Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଆରବିଆଇର ଘୋଷଣା: ମହଙ୍ଗା ହେବ ବ୍ୟକ୍ତିଗତ ଋଣ
କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ନେଇ ଜାରି ସର୍କୁଲାରରେ କମର୍ସିଅ ।ଲ ବ୍ୟାଙ୍କମାନଙ୍କ କଞ୍ଜ୍ୟୁମର ଲୋନ ରିସ୍କ ୱେଟେଜ୍ ବୃଦ୍ଧିରେ ପର୍ସନାଲ ଲୋନ ମଧ୍ୟ ସାମିଲ ବୋଲି କହିଥିଲେ । ତେବେ ଏଥିରେ ହୋମଲୋନ,…
ଆରମ୍ଭ ହେଲା ନାଟମଣ୍ଡପ ମରାମତି କାମ
ପୁରୀ,୧୭ା୧୧ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆଜିଠୁ ଆରମ୍ଭ ହୋଇଛି । ଏଏସଆଇ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯାଇଛି । ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ତ୍ତ…
ରୋଗକୁ ହରାଇବ ମାନବିକତାର ସ୍ପର୍ଶ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୧୧ : ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ । ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମନ୍ତ୍ର । ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ…
ସାମିଙ୍କ ନାଁରେ ଯୋଡ଼ି ହେଲା ୯ ରେକର୍ଡ
ମୁମ୍ବାଇ, ୧୬ା୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ବିଶ୍ୱକପ କ୍ରିକେଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଫାଇନାଲରେ ପହଞ୍ଚିଛି ଦଳ । ତେବେ ଏହି ମ୍ୟାଚ୍ ମନେ ରହିବ ଆହୁରି ଅନେକ କାରଣ ପାଇଁ । ଏହି ମ୍ୟାଚରେ ଭାଙ୍ଗିଛି…
ଠକାମିର ୩ ଦିନରେ ସୂଚନା ନଦେଲେ ଆଉ ପାଇବେନି ଟଙ୍କା: ଆରବିଆଇ
ନୂଆଦିଲ୍ଲୀ: ବହୁଥର ସାଇବର ଫ୍ରଡଙ୍କ କାରନାମା ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି । ଅନେକ ଲୋକଙ୍କର ଏସବିଆଇ ଆକାଉଣ୍ଟ ରହିଛି । ଯାହାକୁ ନେଇ ବ୍ୟାଙ୍କ ତରଫରୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ । ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ ଯାହାକୁ ଜାଣିବା ଆପଣ…
୨୦୨୪-୨୬ ମଧ୍ୟରେ ଦେଶର ଅର୍ଥନୀତି ୬-୭.୧ ପ୍ରତିଶତ ବଢିବ:ଏସଆଣ୍ଡପି
ନୂଆଦିଲ୍ଲୀ: ଗ୍ଲୋବାଲ ରେଟିଂ ଏଜେନ୍ସି ଏସ୍ଆଣ୍ଡପି ଭାରତର ଆର୍ଥିକ ଅଭିବୃଦ୍ଧି ସମ୍ଭାବନା ମଧ୍ୟମ ଅବଧିରେ ମଜଭୁତ ରହିବା ନେଇ ଅନୁମାନ କରିଛି । ଏଜେନ୍ସି ପକ୍ଷରୁ ଗୁରୁବାର କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୨୫- ୨୬ ଯାଏ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ବାର୍ଷିକ ୬-୭.୧…
୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ଭୁବନେଶ୍ୱର,୧୬ା୧୧ : ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି ଆଦି ଚାଲିଛି ୫-ଟି ଅଧିନରେ । ଏବେ…
୫ ଦିନ ଧରି ଟନେଲ ଭିତରେ ୪୦ ଜୀବନ ବିଦେଶୀ ସଂସ୍ଥାର ଲୋଡ଼ାଗଲା ସହାୟତା
ନୂଆଦିଲ୍ଲୀ,୧୬ା୧୧: ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଣ୍ଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର…
୩୫୪୯ ପିଲା ପାଇଲେ ଓଡିଆ ଭାଷା ବୃତ୍ତି ପୁରସ୍କାର ନିଜ ସାମର୍ଥ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ…
ଭୁବନେଶ୍ୱର,୧୬ା୧୧ : ତିନି ଦିନ ଧରି ଚାଲିଥିବା ପିଲାଙ୍କ ମହୋତ୍ସବ ସୁରଭି ଗୁରୁବାର ଉଦ୍ଯାପିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ନିଜ ଚିନ୍ତାଧାରାକୁ ଉଚ୍ଚ କରିବାକୁ ପ୍ରେରଣା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ…
ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି
ପୁରୀ,୧୬ା୧୧ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ । ଏଥିନେଇ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି । ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ ହେବ । ମରାମତି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରି•ଳନା କମିଟି ସେବାୟତ ସଦସ୍ୟ…