Browsing Category

ନ୍ୟୁଜ୍

ମିଶନ ୨୪ ପାଇଁ ରଣନୀତି ଶକ୍ତି ପ୍ରଦର୍ଶନ: ୨୬ ବନାମ ୩୮

ନୂଆଦିଲ୍ଲୀ : ରଣାଙ୍ଗନରେ କିଏ କେଉଁ ପଟେ ରହି ଯୁଦ୍ଧ କରିବ ତାହା ସ୍ଥିର କରିବାକୁ ହେଉଛି ସମାନ୍ତରାଳ ବୈଠକ । ବିଜେପି ବିରୋଧୀ ନେତାମାନେ ଆଜିଠାରୁ ବେଙ୍ଗାଲୁରୁରେ ଏକାଠି ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରେ ବସିବ ବିଜେପି ସହଯୋଗୀ ଦଳଙ୍କ ବୈଠକ । ଆଜି ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କୁ…

କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ…

କଟକରେ ଡ୍ରେନରେ ପଡ଼ି ଗଲା ଜୀବନ

କଟକ: କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ ଖଟିକ । ରାଜସ୍ଥାନରୁ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ ରାହୁଲ । ଆସନ୍ତା ୨୧ ତାରିଖ ରାହୁଲ ପୁଣି ରାଜସ୍ଥାନ ଫେରିଯାଇଥାନ୍ତେ ।…

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି: ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ବହୁ ଦିନ ପରେ ପୁଣି କଟକ ଜିଲ୍ଲା ନିଆଳିରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ଗାଈ ଗୁହାଳରେ ପଶି ମାଆ ପାଖରୁ ୨ ମାସର କଅଁଳା ବାଛୁରୀର ପଛପଟୁ ଖାଇଯାଇଛି ଅଜଣା ଜନ୍ତୁ । ନିଆଳି ଥାନା ଅନ୍ତର୍ଗତ ଅଲଣା ପଞ୍ଚାୟତ ଓଳାଂଶ ଗାଁର ନିକୁଞ୍ଜ ବିହାରୀ…

ଦିଲ୍ଲୀ ବୁଡ଼ାଇବାକୁ ବଡ଼ ଷଡ଼ଯନ୍ତ୍ର, ରାଜନୀତିର ଗନ୍ଧ ବାରିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବନ୍ୟାକୁ ନେଇ ସେପଟେ ରାଜନୀତି ଆରମ୍ଭ ହୋଇଯାଇଛି  । ତିନି ଦିନ ବର୍ଷା ହୋଇନଥିବାବେଳେ ଦିଲ୍ଲୀକୁ ଏତେ ପାଣି କେମିତି ଆସିଲା ବୋଲି ପ୍ରଶ୍ନ କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀକୁ ଷଡ଼ଯନ୍ତ୍ର କରି ବୁଡିବାକୁ ପ୍ଲାନ କରାଯାଇଛି ବୋଲି ଅଭିଯୋଗ କରିଛି ଆପ୍ । ହରିୟାଣା…

ଓଡିଶାକୁ ଆସୁଛି ବଡ଼ ବର୍ଷା, ତୀବ୍ରରୁ ଅତି ତୀବ୍ର ବର୍ଷା

ଭୁବନେଶ୍ୱର : ଓଡିଶାକୁ ଆସୁଛି ବଡ଼ ବର୍ଷା । ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଛି । ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ୨ ଘଣ୍ଟା ଯାଏଁ…

୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ଏହାସହ କଟକର ୬ଟି ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର, ଏସସିବି…

ସାବଧାନ! ରାସ୍ତାରେ ପାର୍କିଂ କରୁଥିଲେ ଗାଡ଼ି ଉଠାଇନେବ ପୋଲିସ୍

ଭୁବନେଶ୍ବର: ରାସ୍ତାରେ ଗାଡି ପାର୍କିଂ କରୁଥିଲେ ସାବଧାନ । ଏଣିକି ବେଆଇନ ପାର୍କିଂ ଗାଡିକୁ ଉଠାଇ ନେବ ପୋଲିସ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ…

କମ୍‌ ଯାତ୍ରୀ ହେଉଥିବା ବନ୍ଦେ ଭାରତ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ହ୍ରାସ କରିପାରେ ରେଳବାଇ: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କମ୍‌ ଯାତ୍ରୀ ହେଉଥିବା କେତେକ ସ୍ବଳ୍ପ ଦୂରଗାମୀ ବନ୍ଦେ ଭାରତ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ହ୍ରାସ କରିପାରେ ବୋଲି ସମ୍ବାଦ ସରବରାହ ସଂସ୍ଥାନ 'ପିଟିଆଇ' ରିପୋର୍ଟ କରିଛି। ଉକ୍ତ ରିପୋର୍ଟ ଅନୁସାରେ, ରେଳବାଇ ଉକ୍ତ ଟ୍ରେନ୍‌ଗୁଡ଼ିକର ଯାତ୍ରୀଭଡ଼ା…

ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…

ଓ୍ବାଶିଂଟନ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଆମେ ଦେଖି ଖୁସି ଆପଣ…