟ୍ ମିଳିତ ଭାବେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଗୁଡ୍ ଓ୍ୱାର୍କର ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ତାଲିମ ପାଇଁ ୨୫୦ କୋଟି ଟଙ୍କା ନିବେଶ…
ନିଶା ପାଇଁ ଗଲା ଜୀବନ: ମଦ ସରିଯିବାରୁ ସାନିଟାଇଜର ପିଇଗଲେ ଲୋକେ
ମସ୍କୋ ୨୨/୧୧ : ନିଶା ଅଭ୍ୟାସ ଅତ୍ୟନ୍ତ କ୍ଷତିକାରକ। ନିଶା ଅଭ୍ୟାସ କେତେ ଯେ ହାନିକାରକ ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଋଷରେ। ଋଷ ତାତିନ୍ସିକ ଜିଲ୍ଲା ତୋମତୋର ଗାଁରେ ଏକ ପାର୍ଟିର ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବା। ପାର୍ଟିରେ ମଦ…
ସ୍କିଲ୍ ଇଣ୍ଡିଆ ପକ୍ଷରୁ ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ତାଲିମ୍ ଆରମ୍ଭ
ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ତାଲିମ୍ ଦେବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ୨୦୦ରୁ ଅଧିକ ତାଲିମ୍ କେନ୍ଦ୍ର ସ୍ଥାପିତ କରାଯାଇଛି ।…
ହୋଣ୍ଡା ପକ୍ଷରୁ ୨୦ ଦିନରେ ହାଇନେସ୍ ସିବି-୩୫୦ର ଡେଲିଭରି ୧୦୦୦ ଟପିଲା
ଭୁବନେଶ୍ୱର: ଗ୍ରାହକମାନଙ୍କ ସର୍ବବୃହତ ବିଶ୍ୱାସ ଜୟ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦ ଦିନରେ ୧୦୦୦ରୁ ଅଧିକ ହାଇନେସ୍ ସିବି-୩୫୦ ବାଇକ୍ର ଡେଲିଭରି କରାଯାଇଛି । ଖୁବ୍ କମ୍ ଦିନ ଭିତରେ ହାଇନେସ୍ ସିବି-୩୫୦କୁ ନେଇ ସଚେତନତା, ଚାହିଦା ଏବଂ…
ମାତ୍ର ୨୦୦୦ଟଙ୍କାରେଧନ ତେରାସ-ଦୀପାବଳିରେ କିଣନ୍ତୁ ଡାଇମଣ୍ଡ ଜୁଏଲାରୀ
ନୂଆଦିଲ୍ଲୀ ୧୩/୧୧: ଜେମ୍ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ କାଉନସିଲର ଚେୟାରମ୍ୟାନ୍ କହିଛନ୍ତି ଯେ ମହାମାରୀ ଏବଂ ଆର୍ଥିକ ଅନିଶ୍ଚିତତା ସତ୍ବେ ଧନତେରାସ ସମୟରେ ଡାଇମଣ୍ଡ ଜୁଏଲାରୀ ର ଚାହିଦା ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏଥର ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କାର ରେଞ୍ଜରେ ଲୋ…
ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ !
ନୂଆଦିଲ୍ଲୀ, ୧୩|୧୧: ସାରା ଦେଶ କରୋନା ମହାମାରୀ ମଧ୍ୟରେ ଦୀପାବଳି ପାଳନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ସ୍ୱତନ୍ତ୍ର ଅନ୍ଦାଜରେ ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ଥର ଜୟସାଲମେର ସୀମାରେ ଭାରତୀୟ ଯବାନଙ୍କ ସହ…
ଆଇସିଆଇସିଆଇ ବ୍ୟାଙ୍କର ମଡ୍ଗେଜ୍ ପୋର୍ଟଫୋଲିଓ ୨ ଲକ୍ଷ କୋଟି ଟଙ୍କା ସ୍ତର ଟପିଲା
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ମଡଗେଜ ଋଣ ବା ବନ୍ଧକ ଭିତିକ ଋଣ ପୋର୍ଟଫୋଲିଓ ୨ ଟ୍ରିଲିୟନ ଟଙ୍କା (୨ ଲକ୍ଷ କୋଟି ଟଙ୍କା) ମାଇଲଖୁଂଟ ଅତିକ୍ରମ କରିଛି, ଯଦ୍ୱାରା ଦେଶର ପ୍ରଥମ ଘରୋଇ କ୍ଷେତ୍ର ବ୍ୟାଙ୍କ ଭାବେ ଆଇସିଆଇସିଆଇ ବ୍ୟାଙ୍କ ଏହି ସଫଳତା…