Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ପଞ୍ଜାବ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ
ଚଣ୍ଡିଗଡ଼ : ପଞ୍ଜାବରେ ରାଜ୍ୟପାଳ ବନବାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ମୁହାଁମୁହିଁ ହୋଇଛନ୍ତି । ବିଧାନସଭା ଅଧିବେଶନ ଡାକିବା ନେଇ ସେମାନଙ୍କ ମଧ୍ୟରେ ଚିଠି ଯୁଦ୍ଧ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…
ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଜି-୨୦ ବୈଠକ
ନୂଆଦିଲ୍ଲୀ : ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଜି-୨୦ ରାଷ୍ଟ୍ରସମୂହର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏ ଅବସରରେ ଜି-୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନେ ବିକାଶମୁଖୀ ତଥା ଦୁର୍ବଳ ରାଷ୍ଟ୍ରଗୁଡ଼ିକରେ ବଢୁଥିବା ଋଣ ବୋଝ ଉପରେ ଆଲୋଚନା କରିବେ…
ଏଲଆଇସିକୁ ବଡ଼ ଝଟକା: ବୁଡିଲାଣି ୫୦ ହଜାର କୋଟି ଟଙ୍କା
ନୂଆଦିଲ୍ଲୀ: ହିଣ୍ଡନବର୍ଗର ରିପୋର୍ଟ ପରେ ଚାପରେ ଥିବା ଆଦାନୀ ଗ୍ରୁପ ଯୋଗୁଁ ଏଲଆଇସିକୁ ବଡ଼ କ୍ଷତି ସହିବାକୁ ପଡିଛି । ଏଲଆଇସିକୁ ଆଦାନୀ ଗ୍ରୁପର ସେୟାରରେ ନିବେଶ ଉପରେ ୪୯,୭୨୮ କୋଟି ଟଙ୍କାର ବଡ଼ କ୍ଷତି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଗ୍ରୁପର ସୂଚୀବଦ୍ଧ କମ୍ପାନି ଗୁଡିକରେ ଏଲଆଇସି…
ସେୟାର ମୂଲ୍ୟ ହ୍ରାସ: ବଢୁଛି ଆଦାନୀଙ୍କ ସମସ୍ୟା
ନୂଆଦିଲ୍ଲୀ : ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ସମସ୍ୟା କମ ହେବାର ନାଁ ନେଉନି । ଗତ ଜାନୁୟାରୀ ୨୪ ତାରିଖ ଦିନ ଆମେରିକୀୟ ରିସର୍ଚ୍ ଫାର୍ମ ହିଣ୍ଡନବର୍ଗଙ୍କ ରିପୋର୍ଟ ପ୍ରକାଶ ପାଇଥିଲା । ସେବେଠାରୁ ଆଦାନୀଙ୍କ ସମୂହ ଲଗାତାର କ୍ଷତିର ସମ୍ମୁଖୀନ ହେଉଛନ୍ତି । କଥା କେବଳ ଏତିକିରେ ଅଟକି…
ଉକ୍ରଳ ଦିବସରୁ ଦୁବାଇକୁ ବିମାନସେବା
ଭୁବନେଶ୍ୱର : ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଆସନ୍ତା ଉକ୍ରଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ । ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ । ବିଦେଶକୁ ବିମାନ…
ମହିଳା ଟି-୨୦ ବିଶ୍ୱକପ୍, ପାକିସ୍ତାନର ଲଜ୍ଜାଜନକ ପରାଜୟ: ସେମିରେ ଭାରତ
କେପଟାଉନ : ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ୨୦୨୩ର ସେମିରେ ଟିମ୍ ଇଣ୍ଡିଆର ଏଣ୍ଟ୍ରି । ଭାରତୀୟ ଟିମ୍ ବ୍ୟତୀତ ଆଉ ୩ଟି ଦଳ ମଧ୍ୟ ସେମିରେ ଏଣ୍ଟ୍ରି କରିଛନ୍ତି । ଗ୍ରୁପ୍-୨ରେ ଇଂଲଣ୍ଡ ଟପ୍ ରହିଥିବା ବେଳେ ଟିମ୍ ଇଣ୍ଡିଆ ୨ୟ ନମ୍ବରର ରହି ସେମି ପାଇଁ କ୍ୱାଲିଫାଇ କରିଛନ୍ତି । ସେହିପରି…
ଟପ୍ ୫ ଅଲରାଉଣ୍ଡରରେ ୩ ଖେଳାଳି, ଟେଷ୍ଟ ରାଙ୍କିଙ୍ଗରେ ଉଠିଲା ଇଣ୍ଡିଆ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ୱାରା ବୁଧବାର ଘୋଷିତ ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଦଳର ତିନି ଖେଳାଳି ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ପହଞ୍ଚିଥିବା ବେଳେ ବୋଲିଂ ମାନ୍ୟତାରେ ବି ଭାରତୀୟ ଖେଳାଳି କମାଲ୍…
ପାରାଦ୍ୱୀପ ବନ୍ଦରରେ ପ୍ରତିଷ୍ଠା ହେବ ହାଇଡ୍ରୋଜେନ ହବ୍
ଭୁବନେଶ୍ୱର : ଜାତୀୟ ହାଇଡ୍ରୋଜେନ ମିଶନ୍ରେ ରଖାଯାଇଥିବା ଲକ୍ଷ୍ୟ ଅନୁସାରେ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓଡ଼ିଶାର ପାରାଦ୍ୱୀପ ବନ୍ଦରରେ ଏକ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି । ଏଥିପାଇଁ ପାରାଦ୍ୱୀପ ବନ୍ଦରର ବିକାଶ କରାଯିବ । ପାରାଦ୍ୱୀପ ବ୍ୟତୀତ…
ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା, ବ୍ରେନ୍ ମ୍ୟାଲେରିଆ ପାଇଁ ମହୌଷଧୀ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଇଏଲ୍ଏସ୍କୁ ବଡ଼ ସଫଳତା । ଆଇଏଲ୍ଏସ୍ ବୈଜ୍ଞାନିକଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍ ବ୍ରେନ୍ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି । ଏହା ଗୁରୁତର ମ୍ୟାଲେରିଆ ଓ ମସ୍ତିଷ୍କ ମ୍ୟାଲେରିଆରୁ ରୋଗୀଙ୍କ ଜୀବନ ରକ୍ଷା କରିବ…
ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଆବେଦନ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର,୨୨ା୨(ଡିକେ ନ୍ୟୁଜ): ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଥରେ ହୋଇଛି ଆବେଦନ । କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଙ୍କ ଅଦାଲତରେ ଏନେଇ ଆବେଦନ କରାଯାଇଛି । ଦୁଇ ଦିନ ତଳେ କ୍ରାଇମ୍ବ୍ରାଞ୍ଚ ତରଫରୁ ଏହି ସମାନ…