Browsing Category

ମନୋରଞ୍ଜନ

ଶ୍ରୀ ଅଲାରନାଥଙ୍କ ଅଣସର ବେଶ ଦର୍ଶନ ଆରମ୍ଭ

ପୁରୀ, ୧୫ ଜୁନ୍ - ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି ଠାରୁ ଶ୍ରୀ ଅଲାରନାଥଙ୍କ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ଅଣସର ସମୟରେ ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ବିଶ୍ଵାସ…

ଶ୍ରୀମନ୍ଦିରରେ ପୂଜା ପାଇଲେ ପଟ୍ଟି ଦିଅଁ

ପୁରୀ, ୧୫ ଜୁନ୍ - ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଆଜି ଠାରୁ ପଟ୍ଟି ଦିଅଁ ପୂଜା ପାଉଛନ୍ତି । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଅଣସର ପିଣ୍ଡିରେ ଦଇତାପତି ସେବକ…

ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ

ଭୁବନେଶ୍ବର, 15 ଜୁନ - ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ମ୍ୟାଚ ଭୁବନେଶ୍ୱରରେ ଖେଳାଯିବ, । ଭାରତର ସମସ୍ତ ୩ଟି ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଏହି ବ ଲିଗ୍ ମ୍ୟାଚ ଖେଳା ଯିବ ବୋଲି ସୂଚନା ଦିଆଯାଇଛି ।

ସ୍ନାନପୂର୍ଣ୍ଣିମା ଓ ପହିଲି ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୬(ଡିକେ ନ୍ୟୁଜ): ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଏହା…

ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି

ପୁରୀ:- ରଥଯାତ୍ରାର ପ୍ରାରମ୍ଭିକ ପର୍ବ ସ୍ନାନପୂର୍ଣ୍ଣମୀରେ ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିଛନ୍ତି । ସ୍ନାନବେଦିରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ,…

ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା | ଗଜବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂତ୍ତ||

ପୁରୀ: ଆଜି ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ଦୁଇବର୍ଷ ପରେ ଚର୍ମଚକ୍ଷୁରେ ଅତି ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସ୍ନାନ ଓ ହାତୀବେଶ ଦେଖିବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି…

ବାରବାଟୀରେ ଦକ୍ଷିଣ ଆଫ୍ରିକାର ବିଜୟ

କଟକ: ହୋମ୍ ଗ୍ରାଉଣ୍ଡରେ ଘରୋଇ ଦର୍ଶକଙ୍କୁ ନିରାଶ କଲେ ଭାରତୀୟ ଖେଳାଳି । ୪ ୱିକେଟ୍‌ରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । କଟକରେ ଭୁବନେଶ୍ୱର କୁମାର ଚମକି ଥିଲେ ହେଁ ବାରବାଟୀରେ ବଦଳିଲାନି ଭାରତର ଭାଗ୍ୟ । ନିରାଶ ହେଲେ କ୍ରିକେଟ୍ ପ୍ରେମୀ । ଉଭୟ ବ୍ୟାଟିଂ ଏବଂ ବୋଲିଂରେ…

ବିଦେଶ ଗସ୍ତ ରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ମନ୍ତ୍ରୀମଣ୍ଡଳ ନବକଳେବର ପରେ ମୁଖ୍ୟମନ୍ତ୍ରୀ ଙ୍କ ବିଦେଶ…

ଆସନ୍ତା ୨୧ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ରେ ଯିବାର କାର୍ଯ୍ୟକ୍ରମ ରହିଛି | ଦୀର୍ଘ ୨୫ ବର୍ଷ ମଧ୍ୟ ରେ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ପାଇଁ ବିଦେଶ ଗସ୍ତ ରେ ଯିବେ | ଏହି ଗସ୍ତ ସମୟ ରେ ସେ ଇଟାଲୀ ଓ ଦୁବାଇ ଯିବାର ଅଛି ବୋଲି ଜଣାପଡିଛି | ସୂଚନା ଅନୁସାରେ…

ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ ||

ବାଲିଆପାଳ ବ୍ଲକ ଛଡା ଗ୍ରାମରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇଛି।ଛଡା ଗ୍ରାମର ଶ୍ରୀ ଜଗନ୍ନାଥ ୟଥ୍ କ୍ଲବ୍ ଆନୁକୁଲ୍ୟରେ ତେନ୍ତୁଳିଆ ପଦାରେ ଆଜି ପ୍ରଥମ ଦିନର ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଥିଲା ବେଳେ ବାଲିକୁଟୀ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଧଳ ଫିତାକାଟି…

ବିବାହରେ ଶାଳୀମାନଙ୍କୁ ୧୨ ଲକ୍ଷ ଟଙ୍କା ଦେଲେ ରଣବୀର କପୁର

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ୫ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଫୋଟ ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ବର୍ତ୍ତମାନ ଆଲିଆଙ୍କ ଘନିଷ୍ଠ ବନ୍ଧୁ ତନୟା ଶାହ ଗୁପ୍ତା କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକ ମଧ୍ୟରୁ ଗୋଟିଏରେ ରଣବୀର ଏକ କାଗଜ…