Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର…
ଆରପାରିରେ ଓଲିଉଡ ଦୁନିଆର ଅଭିନେତା ପିଣ୍ଟୁ ନନ୍ଦ, ହାଇଦ୍ରାବାଦ ସ୍ଥିତ ଘରୋଇ ହସପିଟାଲରେ ଦେହାନ୍ତ
ଜୀବନ ସହ ସଂଘର୍ଷ କରି ହାରିଗଲେ ପିଣ୍ଟୁ। ଏମିତି ଅଫେରା ରାଇଜକୁ ଚାଲିଗଲେ ଯେଉଁଠୁ ଆଉ କେହି ବି କେବେ ଫେରି ପାରେନି। ଅରପାରିରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଜଣେ ଉଚ୍ଚ କୋଟିର କଳାକାରଙ୍କୁ ହରାଇଛି ଓଲିଉଡ଼।…
ହଜାରେ କୋଟି ଅତିକ୍ରମ କଲା ‘ପଠାନ’
ମୁମ୍ବ ।ଇ, : ବଲିଉଡର ବାଦଶାହ ଶାହାରୁଖ ଖାନ୍ । ତାଙ୍କର ଦମ୍ଦାର ଅଭିନୟ ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରନ୍ତି । ୪ବର୍ଷ ପରେ ବଡ ପରଦାକୁ କମବ୍ୟାକ୍ କରିଛନ୍ତି କିଙ୍ଗ ଖାନ୍ । ତାହା ପୁଣି ପଠାନ୍ ଜରିଆରେ । ଏହି ଚଳଚ୍ଚିତ୍ରଟି କେବଳ ଦେଶରେ ନୁହେଁ ପୁରା ଦୁନିଆରେ ରେକର୍ଡ ଭାଙ୍ଗିଛି ।…
ଟପ୍ ୫ ଅଲରାଉଣ୍ଡରରେ ୩ ଖେଳାଳି, ଟେଷ୍ଟ ରାଙ୍କିଙ୍ଗରେ ଉଠିଲା ଇଣ୍ଡିଆ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ୱାରା ବୁଧବାର ଘୋଷିତ ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଛି । ଦଳର ତିନି ଖେଳାଳି ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷ ୫ରେ ପହଞ୍ଚିଥିବା ବେଳେ ବୋଲିଂ ମାନ୍ୟତାରେ ବି ଭାରତୀୟ ଖେଳାଳି କମାଲ୍…
ସମବାୟ ସମିତିର ହେବ ଦକ୍ଷତା ମୂଲ୍ୟାଙ୍କନ
ଭୁବନେଶ୍ୱର : ରାଜ୍ୟରେ ସମ୍ପ୍ରତି ୨୭୦୮ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ଉଠାଣ ପ୍ରକ୍ରିୟାରେ ସାମିଲ ରହିଥିବା ବେଳେ ·ଷୀଙ୍କର ଆବଶ୍ୟକତାକୁ ଦେଖି ଅତିରିକ୍ତ ୧୩ଶହ ଇତିମଧ୍ୟରେ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ ଅଞ୍ଚଳ ବହୁମୁଖୀ କୃଷି ସମବାୟ ସମିତିଗୁଡ଼ିକର ଦକ୍ଷତା ମୂଲ୍ୟାଙ୍କନ…
ଦୋଷ ନଥାଇ ପପୁ ପମପମଙ୍କୁ ପଥର ମାଡ, ଅଳ୍ପକେ ବର୍ତ୍ତିଲା ଜୀବନ
ପଥର ମାଡ ହୋଇଛି ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲା ଚିକିଟି ବ୍ଲକ ସୋରଳ ଗ୍ରାମରେ l କିନ୍ତୁ ଏହି ପଥର ମାଡରୁ ପପୁ ବଂଚି ଯାଇଥିଲେ l ତେବେ ଗାଁରେ ଜାଗର ଯାତ୍ରାର ଗୋଟେ ଦିନ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁଙ୍କୁ…
କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଓ ଭିତ୍ତିଭୂମି ଲୋକାର୍ପିତ
ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍ ତଥା କିସ୍ ଭୁବନେଶ୍ୱରର ଚତୁର୍ଥ କ୍ୟାମ୍ପସକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଓ…
ସେଲ୍ଫୀ ଦେବାକୁ ମନା କରିବାରୁ ପୃଥ୍ୱୀଙ୍କୁ ଆକ୍ରମଣ, ୮ଜଣଙ୍କ ନାରେ ମାମଲା ରୁଜୁ
ମୁମ୍ବାଇ, ୧୬ା୨: ସେଲ୍ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ । ମୁମ୍ବାଇର ଏକ ହୋଟେଲ୍ ସାମ୍ନାରେ ଏହି ଆକ୍ରମଣ ହୋଇଛି । ପୃଥ୍ୱୀ ବନ୍ଧୁଙ୍କ ସହ କାର୍ ଭିତରେ ବସିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ସେଲ୍ଫୀ ନେବାକୁ ବାଧ୍ୟ କରିଥିଲେ । ହେଲେ କ୍ରିକେଟର ମନା…
୨୧ରୁ ବଜେଟ୍ ଅଧିବେଶନ ୨୦ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାର ସୁପରି ଚ।ଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଧାନସଭା କିପରି ଚ। ଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠୁ ମତାମତ ନିଆଯିବ । ଏ ନେଇ ବାଚସ୍ପତି…
ରିଲିଜ୍ ହେଲା “ଦମନ୍’ର ହିନ୍ଦୀ ଭର୍ସନ
ଭୁବନେଶ୍ୱର, : ଅପେକ୍ଷାର ହେଲା ଅନ୍ତ । ସବୁ ପ୍ରତୀକ୍ଷା ଏବଂ ଉତ୍କଣ୍ଠାରେ ପଡ଼ିଛି ପୂର୍ଣ୍ଣଛେଦ । ଓଡ଼ିଅ ।ର ବ୍ଲକ୍ବଷ୍ଟର ଚଳଚ୍ଚିତ୍ର \"ଦମନ\' ଏବେ ହିନ୍ଦୀରେ ଅ ।ସିଯାଇଛି । ସାରା ଦେଶରେ ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ଭର୍ସନ । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ୱାଇ…