Browsing Category

ନ୍ୟୁଜ୍

କାଲିଠୁ ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ । କିନ୍ତୁ ବୈଧ ରହିବ ନୋଟ । ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ୨ହଜାର ଟଙ୍କିଆ ନୋଟ ବନ୍ଦ କରାଯିବା କରେନ୍ସି ମ୍ୟାନେଜମେଣ୍ଟର ଏକ ପ୍ରକ୍ରିୟା ବୋଲି କହିଛନ୍ତି ଆରବିଆଇ…

ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍

ଶ୍ରୀନଗର : ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍ । ଶ୍ରୀନଗରରେ ଆୟୋଜିତ ହୋଇଥିବା ଏହି ଓ୍ବାର୍କସପରେ ସାମିଲ ହେବାକୁ ଜି-୨୦ ରାଷ୍ଟ୍ରସମୁହର ପ୍ରାୟ ୬୦ ଜଣ ଡେଲିଗେଟସ ପହଞ୍ଚିଛନ୍ତି । ବୈଠକ ଯୋଗୁ ପୁରା ଶ୍ରୀନଗରର ସୁରକ୍ଷା ଛାଉଣୀରେ ରହିଛି ।…

ଆସନ୍ତାକାଲି ତିନି ଜଣ ନୂଆ ମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । କିଏ ପାଇବେ ମନ୍ତ୍ରୀ ପଦ? ପ୍ରଶ୍ନରୁ ହଟିଲା ପରଦା । ତିନି ବରିଷ୍ଠ ବିଜେଡି ବିଧାୟକଙ୍କ ନାଁରେ ମୋହର । ଆସନ୍ତାକାଲି ତିନି ନୂଆ ମନ୍ତ୍ରୀ ନେବେ ଶପଥ । ନୂଆ ମନ୍ତ୍ରୀ ଭାବେ  ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାରଣ୍ଡି ଶପଥ ନେବେ ।…

ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ

ଭଦ୍ରକ:ଯାତ୍ରୀଙ୍କୁ ଧୋକା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ । ଅଧାବାଟରେ ଅଟକିଲା ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଭଦ୍ରକ ମଞ୍ଜୁରୀ ରୋଡରେ ଟ୍ରେନ ଅଟକିଯିବାରୁ ଯାତ୍ରୀ ହୋଇଛନ୍ତି ହନ୍ତସନ୍ତ । ଦୀର୍ଘ ସମୟ ଧରି ଟ୍ରେନ ଅଟକିବା ସହ ମୁଖ୍ୟଦ୍ବାର, ଝରକା ଖୋଲୁ…

ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି । ନୂଆମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର…

ଆଜି ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଦୃଶ୍ୟମାନ ହେବ ନାହିଁ ଛାଇ । ଦିନ ୧୧ଟା ୪୩ ମିନିଟରେ ହଜିଯିବ ନିଜ ଛାଇ । ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି…

ସୋମବାର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଚୂଡ଼ାନ୍ତ ହୋଇଛି । ଆସନ୍ତା ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ନେବେ ଶପଥ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ନବୀନଙ୍କ ନୂଆ…

ଶ୍ରୀ ସିମେଣ୍ଟ୍‌ ପକ୍ଷରୁ ରାଜ୍ୟରେ “ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌” ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ ଶ୍ରୀ ସିମେଣ୍ଟ ପକ୍ଷରୁ ଓଡିଶା ବଜାର ପାଇଁ ଏକ ନୂତନ ଉତ୍ପାଦ ଉନ୍ମୋଚନ ହୋଇଛି । ନୂତନ ଉତ୍ପାଦ "ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌"ହେଉଛି ଏକ ଉଚ୍ଚ ଶକ୍ତି ବିଶିଷ୍ଟ ସିମେଣ୍ଟ୍‌, ଏହା ଦ୍ରୁତ ସେଟିଂ ଏବଂ ଉନ୍ନତ ନିର୍ମାଣ ତଥା…

ଆଦାନୀ-ହିଣ୍ଡେନବର୍ଗ ବିବାଦ ମାମଲା : ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ବିଶେଷଜ୍ଞ କମିଟିର କ୍ଲିନଚିଟ୍

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ ବଡ ଆଶ୍ବସ୍ତି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ବିଶେଷଜ୍ଞ କମିଟି ଆଦାନୀ ଗ୍ରୁପକୁ କ୍ଲିନଚିଟ ପ୍ରଦାନ କରିଛନ୍ତି । କମିଟିର ରିପୋର୍ଟକୁ ସାର୍ବଜାନୀନ କରାଯାଇଥିବା ବେଳେ ଆଦାନୀ ଗ୍ରୁପ ସେୟାର ବଜାରରେ କୌଣସି ହେରଫେର…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱ…