Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ବିକଶିତ ଗାଁ ବିକଶିତ ଓଡିଶା ଉନ୍ନୟନ ପ୍ରକଳ୍ପ ଉପରେ କୋକସରା ପଞ୍ଚାୟତ ସମିତି ରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ
ଧର୍ମଗଡ଼ : ରାଜ୍ୟ ବିଜେପି ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ର ବିକାଶ ପାଇଁ ଲୋକାଭିମୁଖୀ ବିକଶିତ ଗାଁ ବିକଶିତ ଯୋଜନା ପ୍ରସ୍ତୁତ କରି ରାଜ୍ୟର ପଞ୍ଚାୟତ ସ୍ତରରେ ସମସ୍ତ ପ୍ରକାର ମୌଳିକ ସୁବିଧା କେମିତି ଜନ ସାଧାରଣ ଙ୍କ ନିକଟରେ ପହଞ୍ଚିବ ସେ ନେଇ ବ୍ଲକ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧି…
ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ନୂଆ ଅଧିନାୟକ
ଇଂଲଣ୍ଡ, : ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ସିରିଜ ସହ ଭାରତ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ ମଧ୍ୟ କରିବ । ଏହା ବ୍ୟତୀତ ପ୍ରଥମଥର ପାଇଁ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟଙ୍କ କୋହଲିଙ୍କ ଅବସର ପରେ ଭାରତୀୟ…
ମହିଳା ଓ ଶିଶୁ ବିକାଶ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ୱର,: ଲୋକସେବା ଭବନସ୍ଥିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କର କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ନୂତନ ୱେବସାଇଟର ଢାଂଚା ପ୍ରସ୍ତୁତିର…
ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ପାଇଁ ଅଧିକାରୀମାନେ ସମସ୍ତ କଲ୍ୟାଣକାରୀ ଯୋଜନା ସଂର୍ପକରେ ଭଲ ଭାବେ ଜାଣନ୍ତୁ :…
ଭୁବନେଶ୍ୱର,: ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା କରିବା ପାଇଁ ଅଧିକାରୀମାନେ ସମସ୍ତ ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ସଂପର୍କରେ ଭଲଭାବରେ ଜାଣନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୨୮ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ…
ଚିନ୍ତା ବଢାଇଲା କରୋନା : ଓଡିଶାରେ ୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନୂଆ ଚିନ୍ତା ସୃଷ୍ଟି କରିଛି । ବିଭାଗର ସୂଚନା ଅନୁସାରେ, ୫…
କାମଠଣା ପଞ୍ଚାୟତ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା କାମଠଣାସ୍ଥିତ ଗ୍ରାମ ପଞ୍ଚାୟତ ଅଫିସ ଠାରେ ବିଭିନ୍ନ ଆଇନ ସହାୟତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ, ମଧ୍ୟସ୍ଥତା…
ଆଇପିଏଲ ୨୦୨୫ରେ ସେନାକୁ ସମ୍ମାନିତ କରିବ ବିସିସିଆଇ
ନୂଆଦିଲ୍ଲୀ, : ଆସନ୍ତା ଜୁନ ୩ରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ ସଂସ୍କରଣର ଫାଇନାଲ । ଫାଇନାଲ ମ୍ୟାଚରେ ଭାରତୀୟ ସେନାକୁ ସମ୍ମାନ ଜଣାଇବ ବିସିସିଆଇ । ଫାଇନାଲ ମ୍ୟାଚ୍ ପାଇଁ ଆୟୋଜିତ ହେବାକୁଥିବା ଉଦଯାପନୀ ସମାରୋହରେ ଭାରତୀୟ ସେନାର ପରାକ୍ରମକୁ…
ଆଚାର୍ଯ୍ୟବିହାର ହେବ ଆଇଟି ହବ
ଭୁବନେଶ୍ୱର,: ଆଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଓ
ରାଜ୍ୟ ସରକାରଙ୍କ…
ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା
ସାନଖେମୁଣ୍ଡି : ସାନଖେମୁଣ୍ଡି ଅଞ୍ଚଳ ର ତଥା ଗଞ୍ଜାମ ଜିଲ୍ଲା ର ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ ମାଗିଲେ ଭିକ୍ଷା | ସୂଚନା ଅନୁସାରେ ଯାତ୍ରା କଣ୍ଠଶିଳ୍ପୀ ମଞ୍ଜୁଶ୍ରୀଙ୍କ ଚିକିତ୍ସା ପାଇଁ ମଞ୍ଚରେ ଭିକ୍ଷା ମାଗିଲେ ନାଟ୍ୟ ନିର୍ଦ୍ଦେଶକ । ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଭୁବନେଶ୍ୱର, : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ଦିଗରେ ଗତି କରି ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର…