Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ଗୋଷ୍ଠୀର ୮ ଜଣଙ୍କୁ ବାନ୍ଧିଲା ନିମଖଣ୍ଡି ଥାନା ପୋଲିସ
ବ୍ରହ୍ମ୍ମପୁର,: ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ\'ରେ ଦୀର୍ଘ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଛକାପଞ୍ଜା ଲାଗି ରହିଛି । ଶାନ୍ତି କମିଟି ଗଠନ ହୋଇ ତାକୁ କେହି ନ ମାନି ଆକ୍ରମଣ ଓ ପ୍ରତି ଆକ୍ରମଣ ଭଳି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ସେଠାରେ…
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଙ୍କ ସାମ୍ବାଦିକ ସମ୍ମିଳନୀ
ଜଗତସିଂହପୁର,: ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶାର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ।…
ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସଦାସର୍ବଦା କାର୍ଯ୍ୟରତ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, : ଆଜି ଭଦ୍ରକ ଜିଲ୍ଲା ଧାମନଗର ପଂଚାୟତ ସମିତି ଅଧୀନସ୍ଥ ରଇପୁରଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଜନ ଅଭିଯୋଗ ଶୁଣାଣି…
ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟପାଳ
ଭୁବନେଶ୍ୱର, : ଆଜି ଅପରାହ୍ନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମଞ୍ଚେଶ୍ୱର ରେଲୱେ ରୋଡସ୍ଥିତ ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର (ଏସ୍ଏଲ୍ଡିସି) ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଏସଏଲଡିସିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସହିତ ଏହାର ନିୟନ୍ତ୍ରଣ କକ୍ଷ…
ବିଜେଡିର ଭରସା କିଏ ଗଞ୍ଜାମରେ ବିକ୍ରମ ନା ପୁଣି ଚ୍ଯାଉବାବୁ
ବ୍ରହ୍ମପୁର ରାଜ୍ୟ ରାଜନୀତିରେ ଗଞ୍ଜାମ ସବୁବେଳେ ଚର୍ଚ୍ଚିତ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି l ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ଗତସାଧାରଣ ନିର୍ବାଚନରେ କେବଳ ନବୀନ ପଟ୍ଟନାୟକ ହିଁ ବିଜୟୀ ହୋଇଛନ୍ତି। ସର୍ବାଧିକ ୧୩ଟି ନିର୍ବାଚନମଣ୍ଡଳୀ…
ସରିଲା ଦଣ୍ଡ ଓ ବୁଢ଼ୀଠାକୁରାଣୀ ଯାତ୍ରା, ଏବେ ଦାଦନ ଚାଲ
ବ୍ରହ୍ମପୁର, : ଏପ୍ରିଲ୍ ୧୫ ତାରିଖ ପଣା ସଂକ୍ରାନ୍ତି ପରେ ଗଞ୍ଜାମ ଜିଲ୍ଲାର ଗଣପର୍ବ ଦଣ୍ଡଯାତ୍ରା ଶେଷ ହୋଇଛି। ସେହିପରି ଗତ ୨୮ ତାରିଖରେ ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁରର ମା' ବୁଢ଼ୀଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଏପ୍ରିଲ୍ ୩ ତାରିଖରୁ ଆରମ୍ଭହୋଇଥିବା ଏହି ଯାତ୍ରାରେ ମା’…
ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ
ବ୍ରହ୍ମପୁର,: ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ । ଏଥିଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବି ବ୍ୟାଘାତ ହେଉଛି । ଏଭଳି ସ୍ଥିତିରେ ବିନା ସରକାରୀ ଅନୁମତିରେ ବର୍ଷବର୍ଷ ଧରି ଏକାଧୂକ ବରିଷ୍ଠ ଡାକ୍ତର ଛୁଟିରେ ରହିବା, ସମସ୍ୟାକୁ ଅଧିକ ଜଟିଳ କରୁଛି । କିନ୍ତୁ…
ପହଙ୍ଗା ଘାଟ ଆଳରେ କାଳଖରୁ ବିକ୍ରି ହେଉଛି ବାଲି
ନିଆଳି,: ସଞ୍ଜ ନଇଁବା କ୍ଷଣି ନଦୀ ପଠାରେ ଟ୍ରକର ଲମ୍ବା ଧାଡ଼ି । ରାତିର ଅନ୍ଧାରରେ ନଦୀର ଗର୍ଭ ଚିରି ମନଇଚ୍ଛା ହେଉଛି ବାଲି ଚୋରି । ସୂର୍ଯ୍ୟକିରଣ ପଡ଼ିବା ପୂର୍ବରୁ ଶହ ଶହ ବାଲି ଚୋରା ଚାଲାଣ କରାଯାଉଛି । ଖଣି ବିଭାଗ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି କି ନଦୀ ? କଟକ ଜିଲ୍ଲା ନିଆଳି…
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର
ଖୋର୍ଦ୍ଧା,: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ମିଳିତ ଜନ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧି୍କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ…
ସାବାଡ୍ ହେବେ ମଦ୍ୟପ ଚାଳକ, ରାସ୍ତାରେ ଜଗିବ ସର୍ଭେଲାନ୍ସ କ୍ୟାମେରା
ପାରାଦ୍ୱୀପ, : ସାବାଡ୍ ହେବେ ମଦ୍ୟପ ଟ୍ରକ୍ ଚାଳକ । ଲାଇସେନ୍ସ ରଦ୍ଧ ହେବା ସହ ବନ୍ଧା ହେବେ ମାଲିକ । ଯଗିବ ଆରଟିଓ ସର୍ଭେଲାନ୍ସ କ୍ୟାମେରା ଆଇନ କି ଉଲଂଘନ କଲେ ମାଲିକଙ୍କ ଆକାଉଣ୍ଟରୁ କଟିବ ମୋଟା ଅଙ୍କର ଯୋରିମନା ସହ ଚାଳକର ରଦ୍ଦ ହେବ ଲାଇସେନ୍ସ । ପାରାଦୀପ ସର୍କିଟ ହାଉସ ଠାରେ ଜିଲ୍ଲା…