Browsing Category

ନ୍ୟୁଜ୍

ପଞ୍ଚୁଭୁତି ଫୋରେଷ୍ଟ ଅଞ୍ଚଳ ପଡିଆ ଜମିରୁ ଏକ ହରିଣର ଶକ୍ତ ଆଘାତ ମୁତ୍ଯୁଦେହ ଜବତ

ଜଗନ୍ନାଥ ପ୍ରସାଦ -: ୦୯/୦୭ ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନସ୍ତ ପଞ୍ଚୁଭୁତି ନିକଟ ବର୍ତ୍ତୀ ଚଢ଼ୀଆ ପଲ୍ଲୀ ନିକଟବର୍ତ୍ତୀ ଯାତ୍ରା କୁମୁଟି ଗ୍ରାମ ନିକଟରେ ବାରାହ ମାରିବାକୁ ପଡ଼ିଥିବା ବିଦୂତ ଫାସରେ ପଡି ଏକ ହରିଣ ମରିଥିବା ଦେଖିବାକୁ ମିଳିଛି ହରିଣ ବହୁତ କଷ୍ଟରେ ଛଟ ପଟ ହୋଇ ନିଜର…

ସର୍ବଭାରତୀୟ ଧର୍ମଘଟ, ବ୍ରହ୍ମପୁର ରେଲୱେ ଷ୍ଟେସନରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ,

ବ୍ରହ୍ମପୁର : ଟ୍ରେଡ ୟୂନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ସହବନ୍ଧିତ ଓଡିଶା ମନରେଗା ଶ୍ରମିକ ୟୁନିଅନ ଓ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ସଂଗ୍ରାମୀ ଶ୍ରମିକ ୟୁନିଅନ ନେତୃତ୍ବରେ ଶହଶହ ଶ୍ରମିକମାନେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ ଓ ସମସ୍ତ…

ଆତ୍ମସମର୍ପଣ କଲେ ତିନି ହାର୍ଡକୋର୍ ମାଓବାଦୀ

ଫୁଲବାଣୀ, : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ଆଉ ଏକ ସଫଳତା । ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ । ଏନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର । ଆତ୍ମସମର୍ପଣ…

ଘରୋଇ ନିବେଶ କ୍ଷେତ୍ରରେ ଟପ୍‌ରେ ଓଡ଼ିଶା

ନୂଆଦିଲ୍ଲୀ, : ଘରୋଇ ପୁଞ୍ଜି ବିନିଯୋଗରେ ସବୁଠାରୁ ଆଗରେ ରହିଛି ଓଡ଼ିଶା । ନୂଆ ନିବେଶ ଆଣିବାରେ ବିକଶିତ ରାଜ୍ୟଗୁଡ଼ିକୁ ଏହା ପଛରେ ପକାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟିର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଡାଟାରୁ…

ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ ଭାରତର ଉଜ୍ଜ୍ୱଳ ନକ୍ଷତ୍ର : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି…

ବେଦାନ୍ତ ଆଲୁମିନିୟମ ଭାରତର ୫ଜି ଏବଂ ଭିତିଭୂମି ମଧ୍ୟରେ ଆଲୁମିନିୟମ ତାର ରଡ୍ ପାଇଁ ବଢୁଥିବା ଚାହିଦା ପୂରଣ କରିବାକୁ…

ଭୁବନେଶ୍ୱର,: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛି ଯେ ଏହାର ୟୁନିଟ୍‌, ଭାରତ ଆଲୁମିନିୟମ କମ୍ପାନୀ (ବାଲକୋ) ଏହାର ଚଳିତ ମୋଟ ୧ ମେଟ୍ରିକ୍ ଟନ୍ ପ୍ରତିବର୍ଷ (ଏମଟିପିଏ) ସମ୍ପ୍ରସାରଣର ଅଂଶ ଭାବରେ ତାର ରଡ୍ ଉତ୍ପାଦନ କ୍ଷମତାକୁ ବିସ୍ତାର କରୁଛି ।…

ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ: ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ

ଭୁବନେଶ୍ୱର, : ବିଷାକ୍ତ ପାଣିରୁ ବ୍ୟାପୁଛି ଡାଇରିଆ । ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍ । ଫିଲ୍ଡ ଭିଜିଟ୍‌ ବେଳେ ପାଣିରୁ ଡାଇରିଆ ବ୍ୟାପୁଥିବା ନେଇ କେନ୍ଦ୍ରୀୟ ଟିମ୍ ଜାଣିବାକୁ ପାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତିକୁ ନେଇ ଲୋକସେବା…

ବର୍ଷାଜଳ ନିଷ୍କାସନ ସୁପରିଚାଳନା ପାଇଁ ନିର୍ଦ୍ଦେଶ କମିଶନରଙ୍କ ବାହାନା, ସାପୁଆ ନାଳ ପରିଦର୍ଶନ

ବ୍ରହ୍ମପୁର, : ବ୍ରହ୍ମପୁର ମହାନଗର ନିଗମର କମିଶନର ପି ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ବିଭିନ୍ନ ୱାର୍ଡର ଡ୍ରେନେଜ୍ ସମସ୍ୟା ଅନୁଧ୍ୟାନ କରିବା ସହ ବର୍ଷାଜଳ ନିଷ୍କାସନର ସୁପରିଚାଳନା ପାଇଁ ବାହାନା ଓ ସାପୁଆନାଳ ପରିଦର୍ଶନ କରିଛନ୍ତି । ବର୍ଷା ହେଲେ ବିଭିନ୍ନ ୱାର୍ଡର ଓ ମୁଖ୍ୟରାସ୍ତା ଜଳ…

ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ: ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ: ସରକାର

ଭୁବନେଶ୍ୱର, : ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ରୀୟ ଟିମ୍ ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ଥିବାବେଳେ ଏବେ ରାଜ୍ୟ ସରକାର ନିଜର ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ…

ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ

ଭୁବନେଶ୍ୱର, : ସରି ଆସୁଛି ଖରାଛୁଟି । ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ôଚବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ…