Browsing Category

ନ୍ୟୁଜ୍

କାଲି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ; ୯ରେ ନେବ ବାତ୍ୟାର ରୂପ !

ଭୁବନେଶ୍ୱର :  ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଏହା ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୯ତାରିଖ ବେଳକୁ ବାତ୍ୟା ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ। ତେବେ ବାତ୍ୟାର ଗତିପଥ…

କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଦ୍ବିତୀୟ ପର୍ଯ୍ୟାୟରେ ମିଳିବ ୧୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ । ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ । ୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା – ୧୯୪ କୋଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଝାରସୁଗୁଡ଼ାରେ ବିଜେପିକୁ ପୁଣି ଝଟ୍‌କା

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଭୁବନେଶ୍ବରର 'ଶଙ୍ଖ ଭବନ'ରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲା ପରେ ନବୀନ ନିବାସ ଯାଇ ବିଜେଡି…

ଭାରତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

କରାଚୀ: ସକାରାତ୍ମକ ଆଲୋଚନା ହେବ ବୋଲି ଆଶା କରୁଛି କହି ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ ଜର୍ଦାରି କରାଚୀରୁ ଭାରତର ଗୋଆରେ ହେବାକୁ ଥିବା 'ସଙ୍ଘାଇ କର୍ପୋରେସନ୍‌ ଅର୍ଗାନାଇଜେସନ୍‌' (ଏସ୍‌ସିଓ) ବୈଠକରେ ଯୋଗ ଦେବାକୁ ଆସିବା ସମୟରେ କହିଛନ୍ତି।…

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି। ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି କ୍ଷତିଗ୍ରସ୍ତ ଲୋକଙ୍କ ପରିବାର ପାଇଁ କେବଳ ଏକ ଅପୂରଣୀୟ…

ଓଡ଼ିଶା ଆସୁଛନ୍ତି ମହାମହିମ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ

ବାରିପଦା: ଓଡ଼ିଶା ଆସୁଛନ୍ତି ମହାମହିମ । ୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦା ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି । ୪…

ଏଲନ ମସ୍କଙ୍କ ଘୋଷଣା, ଟ୍ୱିଟରରେ ନ୍ୟୁଜ୍ ପଢିବା ପାଇଁ ଏଣିକି ୟୁଜରଙ୍କୁ ଦେବାକୁ ପଡିବ ପଇସା

ଟ୍ୱିଟର ମାଲିକ ଏଲନ ମସ୍କ ମିଡିଆ ପ୍ରକାଶକଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି। ମସ୍କଙ୍କ ଅନୁସାରେ ଆଗାମୀ ମାସରୁ ଟ୍ୱିଟରରେ ନ୍ୟୁଜ ପଢିବା ପାଇଁ ୟୁଜରଙ୍କୁ ପଇସା ଦେବାକୁ ହେବ। ଏଲନ ମସ୍କଙ୍କ ଯୋଜନା ଅନୁସାରେ ଆଗାମୀ ମାସରୁ ୟୁଜରଙ୍କ ଠାରୁ ପ୍ରତି ଲେଖା ଆଧାରରେ ପଇସା ଅସୁଲ କରାଯିବ।…

ସମ୍ବଲପୁର ସହରରୁ ସଂପୂର୍ଣ୍ଣ ହଟିଲା କର୍ଫ୍ୟୁ କଟକଣା । ସେପଟେ ହିଂସାକାଣ୍ଡକୁ ନେଇ ଆସିଲା ନୂଆ ତଥ୍ୟ

ସମ୍ବଲପୁର ସହରରୁ ସଂପୂର୍ଣ୍ଣ ଭାବେ କର୍ଫ୍ୟୁ କଟକଣା ହଟିଛି । ଧନୁପାଲି ଥାନା ଓ ଟାଉନ ଥାନା ଅଂଚଳରୁ କର୍ଫ୍ୟୁକଟକଣା ଗତକାଲି ରାତି ୧୧ଟାରୁ ହଟିଛି । ପୂର୍ବରୁ ୪ଟି ଥାନା ଅଂଚଳରୁ କର୍ଫ୍ୟୁ କଟକଣା ହଟିଥିଲା । ଏବେ ସମ୍ବଲପୁର ସହରରେ ସ୍ଥିତି ସ୍ୱାଭାବିକ ହୋଇଛି । ହନୁମାନ ଜୟନ୍ତୀ…

ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଆଜି ଦ୍ବିତୀୟ ପର୍ଯ୍ୟାୟରେ କରିବେ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ଛତିଶଗଡରେ ଟ୍ରିବ୍ୟୁନାଲ ଟିମ୍ । ଆଜି ଦ୍ବିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସହ ବିଶେଷଜ୍ଞ ଉପସ୍ଥିତ ରହିବେ । ଉଭୟ ରାଜ୍ୟର ଜଳ ସଂପଦ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ଶିବ୍‌ରିନାରାୟଣ, କଲମା ଭଳି ବହୁ…

ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର: ହେବ କି ବାତ୍ୟା ?

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ' ୫ ତାରିଖ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଶନିବାର ଭାରତୀୟ ପାଣିପାଗ ବିଭାଗ…