Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
୧୯ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୪୫୦୦ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିମଧ୍ୟରୁ ୧୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଦୁଇଟିର ଉଦ୍ଘାଟନ କରାଯାଇଛି । ପ୍ରକଳ୍ପରେ ମୋଟ ୧୬୫୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪୫୦୦…
ଜୟନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ
ଭୁବନେଶ୍ୱର,୧୬ା୨(ଡିକେ ନ୍ୟୁଜ): ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ ।…
୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ କୋଟ
ଭୁବନେଶ୍ୱର, : ଭୁବନେଶ୍ୱର ଓ କୋଣାର୍କରେ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ କଟକ, ଖୋର୍ଦ୍ଧା ଓ ବୌଦ୍ଧର ଜିଲ୍ଲାପାଳ ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ସମ୍ପର୍କରେ ସୂଚନା ଦେଇଥିଲେ । ବୈଧାନିକ…
ଆନ୍ଦୋଳନରେ ପରିଣତ ହୋଇଛି ପାଣି ପଞ୍ଚାୟତ
ଭୁବନେଶ୍ୱର, : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ୨୦୨୩ ଉଦ୍ଯାପନ ସମାରୋହ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଯାପନୀ ମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟ ଆଜି ଏକ ଆନ୍ଦୋଳନରେ ପରିଣତ…
ବାବରଙ୍କଠୁ ଡବଲ ସ୍ମୃତିଙ୍କ ଦରମା
ନୂଅ ।ଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡ଼ବ୍ଲୁପିଏଲ୍)ର ପ୍ରଥମ ସଂସ୍କରଣ ପାଇଁ ଅ ।ୟୋଜିତ ମେଗା ନିଲାମ ସଂପନ୍ନ ହୋଇଛି । ମୋଟ୍ ପାଞ୍ଚଟି ଦଳ ଏହି ନିଲାମରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରି ୮୭ ଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କରିଛନ୍ତି । ଦୁନିଅ ।ରେ ସଂପ୍ରତି ଅନେକ…
ପୁଲୱାମା ଆକ୍ରମଣକୁ ପୂରିଲା ୪ ବର୍ଷ ଏବେ ବି ପାକିସ୍ତାନରେ ଅଛନ୍ତି ମାଷ୍ଟରମାଇଣ୍ଡ
ଶ୍ରୀନଗର : ଫେବ୍ରୁଅ ।ରି ୧୪ରେ ହୋଇଥିବା ପୁଲୱାମା ଅ ।ତଙ୍କବାଦୀ ଅ ।କ୍ରମଣକୁ ୪ ବର୍ଷ ପୂରଣ ହୋଇଛି । ଏହି ଅ ।ତ୍ମଘାତୀ ଅ ।କ୍ରମଣରେ ୪୦ ଜଣ ସିଅ ।ରପିଏଫ କର୍ମୀ ସହିଦ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟସେନା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କରିଥିଲା । ଇତି ମଧ୍ୟରେ ଏହି ଘଟଣାକୁ ୪ ବର୍ଷ…
କରୋନା ପରେ ମାର୍ବର୍ଗ ଆତଙ୍କ
ଗିନି : ଚାରିଅ ।ଡେ଼ ଅ ।ତଙ୍କ ଖେଳାଥିବା ମାରତ୍ମକ ଭୂତାଣୁ କରୋନା ଏବେବି ସାରା ବିଶ୍ୱରୁ ସମ୍ପୂର୍ଣ୍ଣ ଯାଇନାହିଁ । କିଛି ଦେଶରେ ଏବେବି ଏହି ଭୂତାଣୁର ତାଣ୍ଡବ ଜାରି ରହିଛି । ଏହାରି ଭିତରେ ଅ ।ଉ ଏକ ନୂଅ । ଭୂତାଣୁର ସଂକ୍ରମଣ ଅ ।ରମ୍ଭ ହୋଇଛି । ତେବେ ଏଥର ଚୀନ୍ରେ ନୁହେଁ ଅ ।ଫ୍ରିକୀୟ…
୫-ଟି ସ୍କୁଲର ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା
ଭୁବନେଶ୍ୱର, : ଏସ୍ଏଚ୍ଜି ହେବ ଏସ୍ଏମ୍ଇ । ଆଗାମୀ ୩ବର୍ଷରେ ୫୦ହଜାର ଏସ୍ଏଚ୍ଜିକୁ ଏସ୍ଏମ୍ଇରେ ପରିଣତ କରାଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର.କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ସମ୍ମିଳନୀରେ ଆସନ୍ତା ଦୁଇ ତିନି ବର୍ଷରେ ମିଶନ ଶକ୍ତିର ଭିଜନ ନେଇ ଆଲୋଚନା ହୋଇଛି ।…
ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଆସ ନୂଆ ଓ ସଶକ୍ତ ଓଡ଼ିଶା ଗଢ଼ିବା
ଭୁବନେଶ୍ୱର, : ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ନୂଆ ଏବଂ ସଶକ୍ତ…
ବୀମା କମ୍ପାନୀର ଗୋଲକଧନ୍ଦାରେ ସନ୍ତୁଳି ହେଉଛନ୍ତି ଚାଷୀ ବିଏସ୍କେୱାଇ ଢାଞ୍ଚାରେ ଆସିବ ଫସଲ କ୍ଷତିଭରଣା ନୀତ
ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ନୂଆ ନକ୍ସା । ପ୍ରଧାନମନ୍ତ୍ରୀ ଫସଲ ବୀମାରେ କ୍ଷତିପୂରଣ ଅର୍ଥ ପାଇବାକୁ ଦହଗଞ୍ଜ ହେଉଥିବା ·ଷୀଙ୍କୁ ଆଶ୍ୱସ୍ତି ଦେବା ଲାଗି ଖୁବ୍ଶୀଘ୍ର ସରକାର ଫସଲ କ୍ଷତି ଭରଣା ନିମନ୍ତେ ନିଜସ୍ୱ ପାଣ୍ଠି ସୃଷ୍ଟି କରିବେ ଏବଂ ଏଥିରେ ୧୦% ଫସଲ କ୍ଷତି…