Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ, ରାଜ୍ୟ ସଭାପତି ହେଲେ ମିଲନ କାନୁନଗୋ
ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡି ଆଇନ ସାମ୍ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଲିଗାଲ ଫ୍ରଣ୍ଟ ଗଠିତ ହୋଇଛି । ବିଜେଡି ଆଇନ ସାମ୍ମୁଖ୍ୟ ରାଜ୍ୟ ସଭାପତି ହୋଇଛନ୍ତି ମିଲନ କାନୁନଗୋ । ସେହିପରି ଶୁଭ୍ରାଂଶୁ ଶେଖର ମହାନ୍ତି ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ…
ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା, ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ…
ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମହାନଗର ନିଗମରେ ଅଚଳାବସ୍ଥା । ଷ୍ଟାଣ୍ଡିଂ କମିଟି ନିର୍ବାଚନ ଉପରେ ସ୍ଥଗିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ । ଷ୍ଟାଣ୍ଡିଂ କମିଟି ଭୋଟ ଗଣତି ବେଳେ ଏକ ଭୋଟକୁ ମେୟର ଶେଲୀ ଓବରୟ ରଦ୍ଦ କରିବାକୁ ନେଇ ଉପୁଜିଥିଲା ଅଚଳାବସ୍ଥା । ଏହାକୁ ନେଇ ଉଭୟ ଆପ୍ ଓ ବିଜେପି…
ନବ ଦାସ ହତ୍ୟାକାଣ୍ଡ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି ବିଜେପି: ବିଜେଡି
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି । ପ୍ରଥମେ ବ୍ୟବସାୟିକ ଶତ୍ରୁତା କହି ଏହା ପଛରେ ଦୁଇ ଜଣ ବିଜେଡି ନେତାଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥିଲା । ପ୍ରତିଦିନ ଏମିତି କହି କହି ୭/୮ ଜଣ ନେତାଙ୍କ ନାଁ ନେଇ ସାରିଲାଣି ବିଜେପି । ଏବେ ଜଣେ…
ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରା
ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସହିତ ନିଜ ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ । ଛତିଶଗଡ଼ କଂଗ୍ରେସ ମହାଅଧିବେଶନରୁ କଂଗ୍ରେସ ନେତା ତଥା ୟୁପିଏ ଚେୟରମ୍ୟାନ ସୋନିଆ ଗାନ୍ଧୀ ଦେଇଛନ୍ତି ଏପରି ଇଶାରା । ଭାରତ ଯୋଡୋ ଯାତ୍ରା ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଛି । ଭାରତୀୟମାନେ ସଦଭାବନା,…
ଚଳିତ ବଜେଟ୍ ଭାରତବର୍ଷରେ ମଡେଲ ବଜେଟ୍: ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର: ଏଥର ବଜେଟ୍ ଏକ ଐତିହାସିକ ବଜେଟ୍ । ଆମ ବଜେଟ୍ ଭାରତବର୍ଷରେ ମଡେଲ ବଜେଟ୍ । ଜିଡିପି ସର୍ବଭାରତୀୟ ସ୍ତରରେ ଆଖିଦୃଶିଆ ସ୍ତରରେ ପହଞ୍ଚିଛି । ବଜେଟରେ ସବୁବର୍ଗକୁ ପ୍ରଧାନ୍ୟ ଦିଆଯାଇଛି । ବିଶେଷକରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ…
CWC ବୈଠକରେ ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ ଉଦବୋଧନ ଦେବେ ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: କଂଗ୍ରେସ ମହାଧିବେଶନର ଦ୍ବିତୀୟ ଦିନ । ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି, ଆସନ୍ତା ଲୋକସଭା ନିର୍ବାଚନ, ଦଳୀୟ ସଂଗଠନ ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହା ସହ ପୂର୍ବତନ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ବି ଉଦବୋଧନ ଦେବାର…
କାଳିଆ ଯୋଜନାରେ ୫୯ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ
ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ·ଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ·ଷୀ ରହିଛନ୍ତି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ…
ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ, ଧୈର୍ଯ୍ୟ ଧର, ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ: ବିଜେଡି
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା । ବିଜେପି ସିବିଆଇ ତଦନ୍ତ ଦାବିରେ ଅଟଳ ଥିବାବେଳେ କଂଗ୍ରେସ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଦାବି କରିଥିଲା । ବିରୋଧୀ ଦଳ ନେତା କହିଥିଲେ ଯଦି…
ଆଜିଠୁ କମ୍ପିବ ବିଧାନସଭା, ମୁହାଁମୁହିଁ ହେବେ ଶାସକ-ବିରୋଧୀ, ୨ଲକ୍ଷ ୨୦ହଜାର କୋଟି ହୋଇପାରେ ବଜେଟ୍ ଆକାର
ଭୁବନେଶ୍ୱର : ଆଜିଠୁ ବିଧାନସଭା ଭିତରେ ଲଢେ଼ଇ । ବଜେଟ୍ ଅଧିବେଶନରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଉଭୟଙ୍କ ପାଖରେ ରହିଛି ମାଳମାଳ ପ୍ରସଙ୍ଗ । ନବଦାସଙ୍କ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧୀ ଗୃହ ହୁଲସ୍ତୁଲ କରିବାକୁ ଥିବାବେଳେ ଆଇନଶୃଙ୍ଖଳା, ଚାଷୀ-ଚାଷ,…
ପଦ୍ମପୁରରୁ ମିଶନ ପଶ୍ଚିମ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ବରଗଡ଼ ଗସ୍ତରେ ଯିବେ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେହିପରି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚେକ୍…