Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦିଲ୍ଲୀରେ ଆରମ୍ଭ ହୋଇଛି କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ : ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ…
ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ୍
ମୁମ୍ୱାଇ : ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ, ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଅଧିକ ଅନୁସନ୍ଧାନ ପାଇଁ…
ଏନ୍ଡିଡିବି ଅଧ୍ୟକ୍ଷ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ମନୋନୀତ ହେଲେ
ଭୁବନେଶ୍ୱର : ଜାତୀୟ ଦୁଗ୍ଧ ବିକାଶ ବୋର୍ଡ(ଏନ୍ଡିଡିବି)ର ଅଧ୍ୟକ୍ଷ ଦିଲ୍ଲୀପ ରଥଙ୍କୁ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ୨୦୨୦ ନଭେମ୍ବର ୨ରେ ମନୋନୀତ କରାଯାଇଛି । ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡର ସାଧାରଣ ବୈଠକରେ ଏହା ସମ୍ପନ୍ନ ହୋଇଛି । ଏହି ଅବସରରେ ଶ୍ରୀ ରଥ କହିଛନ୍ତି ଯେ,…
କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା : ବୋନସ୍ ଦେବାରେ ବ୍ୟୟ ହେବ ୨୭୯୧ କୋଟି ଟଙ୍କା
କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲ୍ବି) ପ୍ରଦାନକୁ ଅନୁମୋଦନ କରାଯାଇଛି । ରେଳବାଇ, ଡାକ,!-->…
ଭାରତରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ : ପ୍ରଦୂଷଣ ଯୋଗୁଁ ୧.୬୭ ନିୟୁତ ଲୋକଙ୍କ ମୃତ୍ୟୁ
ବାୟୁ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି । ସମଗ୍ର ବିଶ୍ୱରେ ଭାରତ ବାୟୁ ପ୍ରଦୂଷଣ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ । ଗତବର୍ଷ ଭାରତରେ ସର୍ବାଧିକ ବାୟୁ ପ୍ରଦୂଷଣ ହୋଇଛି । ୨୦୧୯ରେ ଭାରତରେ ବାର୍ଷିକ ହାରାହାରି ପିଏମ୍ ଯଥେଷ୍ଟ ବୃଦ୍ଧି ପାଇଛି । ‘ଷ୍ଟେଟ୍ ଅଫ୍!-->…
ହୁ ହୁ ବଢ଼ୁଛି ପିଆଜ ଦର : ସକାଳେ ୭୦, ସନ୍ଧ୍ୟାରେ ୮୦; ଚିନ୍ତାରେ ଖାଉଟି
ପିଆଜ ଦର ପୁଣି ବୃଦ୍ଧି ପାଇଛି । ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି । ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି । ଗୁରୁବାରଠାରୁ ଏହି ଦର ୯୦ ଟଙ୍କା!-->…
ମହାରାଷ୍ଟ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶିପାରିବନାହିଁ…
ମହାରାଷ୍ଟ୍ର ସରକାର ବୁଧବାର ଦିନ ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଏକ ଆଇନ ଅଧିନରେ ରାଜ୍ୟର କ୍ଷମତା ଓ ଅଧିକାର କ୍ଷେତ୍ରର ବ୍ୟବହାର ପାଇଁ ସମ୍ମତି ପ୍ରତ୍ୟାହାର କରିବା ପାଇଁ ଆଦେଶ ଜାରି କରିଛନ୍ତି । ସୂଚନା ମୁତାବକ ସିବିଆଇର ରାଜ୍ୟର କ୍ଷମତା ଓ ଅଧିକାର!-->…
ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ : ଭିଡିଓ କନଫରେସିଂ ମାଧ୍ୟମରେ ଦେଲେ ଉଦବୋଧନ; କହିଲେ,…
କରୋନା କାଳରେ ପଶ୍ଚିମବଙ୍ଗ ପାଳିତ ହେଉଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ଆଜି ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି । ଭର୍ଚୁଆଲ ମାଧୟମରେ ଦୁର୍ଗା ପୂଜାରେ ସାମିଲ ହୋଇ ଉଦବୋଧନ ଦେଇଚନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ!-->…