Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
କୁଳଦୀପ ଯାଦବଙ୍କ ନିର୍ବନ୍ଧ ସମ୍ପନ୍ନ, ନଭେମ୍ବରରେ ବିବାହ
ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର କୁଳଦୀପ ଯାଦବ ଲକ୍ଷ୍ନୌରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ନିର୍ବନ୍ଧ କରିଛନ୍ତି । ବଂଶିକା କାନପୁରର ବାସିନ୍ଦା ଏବଂ ତାଙ୍କ ବାପା ଏଲଆଇସିରେ କାମ କରନ୍ତି । ଏହି ନିର୍ବନ୍ଧ ଉତ୍ସବ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ରିଙ୍କୁ ସିଂହଙ୍କ ସମେତ…
ବେଙ୍ଗାଲୁରୁ ଦଙ୍ଗା ପରେ ମୁହଁ ଖୋଲିଲେ କୋହଲି
ବେଙ୍ଗାଲୁରୁ, ୫ା୬: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି…
ବାହୁଡ଼ାରେ ପରଦାକୁ ଆସିବ ‘ଆଇ ଆମ୍ କାଳିଆ
ଭୁବନେଶ୍ୱର, : ଲି ବ୍ଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଆମ୍ କାଳିଆ- ଲଭ୍ ଅର୍ ଡିଭୋସନ୍?\'ର ଫାଷ୍ଟ୍ ଲୁକ୍ ଉନ୍ମୋଚନ ହୋଇଛି । ଚଳଚ୍ଚିତ୍ରର ପୂରା ଟିମ୍ ଏବଂ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ଆଜିକା ସମୟରେ ମହାପ୍ରଭୁଙ୍କୁ ଖୁବ୍…
କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଘୋଷଣାକୁ ସ୍ୱାଗତ
ସମ୍ବଲପୁର,: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କେନ୍ଦୁପତ୍ର ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦୁପତ୍ରର ଲାଭାଂଶ ରୁ ୪୧ କୋଟି ୧୭ ଲକ୍ଷ ପ୍ରଦାନ କରାଯାଇଛି । ଏଥିରେ ଚପଳ ପାଇଁ ୧୬୦ ଟଙ୍କା, ପତ୍ର…
ଅଯୋଧ୍ୟା ରାମ ଦରବାରରେ ସ୍ଥାପନା ହେଲା ଶ୍ରୀରାମ, ମା’ ସୀତା, ହନୁମାନଙ୍କ ବିଗ୍ରହ
ଉତ୍ତରପ୍ରଦେଶ,: ବିରାଜିଲେ ଶ୍ରୀରାମ । ଅଯୋଧ୍ୟାରେ ରାମ ଦରବାରରେ ପ୍ରାଣ ପ୍ରତିଷ୍ଠା । ସ୍ଥାପନା ହେଲେ ଶ୍ରୀରାମ, ମା’ ସୀତା, ହନୁମାନଙ୍କ ସମେତ ୩ ଭାଇଙ୍କ ବିଗ୍ରହ । ରାମନାମରେ ଗୁଞ୍ଜରିତ ଚତୁର୍ଦ୍ଦିଗ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରିଛନ୍ତି…
ଗରିବ କଲ୍ୟାଣ ଲାଗି ଅଭିପ୍ରେତ ଏକ ସହାନୁଭୂତିଶୀଳ ସରକାର : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୫ା୬: ଗରିବ କଲ୍ୟାଣ ଲାଗି ଅଭିପ୍ରେତ ମୋଦି ନେତୃତ୍ୱାଧୀନ ଏନଡିଏ ସରକାରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଏକ ରୂପାନ୍ତରିତ ଓ ସମଷ୍ଟିଗତ ସରକାରର ଶାସନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମଷ୍ଟିଗତ ଭାବଧାରାରେ ବିଶ୍ୱାସ…
ମୁଁ ଏବଂ ମୋ ସରକାର ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର, ୫ା୬: ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ରମ୍ଭାସ୍ଥିତ ବାଳକ ବିଦ୍ୟାଳୟ ପରିସରରେ ସଂଗ୍ରାମୀ ସ୍ମାରକ କାର୍ଯ୍ୟକ୍ରମରେ ଯୋଗଦାନ କରି ୪୧ଜଣ ସଂଗ୍ରାମୀ ଓଡିଆ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତ ଉନ୍ମୋଚନ କରିଛନ୍ତି । ପରେ ଛତ୍ରପୁର ସ୍ଥିତ ଖେଳ…
ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୫ା୬: ଗୁରୁବାର ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ…
ଗୁପ୍ତଚର ସନ୍ଦେହରେ ପୁଣି ଜଣେ ୟୁଟ୍ୟୁବର୍ ଗିରଫ: ଜ୍ୟୋତିଙ୍କ ସହିତ ଥିଲା ବଡ଼ ଲିଙ୍କ
ନୂଆଦିଲ୍ଲୀ,: ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ । ପଞ୍ଜାବର ଜଣେ ୟୁଟ୍ୟୁବରଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ କରିଛି ପୁଲିସ୍ । ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅନେକ ଜଣଙ୍କୁ ପୂର୍ବରୁ ପୁଲିସ୍ ଗିରଫ କରିଛି । ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର୍ ବି ଅଛନ୍ତି ।…
ଜୁନ୍ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା : ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର,: ‘ଏକ୍ ପେଡ୍ ମା\' କେ ନାମ୍’ ଅର୍ଥାତ୍ ମା\'ଙ୍କ ନାମରେ ଗୋଟିଏ ଗଛ ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି ବୃହତ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ମା’ଙ୍କ ନାମରେ ଗୋଟିଏ ଗଛ ୨.୦ର ଶୁଭାରମ୍ଭ ହେଉଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଜୁନ…