Browsing Category

ନ୍ୟୁଜ୍ ବୁଲେଟିନ୍

ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍.ଉଦୟଗିରି ଥାନା ତଥା ନୂଆଗଡ ବ୍ଲକ ଅନ୍ତର୍ଗତ ସୁନ୍ଦରଡାଙ୍ଗ ପଞ୍ଚାୟତ ଅଞ୍ଚଳର ସୁନ୍ଦରଡାଙ୍ଗ ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ, ବନ ବିଭାଗ, ରାଜସ୍ୱ ବିଭାଗ…

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସିଲର୍ ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି…

ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୩୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୮ଟି ହେଉଛି ଲୋକାଲ କେସ୍‌। ଏଥିସହ ରାଜ୍ୟରେ କରୋନା ଯୋଗୁ ଆଉ ୧୪ ଜଣ ଆଖି ବୁଜିଛନ୍ତି। ଗତକାଲି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ…

ଭଉଣୀକୁ କଟୁରୀରେ ହାଣିଲା ଭାଇ

ନୟାଗଡ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଜ ଭଉଣୀକୁ ବିଭତ୍ସ ଭାବେ ହତ୍ୟା କରିଛି ଭାଇ। ମୃତ ଯୁବତୀ ଜଣକ ହେଲେ ମମତା ରାଉତ । ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି । ସୂଚନା ମୁତାବକ, ରବିବାର ରାତିରେ ମମତା ଶୋଇଥିବା ବେଳେ…

ଗଞ୍ଜେଇ ଜବତ ମାମଲାରେ ଅଭିନେତ୍ରୀ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଗିରଫ

ମୁମ୍ବାଇ,୨୨/୧୧: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ ହେବା ପରେ ଏନସିବି ତାଙ୍କ ପତି ତଥା ଆଙ୍କର୍ ହର୍ଷ ଲିମ୍ବୋଚିଆଙ୍କୁ ଗିରଫ କରିଛି । ଘରୁ ୮୬.୫ ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଉଭୟ ପତି ଓ ପତ୍ନୀ ଏନସିବି ଆଗରେ ନିଶାଦ୍ରବ୍ୟ ସେବନ କରୁଥିବା…

ସି.ଆର.ପି.ଏଫ କୁ ବଡ ସଫଳତା, ମାଓ କ୍ୟାମ୍ପ ଧ୍ୱଂସ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ନୂଆପଡା. ୨୨/୧୧: ସିଆରପିଏଫ ୨୧୬ ବାଟାଲିୟନ କୁ ଆଜି ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରି ଓ ତାକୁ ଧ୍ୱଂସ କରି ବିପୁଳ ପରିମ଼ାଣରେ ହାତ ହତିଆର, ଗୋଳା ବାରୁଦ ଓ ମାଓ ସାମଗ୍ରୀ ଜବତ କରିଛି । ସୂଚନାନୁସାରେ ଆଜି ଭୋର ୪ ଟା ସମୟରେ ମାଓ କ୍ୟାମ୍ପର ଗୁପ୍ତ…

ନିଶା ପାଇଁ ଗଲା ଜୀବନ: ମଦ ସରିଯିବାରୁ ସାନିଟାଇଜର ପିଇଗଲେ ଲୋକେ

ମସ୍କୋ ୨୨/୧୧ : ନିଶା ଅଭ୍ୟାସ ଅତ୍ୟନ୍ତ କ୍ଷତିକାରକ। ନିଶା ଅଭ୍ୟାସ କେତେ ଯେ ହାନିକାରକ ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଋଷରେ। ଋଷ ତାତିନ୍ସିକ ଜିଲ୍ଲା ତୋମତୋର ଗାଁରେ ଏକ ପାର୍ଟିର ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବା। ପାର୍ଟିରେ ମଦ…