Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଦୁର୍ଘଟଣାରେ ହଜାରେରୁ ଅଧିକ ଯାତ୍ରୀ ଆହତ, ୧୦୦ ଗୁରୁତର କହିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭ୍ୟ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ୱର ଏମ୍ସର ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଏହାପରେ ରାଜଧାନୀ ସ୍ଥିତ କ୍ୟାପିଟାଲ…
ପୁରୀ-ଭୁବନେଶ୍ବର-କଟକରୁ କୋଲକାତାକୁ ମାଗଣା ବସ୍ ସେବା
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଥିବାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ଚାଲିବ ମାଗଣା ବସ୍ । ଏନେଇ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ…
ଟ୍ରେନ୍ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବାହାନଗୀ ଟ୍ରେନ୍ ଦୁର୍ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କରମଣ୍ଡଳ ଦୁର୍ଘଟଣା ସଂପର୍କରେ ଆଲୋଚନା କରିଥିଲେ ।…
ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି । ଏହାପରେ ବାଲେଶ୍ବର ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା କିପରି ଚାଲିଛି ତାର ସ୍ଥିତି…
ସେଦିନ ଭାସିଯାଇଥିଲା ଟ୍ରେନ୍, ବୁଡ଼ି ମରିଥିଲେ ୮ ଶହ
ଭୁବନେଶ୍ୱର: ବାହାନଗାରୁ ଆସୁଛି ବେଦନା ଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ନେଇଛି ଅନେକ ଜୀବନ । ଅନେକ ପରିବାର ଏବେ ଆଶା ଓ ଆଶଙ୍କା ଭିତରେ । ଭାରତରେ ରେଳ ଦୁର୍ଘଟଣା ଇତିହାସ ଯେତିକି ଲମ୍ବା,ସେତିକି ବିଭତ୍ସ । ବାହାନଗା ଭଳି ଆଉ…
ଉଦ୍ଯାପିତ ହେଲା ଉତ୍ସବ ନବରସ-୨୦୨୩ ‘ଓଡ଼ିଶା ଯାତ୍ରା ଜଗତର କିମ୍ବଦନ୍ତୀ ପୁରୁଷ ଆର୍ତ୍ତବନ୍ଧୁ’
ଜଗତସିଂହପୁର : ଓଡ଼ିଶା ଯାତ୍ରା ଜଗତର କିମ୍ବଦନ୍ତୀ ତଥା ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ୯୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦୁଇଦିନ
ଧରି ପାଳିତ ହେଉଥିବା ଜିଲ୍ଲାସ୍ତରୀୟ ଉତ୍ସବ ନବରସ -୨୦୨୩ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ସଭାରେ…
ରାଜ୍ୟରେ ଅସହ୍ୟ ତାତି, ଜଳୁଛି ପଶ୍ଚିମ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା । ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ ତାତି ସହ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ୪ ସହରର ତାପମାତ୍ରା ୪୦ ପାର୍ । ଦିନ ୨ ଟା ୩୦ ସୁଦ୍ଧା ୪୪.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ, ହୀରାକୁଦରେ ୪୨.୮…
ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ଛାତ୍ରୀ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ
ଛତ୍ରପୁର: ଛତ୍ରପୁର ଆର୍ଯ୍ୟପଲ୍ଲୀରେ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ। ଉଦ୍ଧାର କାର୍ଯ୍ୟରେ ଏୟାରକ୍ରାଫ୍ଟ ନିୟୋଜିତ ହୋଇଛି । କୋଷ୍ଟଗାର୍ଡ ଡିଆଇଜିଙ୍କୁ ରେସକ୍ୟୁ ଅପରେସନ୍ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବରରୁ ଏୟାରକ୍ରାଫ୍ଟ ବାହାରି…
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ : ଦିନ ୧୧ଟାରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ । ଦିନ ୧୧ଟାରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସିଏଚଏସିସି, ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ପରୀକ୍ଷା…
ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ଜୁନ ୯ରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ କପ୍-୨୦୨୩ । ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଫୁଟବଲ ଟିମ୍ କୋଚ୍ ଡ. ସଜି ପ୍ରଭାକରନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି କ୍ୟାପଟେନ ସୁନିଲ ଛେତ୍ରୀ ।…