Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ତେଣ୍ଡାପାଳି ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ।
ଧର୍ମଗଡ଼ ; ରାଜ୍ୟରେ ବିଜେପି ସରକାର ଙ୍କ ଶାସନ କୁ ୧ ବର୍ଷ ପୂରଣ ହୋଇଥିବା ବେଳେ ଏହି ବର୍ଷେ ମଧ୍ୟରେ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟ ରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଓ ଲୋକାଭିମୁଖୀ ଯୋଜନା କୁ ଗାଁ…
ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ…
ଶୁଟିଂ ସେଟରେ ବଡ଼ ଦୁର୍ଘଟଣା, ଦେଖିବାକୁ ମିଳିଲା ବନ୍ୟା ଭଳି ସ୍ଥିତ
ହାଇଦ୍ରାବାଦ, : ତେଲୁଗୁ ଅଭିନେତା ନିଖିଲ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ \"ଦି ଇଣ୍ଡିଆ ହାଉସ\'ର ଶୁଟିଂ ସେଟରେ ଘଟିଛି ବଡ଼ ଦୁର୍ଘଟଣା । ଶୁଟିଂ ଚାଲିଥିବା ବେଳେ ଏକ ବଡ଼ ପାଣି ଟାଙ୍କି ହଠାତ ଫାଟି ଯିବାରୁ ୭ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ…
ଝାଡ଼ଖଣ୍ଡରେ ରଜ, ସ୍ମୃତିର ଦିନ ମନେ ପଡ଼େ ପିଲାଦିନ ଅମୃତ ମୁହୂତ୍ତ
ରଜ ଆସେ ଝିପି ଝିପି ବର୍ଷା ଝିଟିକାରେ । କଳା ଘନ ମେଘାଚ୍ଛନ୍ନ ଅଳସ ଲଗ୍ନରେ । ଲାଲଟୁକୁଟୁକୁ ସାଧବ ବୋହୁର ଧୀର ଚାଲି ଅମୃତ ବେଳାରେ । ଗାୟଳ ଟୋକାର ଗୋରୁପଲ ତା ପିଠିରେ ବଗ, କଜଳପାତିଙ୍କ ପୋକଯୋଜ ଖାଇବାର ଆନନ୍ଦ ପର୍ବରେ ଝାଡ଼ଖଣ୍ଡ ରାଜ୍ୟର ରଜ ପର୍ବ ଆସେ । ଜୁଆଡ଼େ ଚାହିଁବ ପାନ, ପିଠା, ଅଳତା,…
ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ପରିସରରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର ଅଦ୍ୟ ତା. ୧୨.୦୬.୨୦୨୫ ରିଖ ଗୁରୁବାର ଦିନ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବଦ୍ଧନସିଂହଦେଓଙ୍କ କରକମଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ମା’ଟିଏ ଗଛଟିଏ” ପରିପ୍ରେକ୍ଷୀରେ ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଏକ ବୃକ୍ଷରୋପଣ…
ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ।
ଧର୍ମଗଡ଼ : ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା ବିକାଶତ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଅନ୍ତୋଦୟ ଗୃହ ଯୋଜନା’,…
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସ୍ଥାନୀୟ ବାଲିପିଣ୍ଡି ହରିଜନ ସାହିର ଜନୈକ ଯୁବକକୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ହେଲେ ହେଲେ ଅଜୟ କୁମାର ବେହେରା(୨୭) ଓରଫ୍ ଅଜୁ ।ଏ ନେଇ କେସ୍…
ଡ଼ହଗାଁ ଓ ଆମପାଣି ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ, ଚାଷି ଙ୍କୁ ଉନ୍ନତ ଚାଷ ସମ୍ପର୍କରେ ବୈଷୟିକ…
ଧର୍ମଗଡ଼ ; କୃଷି ଓ କୃଷକ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ପକ୍ଷରୁ ଦେଶ ର କୃଷି ଓ କୃଷକ ଙ୍କ ମାନଦଣ୍ଡ କୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ଚାଷି ମାନଙ୍କୁ ଉନ୍ନତ ମାନର କୃଷି ବୈଷୟିକ ଜ୍ଞାନ କୌଶଳ ବିକାଶ ପାଇଁ…
ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ
ଛତ୍ରପୁର ତା.୧୧ .୦୬.୨୦୨୫ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ ବୁଧବାର ଦିନ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି…
୮ ଦିନ ହେଲା ପୁରୁଷୋତ୍ତମପୁରରେ ମୋବାଇଲ ସେବା ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଉପଭୋକ୍ତା
ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦିନକୁ ଦିନ ବିଏସ୍ଏସ୍ଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିୁଦ୍ୟତ୍ ଚାଲିଗଲେ ମୋବାଇଲ ନେଟ୍ଓ୍ବର୍କ ମଧ୍ୟ ଚାଲିଯାଉଛି। ଏ ପରିସ୍ଥିତି ଏଠାରେ ଦୀର୍ଘଦିନ ହେଲା ଲାଗି ରହିଥିବା ବେଳେ ଗତ ୪ରୁ ସମ୍ପୂର୍ଣ୍ଣ ରୂପେ ମୋବାଇଲ ସେବା ସହର ସାରା…