Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଭାରତର ସହାୟତା ଲୋଡିଲା ୟୁକ୍ରେନ
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧର ଏକ ପୂର୍ତ୍ତି ଅବସରରେ ଜାତିସଂଘ ସାଧାରଣ ମହାସଭାରେ କ୍ରେମଲିନ ବିପକ୍ଷରେ ପ୍ରସ୍ତାବ ଆଣିବା ପାଇଁ ୟୁକ୍ରେନ ଜରଦାର ପ୍ରୟାସ କରୁଛି । ୟୁକ୍ରେନ ଏହି ମାମଲାରେ ଭାରତର ସହାୟତା ଚାହୁଁଛି । ଏହାକୁ ନେଇ ୟୁକ୍ରେନ ଭାରତର ସରକ୍ଷା ପରାମର୍ଶଦାତା ଅଜିତ୍…
ଖସିଲା ସୁନା ଦର
ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଶସ୍ତା ହେଲା ସୁନା ଦର । ଆଜି ୨୭୦୦ଟଙ୍କା ଶସ୍ତା ହୋଇଛି ସୁନା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ପ୍ରାୟ ୫୬ ହଜାର କାରବାର କରୁଛି । ଏହି ସମୟରେ ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଆଜି ରୂପା ୬୫ ହଜାର ୮୦୦ରେ କାରବାର…
ବସନ୍ତରେ ଅଗ୍ନିବର୍ଷା: ଉପରମୁହାଁ ପାରଦ
ଭୁବନେଶ୍ୱର : ବସନ୍ତରେ ଅସମ୍ଭାଳ ତାତି । ଆକାଶରୁ ସତେ ଯେମିତି ନିଆଁ ଖସୁଛି । ଦିନ ୯ଟା ପରେ ଘରୁ ବାହାରିବା ଏବେଠାରୁ କଷ୍ଟକର ହେଲାଣି । ମଙ୍ଗଳବାର ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୩୭.୧ ଓ ତାଳଚେରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟ…
ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ, ଧୈର୍ଯ୍ୟ ଧର, ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ: ବିଜେଡି
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା । ବିଜେପି ସିବିଆଇ ତଦନ୍ତ ଦାବିରେ ଅଟଳ ଥିବାବେଳେ କଂଗ୍ରେସ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଦାବି କରିଥିଲା । ବିରୋଧୀ ଦଳ ନେତା କହିଥିଲେ ଯଦି…
କୃଷି ବିକାଶରେ ଭାଗିଦାରୀ ହୁଅନ୍ତୁ ଚାଷୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ…
ଶେଷ ଆଇପିଏଲ୍ ଖେଳିବେ କ୍ୟାପଟେନ୍ କୁଲ୍ !
ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲରେ ନିଜର ଜଲୱା ଦେଖାଉଛନ୍ତି । ନିଜ ନେତୃତ୍ୱରେ ୪ ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ·ମ୍ପିଅନ କରାଇଛନ୍ତି । କିନ୍ତୁ ଏବେ କ୍ୟାପଟେନ କୁଲଙ୍କ ପ୍ରଶଂସକଙ୍କ ପାଇଁ ଆସିଛି…
ଆଦିଦାସ ଟିମ୍ ଇଣ୍ଡିଆ କିଟ୍ ସ୍ପନ୍ସର
ନୂଆଦିଲ୍ଲୀ : ବଦଳିବ ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର । ନୂତନ ବର୍ଷରେ ପୋଷାକର ବ୍ରାଣ୍ଡ "କିଲର' ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର ବା ପ୍ରାୟୋଜକ ସାଜିଥିଲା । ଏମପିଏଲର ଜାଗା ନେଇଥିଲା କିଲର । ତେବେ ଏହାର କିଛି ସପ୍ତାହ ପରେ ଭାରତୀୟ ଜର୍ସିର ସ୍ପୋନସରକୁ ନେଇ ଆସିଛି ବଡ…
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀ ଗୁଡ଼ିକୁ ପରିଦର୍ଶନ କରିଛନ୍ତି । ଏହି କ୍ରମରେ ସେ ପ୍ରଥମେ ମଦନପୁରରାମପୁର ପାଇକପଡ଼ାଠାରେ ନୂତନ…
ଆଦିବାସୀ ମେଳାରେ ଜମୁଛି ଭିଡ
ଭୁବନେଶ୍ୱର : ଆଦିବାସୀ ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି, ବାଲିଗୁଡ଼ା, କନ୍ଧମାଳ ପକ୍ଷରୁ ଢୋକରା ସାମଗ୍ରୀ ଯଥା: କଇଁଛ, ମାଣ, ଘଣ୍ଟି, ଫରୁଆ, ପିତଳ କବାଟ ହ୍ୟାଣ୍ଡେଲ, ମୂର୍ତି ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି…
ଚୀନ୍କୁ ଜେଲେନ୍ସ୍କିଙ୍କ ନାଲି ଆଖି, ରୁଷ୍ର ସାଥ୍ ଦେଲେ “ବିଶ୍ୱଯୁଦ୍ଧ’
କିଏଭ୍ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଗସ୍ତ ୟୁକ୍ରେନ୍କୁ ନୂଆ ବଳ ଦେଇଛି । ଶକ୍ତିଶାଳୀ ରୁଷ୍ ବିରୋଧରେ ଆହୁରି ଲଢ଼ିବା ପାଇଁ ନିଜକୁ ସଶକ୍ତ କରିଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିର୍ମି ଜେଲେନ୍ସ୍କି ବାଇଡେନ୍ଙ୍କ ବଳରେ ଚୀନ୍କୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି,…