Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଆଶା କର୍ମି ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ଜିରୋ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ ରେ ପୁଲିସ ଓ ସିଏଚସି ଇନଚାର୍ଜ କୁ…
ଧର୍ମଗଡ଼ ; କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ କାର୍ଯ୍ୟରତ ଜୈନିକା ଆଶା କର୍ମି ଙ୍କୁ ଗତ ୨ ତାରିଖରେ କୋକସରା ସିଏଚସି ର ମହିଳା ଶୌଚାଳୟ ରେ ସିଏଚସି ରେ ସ୍ୱିପର ଥିବା ସୁଦର ନାଏକ କର୍ମଚାରୀ ଙ୍କ ପୁଅ କୁଶ ନାଏକ (ସାନ) ଜବରଦସ୍ତ ଶୌଚାଳୟ ରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ପିଡିତା…
ଫାଦର୍ସ ଡେ\’ରେ ପିତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିଥିଲେ କପିଲ ଶର୍ମା
ମୁମ୍ବାଇ, : କମେଡି କିଙ୍ଗ୍ କପିଲ ଶର୍ମା ଆଜିକାଲି ତାଙ୍କ ଶୋ\' \"ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ\' ପାଇଁ ଚର୍ଚ୍ଚାରେ ଅଛନ୍ତି । କପିଲଙ୍କ ସହ ଜଡ଼ିତ ଏକ ଏମିତି କାହାଣୀ ରହିଛି ଯାହାକୁ ଶୁଣିଲେ ଭାବପ୍ରବଣ ହୋଇଯିବେ । କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ । କିନ୍ତୁ ଏହି…
‘ହାଉସଫୁଲ ୫\’ ରିଲିଜର କମିଲା କ୍ରେଜ
ମୁମ୍ବାଇ, : ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ହାଉସଫୁଲ ୫ ଗତ ୬ତାରିଖରେ ରିଲିଜ ହୋଇଛି । ଏହି ଫିଲ୍ମ ମାତ୍ର ୪ ଦିନରେ ୧୦୦କୋଟି ଟଙ୍କା ଅତିକ୍ରମ କରିଥିଲା କିନ୍ତୁ ଏବେ ଏହାର ହ୍ରାସ ପାଇଛି ରୋଜଗାର । ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ କଲେକ୍ସନ ବିଷୟରେ କହିବାକୁ ଗଲେ, ନିର୍ମାତାମାନେ…
ସବୁ ବିଦ୍ୟାଳୟରେ ହେବ ଯୋଗ ଦିବସ
ଭୁବନେଶ୍ୱର, : ଆସନ୍ତା ୨୧ ତାରିଖରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ଚଳିତବର୍ଷର ବିଷୟବସ୍ତୁ ରହିଛି \"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ\' । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ…
ଅଶୋଧିତ ତେଲ ଦରରେ ନିଆଁ: ପେଟ୍ରୋଲ, ଡିଜେଲ ସହ ଖାଦ୍ୟ ଦାମ ବଢ଼ିପାରେ
ନୂଆଦିଲ୍ଲୀ/ଭୁବନେଶ୍ୱର,\ : ଇରାନ- ଇସ୍ରାଏଲ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହଠାତ୍ ନିଆଁ ଲାଗିଯାଇଛି । ଶୁକ୍ରବାର ଅଶୋଧିତ ତେଲ ଦର କାରବାରର କିଛି ସମୟ ମଧ୍ୟରେ ୧୦ ପ୍ରତିଶତ ବଢ଼ିଯାଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦରରେ…
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନ୍ଏ ମ୍ୟାଚ
ଅହମଦାବାଦ, : ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ନେଇ ରବିବାର ସୂଚନା ଦିଆଯାଇଛି । ଡିଏନ୍ଏ ଟେଷ୍ଟ ମାଧ୍ୟମରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଛି । ରବିବାର ଦିନ ୧୧ଟା ୧୦…
କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ
ଭୁବନେଶ୍ୱର, : ଆସନ୍ତା ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳିତ ହେବ । ଏହି କ୍ରମରେ ଶୁକ୍ରବାର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର ପକ୍ଷରୁ ଯୋଗ ଅଧିବେଶନ ଆୟୋଜିତ ହୋଇଯାଇଛି । ଭାରତୀୟ ଯୋଗ ସଂସ୍ଥାନ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ…
ବିମାନ ଦୁର୍ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କଲେ ମୋଦି
ନୂଆଦିଲ୍ଲୀ, : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସ୍ଥିତିର ସମୀକ୍ଷା ପାଇଁ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦୁର୍ଘଟଣାସ୍ଥଳ ଏବଂ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ…
ଦୀର୍ଘ ପଚାଶ ବର୍ଷ ର ଦାବି, ବ୍ରହ୍ମପୁର ରେଢ଼ାଖୋଲ ରେଳ ଲାଇନ କେବେ
ଭଞ୍ଜନଗର-ଦୀର୍ଘ ପଚାଶ ବର୍ଷ ହେବ ଘୁମୁସର ଓ କନ୍ଧମାଳ କୁ ରେଳପଥ ନିର୍ମାଣ କାର୍ଯ୍ଯ କେବଳ ସର୍ଭେ କାଗଜ ପତ୍ର ରହିଗଲା, ଭଞ୍ଜନଗର ଅଂଚଳ ବାସୀଙ୍କୁ ଅଣଦେଖା ଓ ଅବହେଳା ବାରମ୍ବାର ହୋଇ ଆସୁଛି।ବ୍ରହ୍ମପୁର ଠାରୁ ସମ୍ବଲପୁର କୁ ରେଳ ପଥ ନିର୍ମାଣ ପାଇଁ ବହୁ ସଙ୍ଗଠନ ବାରମ୍ବାର ଧାରଣା, ଅନଶନ ତଥା…