Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ସାମ୍ନାକୁ ଆସିଲା ବିଶ୍ୱର ସବୁଠାରୁ ସୁନ୍ଦର ମହିଳାଙ୍କ ଚିତ୍ର
ବର୍ତମାନ ବିଶ୍ୱର ସୁନ୍ଦର ମହିଳାଙ୍କୁ ନେଇ ଚର୍ଚ୍ଛା ଜୋର ଧରିଛି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହଲିଉଡ୍ ଅଭିନେତ୍ରୀ ଆମ୍ବର ହର୍ଡ । ସୂଚନା ଅନୁସାରେ ସେ ମିସ୍ ୟୁନିଭରସ୍ ହୋଇ ନାହାନ୍ତି ଏବଂ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି । କିନ୍ତୁ ବିଜ୍ଞାନ ମତରେ ସେ ବିଶ୍ୱର…
ରିଲିଜ ହୋଇଛି ଫିଲ୍ମ ‘ସାବାସ ମିଥୁ ‘ ର ଟ୍ରେଲର, ଜବରଦସ୍ତ ଭୂମିକାରେ ନଜର ଆସିଛନ୍ତି ତାପସୀ ପନନୁ
ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ କପ୍ତାନ ମିତାଲି ରାଜଙ୍କୁ ଦେଶ ବିଦେଶରେ ସମସ୍ତେ ଜଣିଥିବା ବେଳେ ତାଙ୍କ ରିୟଲ ଲାଇଫ ବିଷୟରେ ସମସ୍ତେ ଅବଗତ ନୁହନ୍ତି । କିନ୍ତୁ ଏବେ ମିତାଲି ରାଜଙ୍କ କାହାଣି ସମସ୍ତେ ଜାଣିବେ । କୁବ ଶୀଘ୍ର ତାଙ୍କ କାହାଣି ଓଏକ ଫିଲ୍ମ ଜରୀଆରେ ବଡ ପରଦାରେ ରିଲିଜ…
ଫିଲ୍ମ ନିକମା ର ବକ୍ସ ଅଫିସ କଲେକସନ୍, ସପ୍ତାହର ଶେଷ ଦିନରେ ମଧ୍ୟ ମିଳିଲାନି ସଫଳତା
ବକ୍ସ ଅଫିସ କଲେକସନରେ ଫିଲ୍ମ ନିକମାର ଖରାପ ଅବସ୍ଥା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଏହା ୫୧ ଲକ୍ଷ କମାଇଥିଲା । କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଅର୍ଥତ୍ ସପ୍ତାହର ଶେଷ ଦିନରେ ଏହାର ଖରାପ ଅବସ୍ଥା ଦେଖିବାକୁ ମିଳିଥିଲା । ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକ ଏନେଇ ବେଶ ଉତ୍ସାହିତ ରହିଥିଲେ ହେଁ…
ରିଲିଜ ହେଲା କଫି ୱିଥ୍ କରଣ-୭ ର ପ୍ରୋମୋ
ମୁମ୍ବାଇ ୧୯/୦୬: ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ବିବାଦୀୟ ତଥା ବହୁ ପ୍ରତୀକ୍ଷିତ ସେଲିବ୍ରିଟି ଚାଟ୍ ସୋ 'କଫି ୱିଥ୍ କରଣ ୭' କୁ ନେଇ ବହୁତ ସମୟ ଧରି ଅପେକ୍ଷା କରିଥିଲେ । ଏଥି ସହିତ, ନିକଟରେ କରଣ ୭ ଶୋ’ର ପ୍ରଥମ ପ୍ରୋମୋ ସାମ୍ନାକୁ ଆସିଛି । ଏଥିସହିତ ପ୍ରମୋରେ କରଣ ଜୋହର ମଧ୍ୟ…
ବକ୍ସ ଅଫିସ୍ ରେ ଧମାଲ ମଚାଉଛି ‘ବିକ୍ରମ’ ୩୫୦ କୋଟି ଛୁଇଁବ କଲେକ୍ସନ
ମୁମ୍ବାଇ , ୧୯/୦୬: ନିର୍ଦ୍ଦେଶକ ଲୋକେଶ କନକରାଜଙ୍କ ଆକ୍ସନ୍ ଚିତ୍ତରଞ୍ଜନ 'ବିକ୍ରମ' ବକ୍ସ ଅଫିସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଏହା ସହିତ, ଏହି ସପ୍ତାହ ଶେଷରେ ୩୫୦ କୋଟି ଟଙ୍କାର ମ୍ୟାଜିକାଲ୍ ଫିଗରକୁ ଛୁଇଁବା ପାଇଁ ଫିଲ୍ମଟି ଭଲ ଭାବରେ ପ୍ରସ୍ତୁତ । ମନୋରଞ୍ଜନ ଇଣ୍ଡଷ୍ଟ୍ରିର…
ଖୁବଶୀଘ୍ର ଓଟିଟି ରେ ନଜର ଆସିବେ କରିନା କପୁର
ବର୍ତମାନ କୁବ୍ ଚର୍ଚ୍ଚା ରେ ଅଛନ୍ତି କପୁର କୁଇନ୍ କରିନା । ଖୁବ୍ ଶୀଘ୍ର ଶେ ନଜର ଆସିବାକୁ ଯାଉଛନ୍ତି ଓଟିଟି ପ୍ଳାଟଫର୍ମରେ । ସୁଜୋ ଘୋଷଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ମାଧ୍ୟମରେ ସେ ଓଟିଟି ପ୍ଳାଟ୍ଫର୍ମ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖବର ଅନୁସାରେ ଫିଲ୍ମର ସୁଟିଂ ସରିଯାଇଥିବା ବେଳେ…
ବଲିଉଡ ରେ ଡେବ୍ୟୁ କରିବେ ଜନିଫର
ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ ଆଜିକାଲି OTT ପ୍ଲାଟଫର୍ମରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଏହି ସମୟରେ ଅଭିନେତ୍ରୀ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି। ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଏକ ପ୍ରୋଜେକ୍ଟରେ ଦେଖିବାକୁ…
ଫାଦର୍ସ ଡେ ରେ ନିଆରା ସେଲ୍ଫି
ଆପଣମାନେ ବହୁତ ଭାଇରାଲ ଫଟେ। ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭାଇରାଲ ଫଟୋ ବିଷୟରେ କହୁଛୁ ଯାହା ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ରେଳ TTE ଏବଂ ରକ୍ଷୀଙ୍କ ସେଲଫି ବାସ୍ତବରେ ଏକ ପିତା ଏବଂ ପୁଅ ଯୋଡିର ସେଲଫି । ସୋଶିଆଲ ମିଡିଆ ୟୁଜର୍ସମାନେ ମିଡିଆ…
ବୀବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ସାଇ ପଲ୍ଲବୀ , କହିଲେ କିଛି କହିବା ପୂର୍ବରୁ ୨ ଥର ଚିନ୍ତା କରିବାକୁ ପଡିବ
ହାଇଦ୍ରାବାଦ , ୧୯/୦୬:ଦକ୍ଷିଣ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ତାଙ୍କର ବିବାଦୀୟ ମନ୍ତବ୍ୟ ଯୋଗୁଁ ଆଜିକାଲି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ବିରାଟ ପାର୍ବମ୍ ର ପ୍ରମୋସନ ସମୟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କାଶ୍ମୀରୀ ପଣ୍ଡିତଙ୍କ…
ସଂସ୍କୃତି ସହ ନୂଆ ପିଢ଼ିକୁ ଯୋଡ଼ିଛି ଆଦର୍ଶ ରଜ- ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ
ଘସିପୁରା, ୧୬ ଜୁନ - ଓଡ଼ିଆ ସଂସ୍କୃତି, ପର୍ବ ଓ ପରମ୍ପରାର ମହନିୟତା ରହିଛି। କୃଷିଭିତ୍ତିକ ପର୍ବ ରଜ ଆଜି ବିଭିନ୍ନ ଅଞ୍ଚଳରେ ହଜିବାକୁ ବସିଛି। ହେଲେ ଆଦର୍ଶ ରଜ ଉତ୍ସବ ଏଥିରେ ବ୍ୟତିକ୍ରମ ସାଜିଛି। ଓଡ଼ିଆ ସଂସ୍କୃତି ସହ ନୂତନ ପିଢ଼ିକୁ ଆଦର୍ଶ ରଜ ଉତ୍ସବ ଯୋଡିଛି ବୋଲି ପୂର୍ବତନ ମନ୍ତ୍ରୀ…