Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଦିଲ୍ଲୀରେ ଆରମ୍ଭ ହୋଇଛି କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ : ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ…
ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ୍
ମୁମ୍ୱାଇ : ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ, ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଅଧିକ ଅନୁସନ୍ଧାନ ପାଇଁ…
ଏନ୍ଡିଡିବି ଅଧ୍ୟକ୍ଷ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ମନୋନୀତ ହେଲେ
ଭୁବନେଶ୍ୱର : ଜାତୀୟ ଦୁଗ୍ଧ ବିକାଶ ବୋର୍ଡ(ଏନ୍ଡିଡିବି)ର ଅଧ୍ୟକ୍ଷ ଦିଲ୍ଲୀପ ରଥଙ୍କୁ ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡକୁ ୨୦୨୦ ନଭେମ୍ବର ୨ରେ ମନୋନୀତ କରାଯାଇଛି । ଅନ୍ତର୍ଜାତୀୟ ଦୁଗ୍ଧ ଫେଡ଼େରେଶନ ବୋର୍ଡର ସାଧାରଣ ବୈଠକରେ ଏହା ସମ୍ପନ୍ନ ହୋଇଛି । ଏହି ଅବସରରେ ଶ୍ରୀ ରଥ କହିଛନ୍ତି ଯେ,…
ଷ୍ଟ୍ରଙ୍ଗ ରୁମ୍ରେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଛି। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍ରେ। ଗତକାଲି ବାଲେଶ୍ୱର ଖ୍ରିଷ୍ଟିଆନ…
ରାଜ୍ୟରେ ଆଉ ୧୨ କରୋନା ମୃତ୍ୟୁ
ଭୁବନେଶ୍ବର : ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୪୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଚଳିତ ମାସରେ ଖୋଲିବ ସ୍କୁଲ୍
ଭୁବନେଶ୍ୱର: ଚଳିତ ମାସରେ ଖୋଲିବ ସ୍କୁଲ୍। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ସୂଚନା ଦେଇଛନ୍ତି। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ। ଯଦି ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନ ହୁଅନ୍ତି, ତା’ହେଲେ ଅନ୍ଲାଇନ୍ କ୍ଲାସ୍ ବ୍ୟବସ୍ଥା କରାଯିବ। ସ୍କୁଲ ଖୋଲିବା…
କୋଭିଡ୍ କଟକଣାରେ ପାରଳାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରି ସାହି ଛକ ଠାରେ ଗତକାଲି ସନ୍ଧ୍ୟାରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି । ପ୍ରଶାସନର ନିର୍ଦ୍ଦେଶକ୍ରମେ କୋଭିଡ୍ କଟକଣା ଓ ନିୟମ ଅନୁଯାୟୀ ପୂଜାର ଅୟୋଜନ ଚାଲିଛି । ପାରଳା ସହରର ୧ମାତ୍ର ଏହି ପୂଜା ଚଳିତ ବର୍ଷ ୩୬ବର୍ଷ ପୂର୍ତ୍ତି…
ପିଇବା ପାଣିର ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ
କୋଲନରା:- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୋଲନରା ପଞ୍ଚାୟତ ଅନକ।ବ।ଡି ଗ୍ରାମ ରେ ପିଇବା ପାଣି ର ଅସୁବିଧା ଦେଖିବାକୁ ମିଳିଛି । ଗ୍ରାମରେ ସର୍ବ ମୋଟ ପ୍ରାୟ 80 ଟି ପରିବାର ବସବାସ କରନ୍ତି । 80 ଗୋଟି ପରିବାର କୁ ପାଞ୍ଚ ଗୋଟି ନଳକୂପ ଥିବା ବେଳେ ଦୈନିକ ବ୍ୟବହାର କରୁଥିବା ନଳକୂପ ଖରାପ ହୋଇ…
ରାଜ୍ୟରେ କରୋନା ଆଉ ୧୧ ମୃତ
ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୩୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୧ ଜଣ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ…
ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଉ ପାଦେ ଆଗକୁ ବଢ଼ିଲା ବିଏସଏଫ ବାହିନୀ। ଆଜି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ପ୍ରତିଷ୍ଠା ହେଲା ନୂତନ ବିଏସଏଫ କ୍ୟାମ୍ପ। ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଜାନବାଇ, ଯନ୍ତାପାଇ, ହନ୍ତାଳଗୁଡ଼ା ଏବଂ ଦାରଲାବେଡା ଠାରେ…