Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପାରାଦୀପରେ ସ୍ଥାପନ ହେବ ମେଗା ଫିଡ୍ କ୍ରାକର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା
ପାରାଦୀପ : ପାରାଦୀପରେ ସ୍ଥାପନ ହେବ ଆଉ ଏକ ମେଗା ଫିଡ୍ କ୍ରାକର ପ୍ରକଳ୍ପ । ଏହି ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଆଇଓସିଏଲ ଦ୍ୱାରା ୫୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଯୋଜନାକୁ ସାକର କରିବା ଦିଗରେ କେନ୍ଦ୍ରମନ୍ତ୍ରୀ…
ମାର୍ଚ୍ଚ ୨୦ରେ ଭାରତ ଆସିବେ ଜାପାନ ପିଏମ୍
ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶାଦା ୨୦୨୨ ମାର୍ଚ୍ଚରେ ଦିଲ୍ଲୀ ଯାତ୍ରାରେ ଆସିଥିଲେ । ଏହି ଯାତ୍ରା ବେଳେ ପିଏମ୍ ମୋଦୀଙ୍କ ସହ ଚୀନ ଛାଡି ଆସୁଥିବା ଜାପାନ କମ୍ପାନି ଗୁଡିକର ଭାରତରେ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ସେ ଆଲୋଚନା କରିଥିଲେ । ଦୁଇ ଦେଶର ମନ୍ତ୍ରାଳୟ ଏହା ଉପରେ ଅନେକ…
କେନ୍ଦ୍ରୀୟ ଅବହେଳା: ଲୋକଙ୍କୁ ସଚେତନ କରିବ ବିଜେଡି
ଭୁବନେଶ୍ୱର : ଓଡିଶାକୁ ଅବହେଳା କରୁଛି କେନ୍ଦ୍ର । କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ବିଜେଡି ସଚେତନ କରିବ । ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ ଚାଉଳ କାଟିବାଠାରୁ ଆରମ୍ଭ କରି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଛି କେନ୍ଦ୍ର…
୨୬ରେ ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶ୍ରୀ ଶାହ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡିଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସାଆଁଳପୁର ପଡ଼ିଆରେ ବିରାଟ ସାଧାରଣ ସଭାରେ…
୭ ଦିନ ଇଡି ରିମାଣ୍ଡରେ ସିସୋଦିଆ
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା ଥମିବାର ନା ନେଉନି । ସିବିଆଇ ଗିରଫକୁ ନେଇ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ରାଉଜ ଏଭେନ୍ୟୁ କୋର୍ଟରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଟଳିଛି । ସେପଟେ ପ୍ରବର୍ତ୍ତନ…
ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ
ବେଜିଂ: ସି ଜିନପିଙ୍ଗ ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ନ୍ୟାଶନାଲ୍ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଶୁକ୍ରବାର ଚୀନ ସଂସଦରେ…
ଗ୍ୟାସ୍ ଦରବୃଦ୍ଧି ଓଡ଼ିଆଙ୍କୁ ବାଧୁଛି, ଚୁପ୍ ବସିବନି ବିଜେଡି: ସୌମ୍ୟରଂଜନ
ଭୁବନେଶ୍ବର: ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକ। ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନ କହିଛନ୍ତି, ୫୦ ଟଙ୍କା ଗ୍ୟାସ ଦର ବୃଦ୍ଧି ଲୋକଙ୍କୁ…
ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, ୨୧ ପୋଲିସ ଲହୁଲୁହାଣ
ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି । ପୋଲିସ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ । ଇଟାପଥର, ଅଣ୍ଡା ଓ ପାଣି ବୋତଲ ମାଡରେ ଲହୁଲୁହାଣ ପୋଲିସ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ତୁମୁଳକାଣ୍ଡରେ କମ୍ପିଲା ଲୋୟାର ପିଏମ୍ଜି । ବ୍ୟାରିକେଡ୍ ଭାଙ୍ଗିବା ବେଳେ ବିଜେପି କର୍ମୀଙ୍କୁ…
ପରୀକ୍ଷା ଦେଉଥିଲେ ମା’, ଝିଅର ଯତ୍ନ ନେଲେ ମହିଳା କନଷ୍ଟେବଲ୍
ମାଲକାନଗିରି: ଅସମୟରେ ମଣିଷ ପଣିଆ ଦେଖାଇବା ଆମେ ଅନେକ ଖବର ଦେଖିଛେ । ହେଲେ ମାଲକାନଗିରି ଜିଲ୍ଲାରୁ ଯେଉଁ ଖବର ଆସିଛି, ତାହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ପରୀକ୍ଷା ଦେବାକୁ ଯାଇଥିବା ଜଣେ ମା’ କୋଳରେ ଥିଲା ତା’ର ଛୋଟ ଶିଶୁ । ଛୁଆକୁ ସ୍ତନପାନ କରାଇବାକୁ ପରୀକ୍ଷା କେନ୍ଦ୍ରରେ…
ଓଡ଼ିଶା ହେବ ପୂର୍ବ ଭାରତର ଡିଜିଟାଲ ହବ
ଭୁବନେଶ୍ୱର : ଓଡ଼ିଶାକୁ ଡାଟା ସେଣ୍ଟର ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ଆଉ ଏହି ନୀତିକୁ ବଳ ଯୋଗାଇବା ପାଇଁ ଚଳିତ ବଜେଟରେ ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି । ଡାଟାର ନିର୍ଭରଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଗର୍ଭରେ ଏକ…