Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ
ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା…
ନିଲମ୍ବନ ପରେ ରାଗିଲେ ସଞ୍ଜୟ ସିଂହ
ପଦ ରଦ୍ଦ ହେବା ପରେ ରାଗିଗଲେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ। ସେ ରାଗିକି ନିଆଁ ବାଣ ହୋଇଯାଇଛନ୍ତି। ନିଲମ୍ବନକୁ ବିରୋଧ କରିବା ସହ ସେ ଏହା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି। ନବନିର୍ବାଚିତ ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ବଡ…
ଭାରତର ଐତିହାସିକ ବିଜୟ: ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇଲା
ମୁମ୍ବାଇ, ୨୪ା୧୨: ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ଟେଷ୍ଟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦଳ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟରେ ପରାସ୍ତ କରିଛି। ୧୯୭୭ରୁ ୧୧ଟି ପ୍ରୟାସ ପରେ…
ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, : ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍। ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଶନିବାର ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା। ତେବେ ତାଙ୍କର…
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲ ିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ସ୍ୱର୍ଗତ ମଲ୍ଲିକ ଦେଶର ସ୍ୱାଧୀନତା ସଂଗ୍ରାମରେ…
ଘରୋଇ ବଜାରରେ ୧୫% ବଢ଼ିଛି ଚାଉଳ ଦର
ନୂଆଦିଲ୍ଲୀ: ମହଙ୍ଗା ବଜାରରେ ଚାଉଳ ମୂଲ୍ୟ ହ୍ରାସର କୌଣସି ଲକ୍ଷଣ ଦେଖାଯାଉନାହିଁ। ପ୍ରଚୁର ଚାହିଦା ଏବଂ ଯୋଗାଣରେ ଅଭାବ ହେତୁ ଘରୋଇ ବଜାରରେ ଇତିମଧ୍ୟରେ ଚାଉଳ ଦର ୧୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କାରଣ ଏଲ୍-ନିନୋ ପ୍ରଭାବରେ ଭାରତରେ ବ୍ୟାପକ ମାତ୍ରାରେ ଧାନ ଫସଲ ନଷ୍ଟ ହୋଇଛି।…
ଦେଶରେ ବଢୁଛି ମହିଳା ବିରୋଧୀ ଅପରାଧ
ନୂଆଦିଲ୍ଲୀ,୨୪ା୧୨ : ଦେଶରେ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ନିଖୋଜ ମାମଲା ମଧ୍ୟ ଚିନ୍ତା ବୃଦ୍ଧି କରିଦେଇଛି। ଗତ ୬ ବର୍ଷରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୨୫ ଲକ୍ଷରୁ ଅଧିକ ବାଳିକା ଏବଂ ମହିଳା ନିଖୋଜ ହୋଇଯାଇଛନ୍ତି। ଅର୍ଥାତ୍ ଦିନକରେ ୧୧୬୭ ଜଣ ନିଖୋଜ…
ଜାନୁଆରୀ ୧୫ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୪ା୧୨ : ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ଆଜି ସତ୍ୟବାଦୀ ଗସ୍ତରେ ଯାଇ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ •ଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା…
ପୂର୍ବ ଭାରତରେ ଓଡ଼ିଶା ଆଗରେ
ଭୁବନେଶ୍ୱର,୨୪ା୧୨ : ବିତ୍ତୀୟ ବ୍ୟବସ୍ଥା ଏବଂ ପରିଚାଳନାରେ ଆଗକୁ ବଢ଼ୁଛି ଓଡ଼ିଶା। ୨୦୧୭-୧୮, ୨୦୨୨- ୨୩ରେ ମୁଣ୍ଡପିଛା ଆୟରେ ସର୍ବାଧିକ ବୃଦ୍ଧି ହୋଇଛି। ପୂର୍ବ ଭାରତରେ ମୁଣ୍ଡପିଛା ଆୟରେ ଓଡ଼ିଶା ଆଗରେ ଥିବା ଲୋକସଭାର ପ୍ରଶ୍ନକାଳ ଉତ୍ତରରୁ ସ୍ପଷ୍ଟ ହୋଇଛି। ରାଜ୍ୟର ଋଣହାର ଦେଶରେ ଖୁବ୍…
ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ
ନୂଆଦିଲ୍ଲୀ, ୨୩ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ। ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜଭୁଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ…