Browsing Category

ନ୍ୟୁଜ୍

ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ : ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଲେ ଏଭଳି କଥା……

ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବେ ଟେଲିଭିଜନ ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ । ଏହାକୁ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି ସନା । ଗ୍ଲାମର ଦୁନିଆକୁ ବିଦାୟ ଦେବାର ନିଷ୍ପତ୍ତି ପଛରେ ଧାର୍ମିକ କାରଣ ଥିବା ସନା ଉଲ୍ଲେଖ କରିଛନ୍ତି

ଆଇପିଏଲ ଇତିହାସରେ ପ୍ରଥମ ଥର ପଏଣ୍ଟ ଟେବୁଲର ତଳେ ରହିଛି ଚେନ୍ନାଇ । ଏଥର ପ୍ଲେଅଫରୁ ବାଦ ପଡିପାରେ ଧୋନୀବାହିନୀ ।

ଆଇପିଏଲ ଇତିହାସରେ ଏଥର ଘଟିଛି ଏକ ନୂଆ ଘଟଣା । ଯାହାକି ପୂର୍ବରୁ କୌଣସି ବି ସିଜିନରେ ଘଟିନଥିଲା । ଚଳିତ ଆଇପିଏଲରେ ୧୦ଟି ମ୍ୟାଚ ପରେ ପଏଣ୍ଟ ଟେବୁଲର ସବା ଶେଷରେ ରହିଛି ଚେନ୍ନାଇ ସୁପର କିଙ୍ଗ । ଏହାସହ ଚେନ୍ନାଇ ପ୍ଲେ ଅଫ ଖେଳିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଛି । ଏହି ଘଟଣା ଚେନ୍ନାଇ

ପାରାଦୀପ ଠାରୁ ୧୮୦କିମି ଦୂରରେ ଅବପାତ ସକ୍ରିୟ : ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ; ୨ଟି…

ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ୧୮୦ କିମି ଦୂରରେ ସକ୍ରିୟ ରହିଛି । ଏହା ପଶ୍ଚିମବଙ୍ଗ ସାଗର ଦୀପ ପୁଞ୍ଜ ଠାରୁ ଦକ୍ଷିଣ ,

ରାଜ୍ୟରେ ବନ୍ଦ ହେବନି ପ୍ଲାଜମା ଥେରାପି ଓ ରେମଡେସିିଭିର : ଆଇସିଏମଆରରୁ ଲିଖିତ ନିର୍ଦ୍ଦେଶ ନଆସିବା ଯାଏଁ ଜାରି ରହିବ…

ରାଜ୍ୟରେ ପ୍ଲାଜମା ଥେରାପି ଓ ରେମଡେସିଭିର ଚିକିତ୍ସା ବନ୍ଦ ହେବନି । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇନାହିଁ, ସେ ଯାଏଁ ଜାରି ରହିବ ଚିକିତ୍ସା

କରୋନାରୁ ସୁସ୍ଥ ହେଲେ ୫ ଜଣ ମଧୁମେହ ରୋଗୀ । ଜୟପୁର କୋଭିଡ଼ ହସ୍ପିଟାଲରୁ ୫ ଜଣ ୭୦ ବର୍ଷିୟ ବୃଦ୍ଧ କରୋନାରୁ ସୁସ୍ଥ ।

କରୋନାରୁ ସୁସ୍ଥ ହେଲେ ୫ ଜଣ ମଧୁମେହ ରୋଗୀ । ଜୟପୁର କୋଭିଡ଼ ହସ୍ପିଟାଲରୁ ୫ ଜଣ ୭୦ ବର୍ଷିୟ ବୃଦ୍ଧ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡ଼ାକ୍ତରଙ୍କୁ ଭଗବାନ ବୋଲି କହିଛନ୍ତି ଏହି ରୋଗୀମାନେ । ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ପୂର୍ବରୁ ଜଣେ ୯୧ ବର୍ଷିୟ ବୃଦ୍ଧା କରୋନାରୁ

‘ଯିଏ କରୋନା କାଳରେ ନିଜକୁ ସୁରକ୍ଷା ଦେଇ ପାରିଲେ ନାହିଁ, ସେ ଦେଶବାସୀଙ୍କୁ କିଭଳି ସୁରକ୍ଷା ଦେବେ’

ଆଉମାତ୍ର କେଇଟା ଦିନ ପରେ ବିଶ୍ୱ ସବୂୁଠାରୁ ବିତ୍ତଶୀଳ ରାଷ୍ଟ୍ର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଚିରା ଚରିତ ଢଙ୍ଗରେ ନଭେମ୍ବର ମାସ ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ । ଏହି ନିର୍ବାଚନରେ ମୁଖ୍ୟତ ରିପବ୍ଲିକ ପାର୍ଟି ଓ ଡେମୋକ୍ରେଟିକ୍ ପାର୍ଟି ମଧ୍ୟରେ