Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ବିଗ୍ ବସ୍ ସିଜନ୍ ୧୯ରେ ନଜର ଆସିବେ ପହଲଗାମ ହମଲାରେ ଶହୀଦଙ୍କ ପତ୍ନୀ
ନୂଆଦିଲ୍ଲୀ,: ଏପ୍ରିଲ ୨୨, ଏ ତାରିଖକୁ କେହି କେବେ ଭୁଲି ପାରିବେ ନାହିଁ । ମିନି ସ୍ୱିଜରଲାଣ୍ଡ କୁହାଯାଉଥିବା ପହଲଗାମର ବୈସରନ ଘାଟିରେ ରକ୍ତର ନଦୀ ବୁହାଇଥିଲେ ଆତଙ୍କୀ । ନୂଆ ଜୀବନ ଆରମ୍ଭ କରି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ ଆତଙ୍କବାଦୀ ।…
‘ଯିଏ ସଲମାନଙ୍କ ସହ କାମ କରିବ, ତା\’ଛାତିରେ ଗୁଳି ବାଜିବ’
ମୁମ୍ବାଇ, : କମେଡିଆନ କପିଲ ଶର୍ମାଙ୍କ କାଫେ କ୍ୟାପ୍ସରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ଏହି କାଫେରେ ଦୁଇଥର ଗୁଳିକାଣ୍ଡ ଘଟିଛି । ଏହା ସହିତ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି । ଏବେ ଏହି ଗ୍ୟାଙ୍ଗ ନିଜେ କପିଲଙ୍କ କାଫେକୁ ବାରମ୍ବାର…
ମୁଁ ହିନ୍ଦୀରେ କହିବିନି, ବୁଝିଲେ ବୁଝ ନହେଲେ ନାହିଁ: କାଜୋଲ
ମୁମ୍ବାଇ, : ମହାରାଷ୍ଟ୍ରରେ, ବିଶେଷକରି ମୁମ୍ବାଇରେ ମରାଠୀ ବନାମ ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଛି । ମୁମ୍ବାଇରେ ଅନେକ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରାଠୀ କହିବାକୁ ବଳପୂର୍ବକ କୁହାଯାଉଛି । ଅତୀତରେ ଏନେଇ ଅନେକ ବିବାଦ ହେବା ସହ ହିଂସା ମଧ୍ୟ ହୋଇସାରିଛି । ଅନେକ କଳାକାର ହିନ୍ଦୀ ଏବଂ…
‘ୱାର ୨\’ର ଗୀତ ‘ଜନାବେ ଆଲି\’ ଟିଜର ଆଉଟ୍
ମୁମ୍ବାଇ,: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨\' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ ଗୁରୁବାର ନିର୍ମାତା ଫିଲ୍ମର ଗୀତ ‘ଜନାବେ ଆଲି\' ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ହ୍ରିତିକ
ରୋଶନ ଓ ଜୁନିଅର…
“ପୁଷ୍କରା’କୁ ଜାତୀୟ ଫିଲ୍ମ ପୁରସ୍କାର, ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ, ୧ା୮ : ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ଜାତୀୟ ଫିଲ୍ମ ପୁରସ୍କାରରେ ବାଜି ମାରିଛି ଓଡ଼ିଆ ସିନେମା ‘ପୁଷ୍କରା’ । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରେ ପ୍ରସ୍ତୁତ ‘ପୁଷ୍କରା’ । ପୁଷ୍କରାର ନିର୍ଦ୍ଦେଶନା…
ଜିମ୍ ନଯାଇ ଓଜନ ହ୍ରାସ କଲେ ବୋନି କପୁର
ମୁମ୍ବାଇ, : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହଁ, ସମ୍ପ୍ରତି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ପତଳା ଏବଂ ଫିଟ ଦେଖାଯାଉଛନ୍ତି । ଏହି ଫଟୋ ଇଣ୍ଟରନେଟରେ…
ପିତା-ମାତା ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ
ମୁମ୍ବାଇ, : ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ
ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ବର୍ଷ…
ପ୍ରିୟଙ୍କା ପାରମ୍ପରିକ ଭାବେ ସୁନ୍ଦର ନଥିଲେ: ପ୍ରଯୋଜକ ସୁନୀଲ ଦର୍ଶନ
ମୁମ୍ବାଇ, : ପ୍ରିୟଙ୍କା ଚୋପ୍ରା ଆଜି ଜଣେ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି । ସେ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି । ବଲିଉଡରୁ ଦୂରେଇ ଯିବା ପରେ ସେ ଅନେକ ହଲିଉଡ ଫିଲ୍ମ ଏବଂ ଧାରାବାହିକରେ ଅଭିନୟ କରିଥିଲେ । ସେଠାରେ ତାଙ୍କୁ ଖୁବ୍…
ବାପା ହେବା ନେଇ ଘୋଷଣା କଲେ ରାଜକୁମାର ରାଓ
ନୂଆଦିଲ୍ଲୀ, : ବଲିଉଡର ସାନଦାର ଜୋଡି ରାଜକୁମାର ରାଓ ଏବଂ ପତ୍ରଲେଖା ସେମାନଙ୍କର ପ୍ରଥମ ସନ୍ତାନର ଆଗମନ ଘୋଷଣା କରି ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି । ବୁଧବାର ଦମ୍ପତିଦ୍ୱୟ ଇନଷ୍ଟାଗ୍ରାମରେ ଏକ ଆକର୍ଷଣୀୟ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି…
ପରଦାକୁ ଆସୁଛି ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ
ମୁମ୍ବାଇ, : ଖୁବଶୀଘ୍ର ପରଦାକୁ ଆସୁଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ ଫିଲ୍ମ । ଯାହାର ନାଁ ‘ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ\' । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଟିଜର ।…